ଦିତୀୟ ଶାମୁୟେଲ 3:37 · ଓଡ଼ିଆ ବାଇବେଲ
ଏହିପରି ନରର ପକ୍ସ୍ଟତ୍ର ଅବ୍ନରକକ୍ସ୍ଟ ହତ୍ଯା କରିବା ଯେ ରାଜାଙ୍କ ଆଡକ୍ସ୍ଟ ହାଇେ ନାହିଁ, ଏକଥା ସଦେିନ ଇଶ୍ରାୟେଲର ସମସ୍ତ ଲୋକ ବକ୍ସ୍ଟଝିଲେ।
Cross references
ଦିତୀୟ ଶାମୁୟେଲ 16:7
ଶିମିଯି ଦାଉଦଙ୍କକ୍ସ୍ଟ ଅଭିଶାପ ଦେଉଥିଲା ଏବଂ କହିଲା, ଆ ରେ ହତ୍ଯାକାରୀ ଏବଂ ମନ୍ଦ ଲୋକ ଏଠାରକ୍ସ୍ଟ ଦୂର ହକ୍ସ୍ଟଅ।
ପ୍ରଥମ ରାଜାବଳୀ 2:32
ଯୋୟାବ ଆପଣାଠାରୁ ଅଧିକ ଉତ୍ତମ ଦୁଇଟି ଲୋକଙ୍କୁ ହତ୍ଯା କରିଥିଲେ। ସମାନେେ ହେଲ ଇଶ୍ରାୟେଲର ସନୋପତି ନରର ପୁତ୍ର ଅବ୍ନର ଓ ଯିହୁଦାର ସନୋପତି ଯେଥରର ପୁତ୍ର ଅମାସା। ସେ ମାେ ପିତା ଦାଉଦଙ୍କ ଅଜ୍ଞାତସାର ରେ ଏହି ଉତ୍ତମ ଦୁଇଜଣଙ୍କୁ ହତ୍ଯା କରିଥିଲା। ତେଣୁ ସହେି ରକ୍ତପାତର ଅପରାଧ ପାଇଁ ସଦାପ୍ରଭୁ ତାକୁ ଦଣ୍ତ ଦବେେ।
ପ୍ରଥମ ବଂଶାବଳୀ 27:21
ପୂର୍ବ ମନଃଶିର : ୟିଖରିଯଙ୍କ ପୁତ୍ର ୟିଦ୍ଦୋ।