Home Bibles ପ୍ରଥମ ବଂଶାବଳୀ 6:35 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 6:35 · ଓଡ଼ିଆ ବାଇବେଲ

ତୋହ ସୂଫ୍ଙ୍କ ପୁତ୍ର ଥିଲେ। ସୂଫ୍ ଇଲ୍କାନାଙ୍କ ପୁତ୍ର ଥିଲେ। ଇଲ୍କାନା ମାହତ୍ଙ୍କ ପୁତ୍ର ଥିଲେ। ମାହତ୍ ଅମାସଯଙ୍କ ପୁତ୍ର ଥିଲେ।

Cross references

ପ୍ରଥମ ବଂଶାବଳୀ 6:25

ଇଲକାନାଙ୍କ ପୁତ୍ରମାନେ ଥିଲେ ଅମାସଯ ଓ ଅହୀମାେତ୍।

ପ୍ରଥମ ବଂଶାବଳୀ 6:26

ଇଲକାନା ଅହୀମାେତଙ୍କର ପୁତ୍ର ଥିଲେ। ସୋଫୀଯ ଇଲକାନାଙ୍କ ପୁତ୍ର ଥିଲେ। ନହାତ୍ ସୋଫୀଙ୍କ ପୁତ୍ର ଥିଲେ।

Interlinear

Choose Theme