Home Bibles ☰ Books ପ୍ରଥମ ବଂଶାବଳୀ 26:30 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 26:30 · ଓଡ଼ିଆ ବାଇବେଲ

ହିବ୍ରୋଣଙ୍କର ପରିବାରରୁ ହଷବିଯ ଓ ତାଙ୍କର ଆତ୍ମୀଯମାନେ ସଦାପ୍ରଭୁଙ୍କର ସମସ୍ତ କାର୍ୟ୍ଯ ଓ ୟର୍ଦ୍ଦନ ନଦୀର ପଶ୍ଚିମ ରେ ଥିବା ରାଜାଙ୍କର ବ୍ଯବସାଯ ଦାଯିତ୍ବ ରେ ଥିଲେ। ହଷବିଯଙ୍କ ଦଳ ରେ 1,700 ଜଣ ପରାକ୍ରମୀ ବ୍ଯକ୍ତି ଥିଲେ।

Cross references

ପ୍ରଥମ ବଂଶାବଳୀ 23:12

କହାତଙ୍କର ଚାରିପୁତ୍ର ଥିଲେ। ସମାନେେ ହେଲେ ଅମ୍ରାମ୍, ୟିଷ୍ହର, ହିବ୍ରୋଣ ଓ ଉଷୀଯଲେ।

ପ୍ରଥମ ବଂଶାବଳୀ 23:19

ହିବ୍ରୋଣଙ୍କ ଜେଷ୍ଠପୁତ୍ର ଥିଲେ ୟିରୀଯ। ହିବ୍ରୋଣଙ୍କ ଦ୍ବିତୀୟ ପୁତ୍ର ଥିଲେ ଅମରିଯ। ୟହସୀଯଲେ ତୃତୀୟ ପୁତ୍ର ଓ ୟିକମିଯାମ୍ ଚତୁର୍ଥ ପୁତ୍ର ଥିଲେ।

ପ୍ରଥମ ବଂଶାବଳୀ 27:17

ଲବେୀ : କମୂଯଲଙ୍କେ ପୁତ୍ର ହଶବିଯ।

ଦିତୀୟ ବଂଶାବଳୀ 19:11

ଅମରିଯ ପ୍ରଧାନ ଯାଜକ ଅଟନ୍ତି। ସଦାପ୍ରଭୁଙ୍କ ସଂମ୍ପର୍କିତ ସମସ୍ତ ବିଷଯ ରେ ସେ ତୁମ୍ଭମାନଙ୍କର ମାଲିକ ହବେେ। ଆଉ ରାଜାଙ୍କ ସଂମ୍ପର୍କିତ ସମସ୍ତ ବିଷଯ ରେ ସବଦିଯ ତୁମ୍ଭମାନଙ୍କର ମାଲିକ ହବେେ। ସବଦିଯଙ୍କ ପିତାଙ୍କର ନାମ ଇଶ୍ମାଯଲେ ଅଟେ। ସବଦିଯ ଯିହୁଦା ଗୋଷ୍ଠୀର ଜଣେ ନେତା ଅଟନ୍ତି। ଆହୁରି ମଧ୍ଯ, ଲବେୀୟମାନେ ତୁମ୍ଭମାନଙ୍କୁ ସାହାୟ୍ଯ କରିବେ ଯାହା ତୁମ୍ଭର ଦରକାର। ତୁମ୍ଭମାନେେ ସମସ୍ତ କାର୍ୟ୍ଯ ସାହସର ସହିତ କର। ଯେଉଁମାନେ ଯଥାର୍ଥ କର୍ମ କରନ୍ତି, ସଦାପ୍ରଭୁ ସମାନଙ୍କେର ସହିତ ରହନ୍ତି।

Interlinear

Choose Theme