Home Bibles ପ୍ରଥମ ବଂଶାବଳୀ 5:4 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 5:4 · ଓଡ଼ିଆ ବାଇବେଲ

ଯାୟେଲଙ୍କ ବଂଶଧରମାନଙ୍କର ନାମ ଏହି : ଶିମଯିଯ ୟୋଯଲଙ୍କ ପୁତ୍ର, ଗୋଗ୍ ଶିମିଯିଯଙ୍କ ପୁତ୍ର ଓ ଶିମିଯି ଗୋଗ୍ଙ୍କ ପୁତ୍ର ଥିଲେ।

Cross references

ପ୍ରଥମ ବଂଶାବଳୀ 5:8

ବଲୋ ଆସସ୍ରଙ୍କ ପୁତ୍ର ଥିଲେ। ଆସସ୍ର ଶମାଙ୍କେ ପୁତ୍ର ଥିଲେ, ଶମାେ ଯାୟେଲଙ୍କ ପୁତ୍ର ଥିଲେ। ସମାନେେ ନବୋ ଓ ବାଲମିଯୋନ ପର୍ୟ୍ଯନ୍ତ ବିସ୍ତୃତ ଅରୋଯରେ ବାସ କରୁଥିଲେ।

Interlinear

Choose Theme