Home Bibles ☰ Books ଯିହିଜିକଲ 41:6 · ଓଡ଼ିଆ ବାଇବେଲ
ଯିହିଜିକଲ 41:6 · ଓଡ଼ିଆ ବାଇବେଲ

ପାଶର୍‌ବସ୍ଥ କଠାେରୀଗୁଡ଼ିକ ତିନି ମହଲା ପୃଥକ୍ ଭାବରେ ଥିଲା ଓ ଗୋଟିଏ ଉପ ରେ ଆଉ ଗୋଟିଏ ମହଲା ଥିଲା। ପ୍ରେତ୍ୟକକ ମହଲା ରେ ତିରିଶଟି କଠାେରୀ ଥିଲା। କାନ୍ଥଟି ଥାକ ହାଇେ ନିର୍ମିତ ହାଇେଥିଲା। ପାଶର୍‌ବ କଠାେରୀଗୁଡ଼ିକ ଥାକରେ ନିର୍ମିତ ହାଇେଥିଲା। କଠାେରୀଗୁଡ଼ିକର ଭାର ମନ୍ଦିର କାନ୍ଥ ରେ ରହିବା ପରିବର୍ତେ ତାହା ସଗେୁଡ଼ିକ ଉପ ରେ ନ୍ଯସ୍ତ ଥିଲା।

Cross references

ପ୍ରଥମ ରାଜାବଳୀ 6:5

ଶଲୋମନ ମନ୍ଦିର ମୂଖ୍ଯ ପାଶର୍‌ବ ରେ ଏକ ଧାଡି ରେ କଠାେରୀ ନିର୍ମାଣ କଲେ। ଏହା କଠାେରୀଗୁଡିକ ଗୋଟିଏ ଉପରେ ଆଉ ଗୋଟିଏ ରହିଲା। ସହେି ଧାଡିର କୋଠରିଗୁଡିକ ତିନି ମହଲା ଉଚ୍ଚ ଥିଲା।

ପ୍ରଥମ ରାଜାବଳୀ 6:10

ସେ ମଧ୍ଯ ମନ୍ଦିର ଗ୍ଭରିପଟେ କଠାେରୀ ନିର୍ମାଣର କାର୍ୟ୍ଯ ଶଷେ କଲେ। ପ୍ରେତ୍ୟକକ ମହଲାର ଉଚ୍ଚତା ପାଞ୍ଚହାତ ଥିଲା। ଏରସ କାଠର କଡିକାଠଗୁଡିକ ମନ୍ଦିରର କାନ୍ଥକୁ ସ୍ପର୍ଶ କରୁଥିଲା।

ଯିହିଜିକଲ 40:17

ତା'ପ ରେ ସେ ମାେତେ ବାହାର ଅଗଣାକୁ ଆଣିଲେ। ମୁଁ ଦେଖିଲି ପ୍ରାଙ୍ଗଣର ଚତୁର୍ଦ୍ଦିଗ ରେ କେତକେ କଠାେରୀ ଓ ନିର୍ମିତ ଚଟାଣ ଥିଲା। ସହେି ଚଟାଣ ଉପ ରେ ତିରିଶଟି କଠାେରୀ ଥିଲା।

ଯିହିଜିକଲ 42:6

ଏଥିପାଇଁ ଭୂମିଠାରୁ ଉଚ୍ଚତମ ଅଧଃସ୍ଥିତ ଓ ମଧ୍ଯସ୍ଥିତ ଅପେକ୍ଷା ଅପ୍ରଶସ୍ଥ ଥିଲା।

ପିତରଙ୍କ ପ୍ରଥମ ପତ୍ 1:5

ତୁମ୍ଭର ପରିତ୍ରାଣର ସମୟ ନ ଆସିବା ପର୍ୟ୍ଯନ୍ତ ତୁମ୍ଭ ବିଶ୍ବାସ ମାଧ୍ଯମ ରେ ପରମେଶ୍ବରଙ୍କ ଶକ୍ତି ତୁମ୍ଭକୁ ରକ୍ଷା କରିବ। ସହେି ପରିତ୍ରାଣ ତୁମ୍ଭ ପାଇଁ ପ୍ରସ୍ତୁତ ହାଇେ ରହିଛି ଏବଂ ୟୁଗର ଶଷେ ରେ ତୁମ୍ଭେ ଏହା ପାଇବ।

Interlinear

Choose Theme