Home Bibles ପ୍ରଥମ ବଂଶାବଳୀ 6:33 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 6:33 · ଓଡ଼ିଆ ବାଇବେଲ

ସଙ୍ଗୀତ ଦ୍ବାରା ସବୋକାର୍ୟ୍ଯ କରୁଥିବା ବ୍ଯକ୍ତିଗଣ ଓ ସମାନଙ୍କେର ପୁତ୍ରଗଣ କହାତଙ୍କର ବଂଶଧର ଥିଲେ,

Cross references

ଗଣନା ପୁସ୍ତକ 3:6

ତୁମ୍ଭେ ଲବେୀ ଗୋଷ୍ଠୀର ସମସ୍ତ ଲୋକଙ୍କୁ ଆଣି ହାରୋଣ ସମ୍ମୁଖ ରେ ଉପସ୍ଥିତ କରାଅ, ସମାନେେ ତାହାର ସବୋ କରିବେ।

ଗଣନା ପୁସ୍ତକ 3:9

ଆଉ ତୁମ୍ଭେ ହାରୋଣ ଓ ତା'ର ପୁତ୍ରଗଣ ହସ୍ତ ରେ ଲବେୀୟମାନଙ୍କୁ ଦବେ। ହାରୋଣ ଓ ତାଙ୍କର ପୁତ୍ରମାନଙ୍କୁ ଉପହାର ରୂପେ ଇଶ୍ରାୟେଲ ଲୋକମାନଙ୍କ ପକ୍ଷରୁ ସମାନଙ୍କେୁ ଦିଆଗଲା।

ପ୍ରଥମ ଶାମୁୟେଲ 1:20

ଏହାପରେ ସହେି ସମୟରେ ପରବର୍ଷ ହାନ୍ନା ପକ୍ସ୍ଟତ୍ର ପ୍ରସବ କଲା। କାରଣ ମୁ ସଦାପ୍ରଭୁଙ୍କୁ ମାଗିଥିଲି, ସେ ତାହାର ନାମ ଶାମକ୍ସ୍ଟଯଲେ ଡାକିଲା।

ପ୍ରଥମ ଶାମୁୟେଲ 1:28

ସେଥିପାଇଁ ବର୍ତ୍ତମାନ ମୁ ତାକକ୍ସ୍ଟ ସଦାପ୍ରଭୁଙ୍କ ସବୋ କରିବା ପାଇଁ ଉତ୍ସର୍ଗ କରୁଛି। ସେ ୟାବଜ୍ଜୀବନ ସଦାପ୍ରଭୁଙ୍କ ଉପାସନା କରିବ।

ପ୍ରଥମ ବଂଶାବଳୀ 6:28

ଶାମୁଯଲଙ୍କେ ପୁତ୍ରମାନେ ଥିଲେ : ଯାୟେଲ ଜେଷ୍ଠ ପୁତ୍ର ଓ ଅବୀଯ କନିଷ୍ଠ ପୁତ୍ର।

ପ୍ରଥମ ବଂଶାବଳୀ 15:17

ଏହାପରେ ଲବେୀୟମାନେ ହମେନ ଏବଂ ତାଙ୍କ ଭ୍ରାତାଗଣ ଆସଫ ଓ ଏଥନଙ୍କୁ ଆଣିଲେ। ହମେନ ଯାୟେଲଙ୍କ ପୁତ୍ର ଥିଲେ। ଆସଫ ବରେିଖିଯଙ୍କ ପୁତ୍ର ଥିଲେ। ଏଥନ କୁଶାଯଙ୍କ ପୁତ୍ର ଥିଲେ। ଏହି ଲୋକମାନେ ମରାରି ପରିବାରବର୍ଗର ଥିଲେ।

ପ୍ରଥମ ବଂଶାବଳୀ 15:19

ଗାଯକ ହମେନ୍, ଆସଫ ଓ ଏଥନ ପିତ୍ତଳ ନିର୍ମିତ ଗିନି ବଜାଉଥିଲେ।

ପ୍ରଥମ ବଂଶାବଳୀ 16:41

ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପ୍ରଶଂସାର ଗୀତ ଗାନ କରିବା ନିମନ୍ତେ ହମେନ୍, ୟିଦୂଥୂନଙ୍କୁ ଓ ଅନ୍ୟ ସମସ୍ତ ଲବେୀୟଗଣଙ୍କୁ ନାମଧରି ମନୋନୀତ କରାୟାଇଥିଲା, କାରଣ ସଦାପ୍ରଭୁଙ୍କ ପ୍ ରମେ ଅନନ୍ତକାଳବ୍ଯାପୀ।

