ୟିରୁଶାଲମ ରେ ୟିହୋଶାଫଟ୍ କେତକେ ଲବେୀୟ, ଯାଜକ ଓ ଇଶ୍ରାୟେଲୀୟ ବଂଶର ନେତାମାନଙ୍କୁ ବିଚାରକର୍ତ୍ତା ରୂପେ ମନୋନୀତ କଲେ। ୟିରୁଶାଲମର ଲୋକମାନଙ୍କର ସମସ୍ଯା ସମାଧାନ କରିବା ନିମନ୍ତେ ଏହି ଲୋକମାନଙ୍କୁ ସଦାପ୍ରଭୁଙ୍କ ନିଯମ ବ୍ଯବହାର କରିବାର ଥିଲା।
Cross references
ବର୍ତ୍ତମାନ ମାେ କଥା ଶୁଣ। ମାରେ କେତକେ ଉପଦେଶ ଗ୍ରହଣ କର। ପରମେଶ୍ବର ତୁମ୍ଭର ସହବର୍ତ୍ତୀ ହୁଅନ୍ତୁ। ପରମେଶ୍ବରଙ୍କ ଛାମୁ ରେ ତୁମ୍ଭେ ଲୋକମାନଙ୍କ ପକ୍ଷ ହାଇେ ସମାନଙ୍କେ କଥା ପରମେଶ୍ବରଙ୍କ ନିକଟରେ ଜଣାଅ।
ଏପରି କେତକେ ଘଟିପା ରେ ଯାହାକି ତୁମ୍ଭମାନଙ୍କ ବିଗ୍ଭରପାଇଁ ତୁମ୍ଭମାନଙ୍କୁ କଷ୍ଟ ହାଇପୋ ରେ। ଏପରିକି ରକ୍ତପାତ, ଚକ୍ସ୍ଟକ୍ତି ବିବାଦ, ମଧିଅରେ ଆଘାତ ଦଖାୟୋଏ। ଏପରି ଘଟଣାମାନ ବିଗ୍ଭର ପାଇଁ ଯଦି ତୁମ୍ଭମାନଙ୍କୁ କଠିନ ହକ୍ସ୍ଟଏ, ତବେେ ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ନିରୂପିତ ସ୍ଥାନକକ୍ସ୍ଟ ସମସ୍ତେ ଆସିବ।
ଏହାପରେ ଲବେୀ ବଂଶଧର ଯାଜକମାନେ ତାହା ନିକଟକକ୍ସ୍ଟ ଆସିବେ କାରଣ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ଆପଣା ସବୋର୍ଥେ ଓ ସଦାପ୍ରଭୁଙ୍କ ନାମ ରେ ଆଶୀର୍ବାଦ କରଣାର୍େଥ ସମାନଙ୍କେୁ ମନୋନୀତ କରିଅଛନ୍ତି। ଏଣୁ ସମାନଙ୍କେ ବାକ୍ଯ ଅନକ୍ସ୍ଟସା ରେ ପ୍ରେତ୍ୟକକ ବି ରୋଧ ରେ ଓ ଆଘାତ ରେ ବିଗ୍ଭର ହବେ।
ଯେତବେେଳେ ଦୁଇଜଣଙ୍କ ମଧିଅରେ ମାଡପିଟ୍ ଲାଗେ, ସମାନେେ ନ୍ଯାୟଳୟକୁ ୟିବା ଉଚିତ୍। କିଏ ଦୋଷୀ ଓ କିଏ ନିର୍ ଦୋଷୀ ବିଗ୍ଭରକର୍ତ୍ତା ବିଗ୍ଭର କରିବେ।
ଦାଉଦ କହିଲେ, 24,000 ଲବେୀୟ ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କାର୍ୟ୍ଯ ତଦାରଖ କରିବେ। 6,000 ଲବେୀୟ ପୋଲିସ୍ ଓ ବିଚାରକର୍ତ୍ତା ହବେେ।
କନନିଯ ୟିଷହରୀଯଙ୍କ ପରିବାରରୁ ଆସିଥିଲେ। କନନିଯ ଓ ତାଙ୍କର ପୁତ୍ରମାନଙ୍କର ମନ୍ଦିର ବାହା ରେ କାର୍ୟ୍ଯ କରିବାର ଦାଯିତ୍ବ ଥିଲା। ସମାନେେ ଇଶ୍ରାୟେଲର ବିଭିନ୍ନ ସ୍ଥାନ ରେ ପୋଲିସ ଓ ବିଚାରକର୍ତ୍ତା ଭାବରେ କାର୍ୟ୍ଯ କରିଥିଲେ।
ୟିହୋଶାଫଟ୍ ଏହି ନେତାମାନଙ୍କ ସହିତ ଲବେୀୟମାନଙ୍କୁ ମଧ୍ଯ ପଠାଇଲେ। ସହେି ଲବେୀୟମାନେ ଥିଲେ ଶମଯିଯ, ନଥନିଯ, ସବ୍ଦିଯ, ଅସା ହେଲ, ଶମୀରାମାେତ୍, ୟିହୋନାଥନ, ଅଦୋନିଯ, ଟୋବିୟ, ଟୋବଦୋନିଯ, ଇଲୀଶାମା, ୟି ହରୋମ୍ ଓ ଯାଜକମାନଙ୍କୁ ମଧ୍ଯ ପଠାଇଲେ।
ଦାଉଦଙ୍କ ପରିବାରର ରାଜାମାନେ ସମାନଙ୍କେର ସିଂହାସନ ଏଠାରେ ସ୍ଥାପନ କରିଥିଲେ। ସମାନେେ ସଠାେରେ ଲୋକମାନଙ୍କୁ ସୁବିଚାର ଦବୋ ପାଇଁ ସିଂହାସନ ସ୍ଥାପନ କଲେ।