କନନିଯ ୟିଷହରୀଯଙ୍କ ପରିବାରରୁ ଆସିଥିଲେ। କନନିଯ ଓ ତାଙ୍କର ପୁତ୍ରମାନଙ୍କର ମନ୍ଦିର ବାହା ରେ କାର୍ୟ୍ଯ କରିବାର ଦାଯିତ୍ବ ଥିଲା। ସମାନେେ ଇଶ୍ରାୟେଲର ବିଭିନ୍ନ ସ୍ଥାନ ରେ ପୋଲିସ ଓ ବିଚାରକର୍ତ୍ତା ଭାବରେ କାର୍ୟ୍ଯ କରିଥିଲେ।
Cross references
ଏପରି କେତକେ ଘଟିପା ରେ ଯାହାକି ତୁମ୍ଭମାନଙ୍କ ବିଗ୍ଭରପାଇଁ ତୁମ୍ଭମାନଙ୍କୁ କଷ୍ଟ ହାଇପୋ ରେ। ଏପରିକି ରକ୍ତପାତ, ଚକ୍ସ୍ଟକ୍ତି ବିବାଦ, ମଧିଅରେ ଆଘାତ ଦଖାୟୋଏ। ଏପରି ଘଟଣାମାନ ବିଗ୍ଭର ପାଇଁ ଯଦି ତୁମ୍ଭମାନଙ୍କୁ କଠିନ ହକ୍ସ୍ଟଏ, ତବେେ ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ନିରୂପିତ ସ୍ଥାନକକ୍ସ୍ଟ ସମସ୍ତେ ଆସିବ।
ତୁମ୍ଭେ ଲବେୀ ପରିବାରବର୍ଗର ଯାଜକମାନଙ୍କ ପାଖକକ୍ସ୍ଟ ଓ ବିଗ୍ଭରକର୍ତ୍ତା ନିକଟକକ୍ସ୍ଟ ୟିବା ଉଚିତ୍, ଯେଉଁମାନେ ସେସମୟରେ ଉପସ୍ଥିତ ଥିଲେ। ଆଉ ତୁମ୍ଭମାନେେ ବକ୍ସ୍ଟଝିବ ତହିଁରେ ସମାନେେ ତୁମ୍ଭକୁ ବିଗ୍ଭରର ନିଷ୍ପତ୍ତି ଜଣାଇବେ।
ଦାଉଦ କହିଲେ, 24,000 ଲବେୀୟ ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କାର୍ୟ୍ଯ ତଦାରଖ କରିବେ। 6,000 ଲବେୀୟ ପୋଲିସ୍ ଓ ବିଚାରକର୍ତ୍ତା ହବେେ।
କହାତଙ୍କର ଚାରିପୁତ୍ର ଥିଲେ। ସମାନେେ ହେଲେ ଅମ୍ରାମ୍, ୟିଷ୍ହର, ହିବ୍ରୋଣ ଓ ଉଷୀଯଲେ।
ଅନ୍ୟ ନେତାମାନେ ଅମ୍ରାମୀ, ୟିଷହରୀଯ, ହିବ୍ରୋଣୀଯ ଓ ଉଷିଯଲଙ୍କେ ପରିବାରବର୍ଗରୁ ମନୋନୀତ ହାଇେଥିଲେ।
ୟିଷ୍ରାହୀଯର ପଞ୍ଚମ ମାସ ପାଇଁ ପଞ୍ଚମ ସନୋଧ୍ଯକ୍ଷ ଶମ୍ମୋତ ରେ ଥିଲେ। ତାଙ୍କ ଦଳ ରେ 24,000 ଲୋକ ଥିଲେ।
ୟିରୁଶାଲମ ରେ ୟିହୋଶାଫଟ୍ କେତକେ ଲବେୀୟ, ଯାଜକ ଓ ଇଶ୍ରାୟେଲୀୟ ବଂଶର ନେତାମାନଙ୍କୁ ବିଚାରକର୍ତ୍ତା ରୂପେ ମନୋନୀତ କଲେ। ୟିରୁଶାଲମର ଲୋକମାନଙ୍କର ସମସ୍ଯା ସମାଧାନ କରିବା ନିମନ୍ତେ ଏହି ଲୋକମାନଙ୍କୁ ସଦାପ୍ରଭୁଙ୍କ ନିଯମ ବ୍ଯବହାର କରିବାର ଥିଲା।
ଯେଉଁ ଲବେୀୟମାନେ ବାଦ୍ଯୟନ୍ତ୍ର ସବୁ ବଜାଇବା ରେ ନିପୁଣ ଥିଲେ, ସହେିମାନେ ମଧ୍ଯ ଶ୍ରମିକ ଓ ଅନ୍ୟ କାର୍ୟ୍ଯକାରୀମାନଙ୍କର କାର୍ୟ୍ଯ ତଦାରଖ କଲେ। କିଛି ଲବେୀୟ ସଚିବ ଓ କାର୍ୟ୍ଯାଧିକାରୀ ଦ୍ବାରପାଳରୂପେ କାର୍ୟ୍ଯ କଲେ।
ଲବେୀୟ ପ୍ରଧାନ ବର୍ଗମଧ୍ଯରୁ ଶଦ୍ଦଥଯ ଓ ୟୋଷାବଦ୍ ପରମେଶ୍ବରଙ୍କ ମନ୍ଦିରର ବାହାର କାର୍ୟ୍ଯର ନିରୀକ୍ଷକ ଥିଲେ।