Home Bibles ପ୍ରଥମ ବଂଶାବଳୀ 26:28 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 26:28 · ଓଡ଼ିଆ ବାଇବେଲ

ଶଲୋମୀତ୍ ଓ ତାଙ୍କର ଆତ୍ମୀଯମାନେ ଭବିଷ୍ଯତବକ୍ତା ଶାମୁଯଲଙ୍କେ ଦ୍ବାରା ପ୍ରଦତ୍ତ ସମସ୍ତ ପବିତ୍ର ସାମଗ୍ରୀଗୁଡ଼ିକର ଯତ୍ନ ନେଲେ। କୀଶ୍ଙ୍କ ପୁତ୍ର ଶାଉଲ ; ନେର୍ଙ୍କ ପୁତ୍ର ଅବନର ଓ ସରୁଯାର ପୁତ୍ର ଯୋୟାବ। ଶ ଲୋମୀତ୍ ଓ ତାଙ୍କ ଆତ୍ମୀଯମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଲୋକମାନଙ୍କ ଦ୍ବାରା ପ୍ରଦତ୍ତ ସମସ୍ତ ପବିତ୍ର ସାମଗ୍ରୀଗୁଡ଼ିକର ଯତ୍ନ ନେଲେ।

Cross references

ପ୍ରଥମ ଶାମୁୟେଲ 9:9

ଶାଉଲ ଗ୍ଭକରକକ୍ସ୍ଟ କହିଲେ,

ପ୍ରଥମ ଶାମୁୟେଲ 14:47

ଶାଉଲ ସମଗ୍ର ଇଶ୍ରାୟେଲକକ୍ସ୍ଟ ନିଯନ୍ତ୍ରଣ କଲେ। ଶାଉଲ ଇଶ୍ରାୟେଲ ଚତକ୍ସ୍ଟର୍ଦ୍ଦିଗସ୍ଥିତ ସମସ୍ତ ଶତୃ ସହିତ ଅର୍ଥାତ୍ ମାୟୋବୀଯ, ଅେମ୍ମାନୀୟ, ଇଦୋମୀଯ, ସୋବାର ରାଜାଗଣ ଏବଂ ପଲେଷ୍ଟୀୟମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ ଏବଂ ସମସ୍ତ ଶତୃଙ୍କକ୍ସ୍ଟ ପରାସ୍ତ କଲେ।

ପ୍ରଥମ ଶାମୁୟେଲ 17:55

ସହେି ପଲେଷ୍ଟୀୟ ବିରକ୍ସ୍ଟଦ୍ଧ ରେ ଦାଉଦଙ୍କକ୍ସ୍ଟ ବାହାରିବାର ଦେଖି ଶାଉଲ ସୈନ୍ଯର ସନୋପତି ଅବନ୍ରକକ୍ସ୍ଟ କହିଲେ, ଅବନର ଏ ୟକ୍ସ୍ଟବକ କାହାର ପକ୍ସ୍ଟତ୍ର?

ଦିତୀୟ ଶାମୁୟେଲ 10:9

ଯୋୟାବ ନିଜ ଆଗେ ଶତୃମାନଙ୍କୁ ଦେଖିଲେ, ତେଣୁ ସେ ଇଶ୍ରାୟେଲର କକ୍ସ୍ଟଶଳି ଯୋଦ୍ଧାମାନଙ୍କୁ ମନୋନୀତ କଲେ ଏବଂ ସମାନଙ୍କେୁ ଅରାମୀଯମାନଙ୍କ ବିରକ୍ସ୍ଟଦ୍ଧ ରେ ପ୍ରସ୍ତକ୍ସ୍ଟତ କଲେ।

Interlinear

Choose Theme