Cross references
ଯିହୋଶୂୟ 10:3
ଆଦୋନିଷଦେକ୍, ୟିରକ୍ସ୍ଟଶାଲମର ରାଜା ହିବ୍ରୋଣର ରାଜା ହୋହମ ଓ ୟମୂର୍ତର ରାଜା କିରାମ୍ ଓ ଲାଖୀଶର ରାଜା ୟାଫିଯ ଓ ଇଗ୍ଲୋନ ରାଜା ଦବୀର ନିକଟକକ୍ସ୍ଟ କହି ପଠାଇଲା।
ଯିହୋଶୂୟ 10:38
ଏହାପରେ ଯିହାଶୂେୟ ଏବଂ ଇଶ୍ରାୟେଲର ସମସ୍ତ ଲୋକମାନେ ଦବୀରକକ୍ସ୍ଟ ଫରେିଲେ ଏବଂ ସେ ସହରକକ୍ସ୍ଟ ଆକ୍ରମଣ କଲେ।
ଯିହୋଶୂୟ 12:13
ଦବୀରର ରାଜା 1, ଗେଦରର ରାଜା 1
ଯିହୋଶୂୟ 15:49
ଦନ୍ନା, କିରିଯଥ-ସନ୍ନା,
ଯିହୋଶୂୟ 15:51
ଗୋଶନ୍, ହୋଲୋନ୍, ଗୀଲୋ, ଏହିସବୁ ଗ୍ରାମ ସମତେ ଏଗାରଟି ନଗର ଥିଲା।
ଯିହୋଶୂୟ 19:21
ରମେତ୍ ଐନ୍-ଗନ୍ନୀମ୍ ଐନ୍ ହଦ୍ଦା ଓ ବୈଥ୍ ପତ୍ ସେସ୍।
ଯିହୋଶୂୟ 21:15
ହୋଲୋନ୍, ତା'ର ତଳଭୂମି, ଦବୀର ଓ ତା'ର ତଳଭୂମି।