Home Bibles ପ୍ରଥମ ବଂଶାବଳୀ 6:34 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 6:34 · ଓଡ଼ିଆ ବାଇବେଲ

ଶାମୁଯଲେ ଇଲକାନାଙ୍କ ପୁତ୍ର ଥିଲେ। ଇଲ୍କାନା ୟିରୋହମ୍ଙ୍କ ପୁତ୍ର ଥିଲେ। ୟିରୋହମ୍ ଇଲୀଯେଲ୍ଙ୍କ ପୁତ୍ର ଥିଲେ। ଇଲୀଯେଲ୍ ତୋହଙ୍କ ପୁତ୍ର ଥିଲେ।

Cross references

ଯାତ୍ରା ପୁସ୍ତକ 28:1

ତହିଁରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ତୁମ୍ଭର ଭାଇ ହାରୋଣ ଏବଂ ତାଙ୍କର ପୁତ୍ର ନାଦବ୍, ଅବୀଦ, ଇଲିଯାଜର ଓ ଇଥାମରକୁ ଇଶ୍ରାୟେଲର ଲୋକମାନଙ୍କ ମଧ୍ଯରୁ ଆଣ। ସମାନେେ ମାରେ ଯାଜକଗଣ ହବେେ।

ଯାତ୍ରା ପୁସ୍ତକ 30:7

ହାରୋଣ ସୁଗନ୍ଧିତ ଧୂପ ଜଳାଇବ। ସେ ପ୍ରତି ପ୍ରଭାତ ରେ ପ୍ରଦୀପ ପରିଷ୍କାର କରିବା ବେଳେ ସହେି ଧୂପ ଜଳାଇବ।

ଲେବୀୟ ପୁସ୍ତକ 1:7

ଅନନ୍ତର ଯାଜକ ହାରୋଣଙ୍କ ପୁତ୍ରଗଣ ସହେି ୟଜ୍ଞବଦେୀ ଉପରେ ଅଗ୍ନି ରଖିବେ ଓ ଅଗ୍ନି ଉପରେ କାଠ ସଜାଇବେ।

ଲେବୀୟ ପୁସ୍ତକ 1:9

ମାତ୍ର ସହେି ଯାଜକ ଅନ୍ତ ଅଂଶ ଓ ଗୋଡ ଜଳ ରେ ଧୌତ କରିବେ ତା'ପରେ ଯାଜକ ୟଜ୍ଞବଦେୀ ଉପରେ ତାକୁ ଦଗ୍ଧ କରିବେ ଓ ତାହା ଗୋଟିଏ ହାମବେଳି ହବେ। ଏବଂ ତାହା ସଦାପ୍ରଭୁଙ୍କୁ ସୁବାସିତ ନବୈେଦ୍ଯ ହବେ।

ଲେବୀୟ ପୁସ୍ତକ 16:17

ସହେି ସମୟରେ ହାରୋଣ ପ୍ରାଯଶ୍ଚିତ କରିବା ପାଇଁ ପବିତ୍ର ସ୍ଥାନ ରେ ପ୍ରବେଶ କରିବ, ସେ ନିଜ ପାଇଁ ନିଜ ଘର ପାଇଁ ଓ ଇଶ୍ରାୟେଲର ସମସ୍ତ ସମାଜ ପାଇଁ ଯେପର୍ୟ୍ଯନ୍ତ ପ୍ରାଯଶ୍ଚିତ କରି ନାହାନ୍ତି ସପେର୍ୟ୍ଯନ୍ତ ସମାଗମ ତମ୍ବୁ ରେ କୌଣସି ମଣିଷ ରହିବେ ନାହିଁ।

ଲେବୀୟ ପୁସ୍ତକ 16:19

ତା'ପରେ ସେ ରକ୍ତରୁ କିଛି ନଇେ ଅଙ୍ଗୁଳି ଦ୍ବାରା ସାତଥର ଛିଞ୍ଚି ଅଶୁଚି ବଦେୀକୁ ଶୁଦ୍ଧ କରିବ ଓ ଇଶ୍ରାୟେଲ ଲୋକମାନଙ୍କ ଅ େଶୗଚରୁ ତାହା ଶୁଚି କରିବ।

ପ୍ରଥମ ଶାମୁୟେଲ 1:1

ଇଫ୍ରଯିମର ପର୍ବତମଯ ଦେଶର ରାମାଠା ରେ ଜଣେ ଲୋକ ବାସ କରୁଥିଲେ, ଯାହାର ନାମ ଥିଲା ଇଲ୍କାନା। ଇଲ୍କାନା ସୂଫ ପରିବାରବର୍ଗର ଥିଲେ। ଇଲ୍କାନା ୟିରୋହମର ପକ୍ସ୍ଟତ୍ର, ଥିଲା ୟିଏ ଇଲୀହର ପକ୍ସ୍ଟତ୍ର ଥିଲା, ୟିଏ ତୋହର ପକ୍ସ୍ଟତ୍ର ଥିଲା, ୟିଏ ସୂଫର ପକ୍ସ୍ଟତ୍ର ଥିଲା ଓ ଏମାନେ ଇଫ୍ରଯିମ ପରିବାରବର୍ଗର ଥିଲେ।

