ୟିରୁଶାଲମ୍ ରେ ଏହି ଦ୍ବାରପାଳକାନେ ବାସ କରୁଥିଲେ : ଶଲ୍ଲୁମ, ଅକ୍ଲ୍ବବ୍, ଟଲମାେନ୍, ଅହୀମାନ ଓ ସମାନଙ୍କେର ଆତ୍ମୀଯବର୍ଗ। ଶଲ୍ଲୁମ୍ ସମାନଙ୍କେର ମୁଖ୍ଯ ଥିଲେ।
Cross references
4,000 ଲବେୀୟ ଦ୍ବାରପାଳ ହବେେ ଏବଂ 4,000 ଲବେୀୟ ବାଦ୍ଯକାର ହବେେ। ମୁଁ ସମାନଙ୍କେ ନିମନ୍ତେ ବିଶଷେ ବାଦ୍ଯୟନ୍ତ୍ରସବୁ ନିର୍ମାଣ କରିଅଛି। ସମାନେେ ସଦାପ୍ରଭୁଙ୍କର ପ୍ରଶଂସା କରିବା ନିମନ୍ତେ ସହେି ବାଦ୍ଯୟନ୍ତ୍ରଗୁଡ଼ିକୁ ବ୍ଯବହାର କରିବେ।
ଦ୍ବାରପାଳମାନଙ୍କର ଦଳଗୁଡ଼ିକ :
ଶଲୋମନ ତାଙ୍କ ପିତା ଦାଉଦଙ୍କର ଦତ୍ତ ନିର୍ଦ୍ଦଶାେବଳିକୁ ପାଳନ କଲେ। ଶଲୋମନ ଯାଜକମାନଙ୍କର ଦଳକୁ ସମାନଙ୍କେର ସବୋକାର୍ୟ୍ଯ ନିମନ୍ତେ ମନୋନୀତ କଲେ। ଶଲୋମନ ଲବେୀୟମାନଙ୍କୁ ମଧ୍ଯ ସମାନଙ୍କେର ସବୋକାର୍ୟ୍ଯ ନିମନ୍ତେ ମନୋନୀତ କଲେ। ଲବେୀୟମାନଙ୍କର କାର୍ୟ୍ଯ ଥିଲା ପ୍ରଶଂସା ଗାନ ରେ ନତେୃତ୍ବ ଦବୋ ଓ ମନ୍ଦିରର ସବୋକାର୍ୟ୍ଯ ନିମନ୍ତେ ଦୈନନ୍ଦିନ ଯେଉଁ ବିଷଯମାନ କରାୟାଏ, ସେଥି ରେ ଯାଜକମାନଙ୍କୁ ସାହାୟ୍ଯ କରିବା। ଆଉ ଶଲୋମନ ଦ୍ବାର ନିକଟରେ ସବୋକାର୍ୟ୍ଯ କରିବା ନିମନ୍ତେ ଦ୍ବାରପାଳମାନଙ୍କୁ ସମାନଙ୍କେର ଦଳ ଅନୁୟାଯୀ ମନୋନୀତ କଲେ। ପରମେଶ୍ବରଙ୍କ ଲୋକ ଦାଉଦ ତାକୁ ଏହା କରିବା ପାଇଁ ନିର୍ଦ୍ଦଶେ ଦଇେଥିଲେ।
ମନ୍ଦିର ଦ୍ବାରପାଳମାନଙ୍କ ବଂଶଧରମାନଙ୍କ ସଂଖ୍ଯା, ଶଲ୍ଲୁମର ବଂଶଧରଗଣ, ଆଟର ବଂଶଧରଗଣ, ଟଲମାନେ ବଂଶଧରଗଣ, ଆକ୍କବ ବଂଶଧରଗଣ, ହଟୀଟା ବଂଶଧରଗଣ ଓ ଶୋବଯର ବଂଶଧରଗଣ ସର୍ବ ମାଟେ 139 ଜଣ।
ଦ୍ବାରପାଳ ଅକ୍କୁବ୍ ଟଲ୍ମୋନ ଓ ସମାନଙ୍କେର ଭାଇମାନେ, ଯେଉଁମାନେ ନଗର ଫାଟକର ପ୍ରହରି ଥିଲେ, ସମାନେେ 172 ଜଣ ଥିଲେ।