Home Bibles ପ୍ରଥମ ବଂଶାବଳୀ 19:17 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 19:17 · ଓଡ଼ିଆ ବାଇବେଲ

ଅରାମୀଯ ଲୋକମାନେ ୟୁଦ୍ଧ ନିମନ୍ତେ ଏକତ୍ର ହେଉଅଛନ୍ତି ବୋଲି ଦାଉଦ ଶୁଣିଲେ। ତେଣୁ ଦାଉଦ ଇଶ୍ରାୟେଲର ସମସ୍ତ ଲୋକଙ୍କୁ ଏକତ୍ର କଲେ। ଦାଉଦ ସମାନଙ୍କେୁ ୟର୍ଦ୍ଦନ ନଦୀ ପାର କରାଇ ନେଲେ। ସମାନେେ ଅରାମୀଯମାନଙ୍କ ସହିତ ସମ୍ମୁଖାସମ୍ମୁଖୀ ହେଲେ। ଦାଉଦ ୟୁଦ୍ଧ ନିମନ୍ତେ ନିଜ ସୈନ୍ଯଦଳକୁ ପ୍ରସ୍ତୁତ କଲେ ଓ ସମାନେେ ଅରାମୀଯମାନଙ୍କୁ ଆକ୍ରମଣ କଲେ।

Cross references

ଦିତୀୟ ଶାମୁୟେଲ 10:17

ଦାଉଦ ଏହା ଜାଣିବା ପରେ ସେ ସମକ୍ସ୍ଟଦାଯ ଇଶ୍ରାୟେଲୀୟମାନଙ୍କୁ ଏକତ୍ର କରି ୟର୍ଦ୍ଦନ ପାର ହାଇେ ହେଲମକକ୍ସ୍ଟ ଆସିଲେ।

ପ୍ରଥମ ବଂଶାବଳୀ 19:9

ଅେମ୍ମାନୀୟ ଲୋକମାନେ ବାହାରି ଆସିଲେ ଓ ୟୁଦ୍ଧ ନିମନ୍ତେ ପ୍ରସ୍ତୁତ ହାଇଗେଲେ। ସମାନେେ ନଗର-ଦ୍ବାର ନିକଟରେ ଥିଲେ। ଯେଉଁ ରାଜାମାନେ ସାହାୟ୍ଯ କରିବାକୁ ଆସିଥିଲେ, ସମାନେେ ବାହା ରେ ଥିବା କ୍ଷେତ୍ରଗୁଡ଼ିକ ମଧିଅରେ ରହିଲେ।

ଯିଶାଇୟ 22:6

ରଥା ରୋହୀ ଓ ଅଶ୍ବାରୋହୀ ସୈନ୍ଯମାନେ ତୁଣୀର ଧରି ୟୁଦ୍ଧକୁ ଗଲେ ଓ ତୀର ଢ଼ାଲ ଅନାବୃତ କଲେ।

Interlinear

Choose Theme