Home Bibles ପ୍ରଥମ ବଂଶାବଳୀ 27:22 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 27:22 · ଓଡ଼ିଆ ବାଇବେଲ

ଦାନ୍ : ୟିରୋହମ୍ଙ୍କ ପୁତ୍ର ଅସ ରେଲ।

Cross references

ପ୍ରଥମ ବଂଶାବଳୀ 28:1

ଦାଉଦ ଇଶ୍ରାୟେଲ ଲୋକମାନଙ୍କର ସମସ୍ତ ନେତାଗଣଙ୍କୁ ଏକତ୍ର କଲେ। ସେ ସହେି ନେତାଗଣଙ୍କୁ ୟିରୁଶାଲମକୁ ଆସିବା ନିମନ୍ତେ ଆଦେଶ ଦେଲେ। ଦାଉଦ ସବୁ ଗୋଷ୍ଠୀର ନେତାଗଣ, ରାଜାଙ୍କ ସୈନ୍ଯଦଳର ସନୋଧ୍ଯକ୍ଷଗଣ, ଅଧ୍ଯକ୍ଷଗଣ, ସନୋପତିଗଣ, ରାଜା ଓ ତାହାଙ୍କ ପୁତ୍ରମାନଙ୍କର ସମ୍ପତ୍ତି ଓ ପଶୁପଲର ଯତ୍ନ ନେଉଥିବା କାର୍ୟ୍ଯକାରୀଗଣ, ରାଜାଙ୍କର ବିଶଷେ କର୍ମଚାରୀଗଣ, ପରାକ୍ରମୀ ବୀରଗଣ, ଓ ସମସ୍ତ ସାହସୀ ସୈନ୍ଯଗଣଙ୍କୁ ଡ଼ାକି ପଠାଇଲେ।

Interlinear

Choose Theme