ପ୍ରଥମ ବଂଶାବଳୀ 23:13

ଅମ୍ରାମଙ୍କ ପୁତ୍ରମାନେ ଥିଲେ ହାରୋଣ ଓ ମାଶାେ। ହାରୋଣ ବିଶଷେ ରୂପେ ମନୋନୀତ କରାୟାଇଥିଲେ। ହାରୋଣ ଓ ତାଙ୍କର ବଂଶଧରମାନେ ଚିରକାଳ ନିମନ୍ତେ, ବିଶଷେ ରୂପେ ମନୋନୀତ ହାଇେଥିଲେ। ସଦାପ୍ରଭୁଙ୍କ ସବୋକାର୍ୟ୍ଯ ନିମନ୍ତେ ସବୁଠାରୁ ମହାପବିତ୍ର ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ସମାନଙ୍କେୁ ମନୋନୀତ କରାୟାଇଥିଲା। ସଦାପ୍ରଭୁ ସମ୍ମୁଖ ରେ ସୁଗନ୍ଧି ଧୂପ ଜଳାଇବା ନିମନ୍ତେ ହାରୋଣ ଓ ତାହାଙ୍କ ବଂଶ ମନୋନୀତ ହାଇେଥିଲେ। ସମାନେେ ଯାଜକରୂପେ ସଦାପ୍ରଭୁଙ୍କର ସବୋକାର୍ୟ୍ଯ କରିବା ନିମନ୍ତେ ମନୋନୀତ ହାଇେଥିଲେ। ଚିରକାଳ ପାଇଁ ସଦାପ୍ରଭୁଙ୍କ ନାମକୁ ବ୍ଯବହାର କରିବା ଓ ଲୋକମାନଙ୍କୁ ଆଶୀର୍ବାଦ କରିବା ନିମନ୍ତେ ସମାନେେ ମନୋନୀତ ହାଇେଥିଲେ।

ପ୍ରଥମ ବଂଶାବଳୀ 24:1

ହାରୋଣଙ୍କ ପୁତ୍ରମାନଙ୍କର ଦଳ ଏହି ପ୍ରକାର ଥିଲା : ହାରୋଣଙ୍କ ପୁତ୍ରମାନେ ଥିଲେ ନାଦବ୍, ଅବୀହୂ, ଇଲିଯାସର ଓ ଈଥାମର।

ପ୍ରଥମ ବଂଶାବଳୀ 24:19

ମନ୍ଦିର ରେ ସବୋକାର୍ୟ୍ଯ କରିବା ନିମନ୍ତେ ଏହି ଦଳଗୁଡ଼ିକ ମନୋନୀତ ହାଇେଥିଲେ। ମନ୍ଦିରର ସବୋକାର୍ୟ୍ଯ ପାଇଁ ହାରୋଣଙ୍କ ଦତ୍ତ ନିଯମର ସମାନେେ ବାଧ୍ଯ ହେଲେ। ଇଶ୍ରାୟେଲର ସଦାପ୍ରଭୁ ପରମେଶ୍ବର ହାରୋଣଙ୍କୁ ଏହି ନିଯମଗୁଡ଼ିକ ପ୍ରଦାନ କରିଥିଲେ।

ଦିତୀୟ ବଂଶାବଳୀ 29:11

ତେଣୁ ହେ ମାରେ ପୁତ୍ରଗଣ, ଆଉ ପରିଚର୍ୟ୍ଯା କର ନାହିଁ କି ଆଉ ସମୟ ନଷ୍ଟ କର ନାହିଁ। ସଦାପ୍ରଭୁ ତୁମ୍ଭମାନଙ୍କୁ ତାଙ୍କର ସବୋକାର୍ୟ୍ଯ ନିମନ୍ତେ ମନୋନୀତ କରିଅଛନ୍ତି। ସେ ତୁମ୍ଭମାନଙ୍କୁ ତାଙ୍କର ମନ୍ଦିର ରେ ସବୋକାର୍ୟ୍ଯ କରିବା ଓ ସୁଗନ୍ଧିଧୂପ ଜଳାଇବା ନିମନ୍ତେ ମନୋନୀତ କରିଛନ୍ତି।

Interlinear

Choose Theme