ପ୍ରଥମ ବଂଶାବଳୀ 23:2

ଦାଉଦ ଇଶ୍ରାୟେଲର ସମସ୍ତ ନେତାମାନଙ୍କୁ ଏକତ୍ରୀତ କଲେ। ସେ ଯାଜକ ଓ ଲବେୀୟମାନଙ୍କୁ ମଧ୍ଯ ଏକତ୍ର କଲେ।

ପ୍ରଥମ ବଂଶାବଳୀ 23:5

4,000 ଲବେୀୟ ଦ୍ବାରପାଳ ହବେେ ଏବଂ 4,000 ଲବେୀୟ ବାଦ୍ଯକାର ହବେେ। ମୁଁ ସମାନଙ୍କେ ନିମନ୍ତେ ବିଶଷେ ବାଦ୍ଯୟନ୍ତ୍ରସବୁ ନିର୍ମାଣ କରିଅଛି। ସମାନେେ ସଦାପ୍ରଭୁଙ୍କର ପ୍ରଶଂସା କରିବା ନିମନ୍ତେ ସହେି ବାଦ୍ଯୟନ୍ତ୍ରଗୁଡ଼ିକୁ ବ୍ଯବହାର କରିବେ।

ପ୍ରଥମ ବଂଶାବଳୀ 25:1

ଦାଉଦ ଓ ସନୋଧ୍ଯକ୍ଷମାନେ ଆସଫର ପୁତ୍ରମାନଙ୍କୁ ଏକ ବିଶଷେ ସବୋକାର୍ୟ୍ଯ କରିବା ନିମନ୍ତେ ପୃଥକ୍ କଲେ। ଆସଫଙ୍କର ପୁତ୍ରମାନେ ଥିଲେ ହମେନ ଓ ୟିହୂଥୂନ। ବୀଣା, ସାରଙ୍ଗ ଓ ଗିନି ବଜାଇ ପରମେଶ୍ବରଙ୍କ ବାର୍ତ୍ତା ଘାଷେଣା କରିବା ହିଁ ସମାନଙ୍କେର ବିଶଷେ କାର୍ୟ୍ଯ ଥିଲା। ଯେଉଁମାନେ ଏହି ପ୍ରକାର ଭାବରେ ସବୋକାର୍ୟ୍ଯ କରୁଥିଲେ, ସମାନଙ୍କେର ତାଲିକା ଏହି :

ଦିତୀୟ ବଂଶାବଳୀ 5:12

ଲବେୀୟ ଗାଯକମାନେ ୟଜ୍ଞବଦେୀର ପୂର୍ବପଟେ ଠିଆ ହେଲେ। ଆସଫ୍, ହମେନ୍ ଓ ୟିଦୂଥୂନ୍ଙ୍କ ଗାଯକଦଳର ପ୍ରେତ୍ୟକକ ସଠାେରେ ଥିଲେ। ଆଉ ସମାନଙ୍କେର ପୁତ୍ରଗଣ ଓ ଭ୍ରତାଗଣ ମଧ୍ଯ ସଠାେରେ ଥିଲେ। ସହେି ଲବେୀୟ ଗାଯକମାନେ ଶୁଭ୍ର କାର୍ପାସ ବସ୍ତ୍ର ପିନ୍ଧିଥିଲେ। ସମାନଙ୍କେ ନିକଟରେ ଗିନି, ସାରଙ୍ଗ ଓ ବୀଣାୟନ୍ତ୍ର ଥିଲା। ସହେି ଲବେୀୟ ଗାଯକମାନଙ୍କ ନିକଟରେ 120 ଜଣ ଯାଜକ ଥିଲେ। ସହେି 120 ଜଣ ଯାଜକ ତୂରୀ ବଜାଇଲେ।

ଦିତୀୟ ବଂଶାବଳୀ 29:14

ୟିଦୂଥିନ୍ଙ୍କ ବଂଶଧର ମାନଙ୍କ ମଧ୍ଯରୁ ଶିମ୍ରି ଓ ୟିଯୂଯଲେ ଥିଲେ। ଆସଫ୍ ବଂଶଧରମାନଙ୍କ ମଧ୍ଯରୁ ଶମଯିଯ ଓ ଉଷିଯଲେ ଥିଲେ।

ଗୀତସଂହିତା 88:1

ହେ ସଦାପ୍ରଭୁ ପରମେଶ୍ବର, ତୁମ୍ଭେ ମାରେ ପରିତ୍ରାଣକର୍ତ୍ତା। ମୁଁ ଦିନ ଓ ରାତ୍ରି ତୁମ୍ଭ ନିକଟରେ ପ୍ରାର୍ଥନା କରିଅଛି।

Interlinear

Choose Theme