Home Bibles ପ୍ରଥମ ବଂଶାବଳୀ 19:18 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 19:18 · ଓଡ଼ିଆ ବାଇବେଲ

ଦାଉଦ ଓ ତାଙ୍କର ସୈନ୍ଯବାହିନୀ 7,000 ଅରାମୀଯ ରଥଚାଳକ ଓ 40,000 ଅରାମୀଯ ସୈନ୍ଯଙ୍କୁ ହତ୍ଯା କଲେ। ଦାଉଦ ଓ ତାଙ୍କର ସୈନ୍ଯବାହିନୀ ଅରାମୀଯ ସୈନ୍ଯଦଳର ସନୋପତି ଶୋଫକକୁ ମଧ୍ଯ ହତ୍ଯା କଲେ।

Cross references

ଦିତୀୟ ଶାମୁୟେଲ 10:18

ଅରାମୀଯମାନେ ୟକ୍ସ୍ଟଦ୍ଧ କରି ନପାରି ଇଶ୍ରାୟେଲୀୟମାନଙ୍କ ଆଗରକ୍ସ୍ଟ ପଳାଯନ କଲେ। ଦାଉଦ ଅରାମୀଯମାନଙ୍କ 700 ରଥାରୂଢ ଓ 40,000 ଅଶ୍ବାରୂଢ ସୈନ୍ଯଙ୍କକ୍ସ୍ଟ ହତ୍ଯା କଲେ। ପକ୍ସ୍ଟଣି ସେ ସମାନଙ୍କେର ସନୋପତି ଶୋବକକକ୍ସ୍ଟ ଆଘାତ କଲେ ଓ ସେ ସହେିଠା ରେ ମୃତକ୍ସ୍ଟ୍ଯବରଣ କଲା।

ପ୍ରଥମ ବଂଶାବଳୀ 19:13

ଆମ୍ଭମାନଙ୍କ ପରମେଶ୍ବରଙ୍କ ନଗର ଓ ଆମ୍ଭମାନଙ୍କର ଲୋକମାନଙ୍କ ନିମନ୍ତେ ୟୁଦ୍ଧ କରିବାକୁ ଆସିଅଛୁ, ଆମ୍ଭମାନେେ ସାହସୀ ଓ ବଳବାନ ହେଉ ! ସଦାପ୍ରଭୁ ଯାହା ଉତ୍ତମ ମନେ କରନ୍ତି, ତାହା କରନ୍ତୁ।

ଗୀତସଂହିତା 18:32

ପରମେଶ୍ବର ଆମ୍ଭକୁ ବଳ ପ୍ରଦାନ କରନ୍ତି। ସେ ମାେତେ ଶୁଦ୍ଧ ଜୀବନୟାପନ କରିବା ପାଇଁ ସାହାୟ୍ଯ କରନ୍ତି।

ଗୀତସଂହିତା 33:16

ଜଣେ ରାଜା ନିଜର ଶକ୍ତିଦ୍ବାରା ସୁରକ୍ଷିତ ହୁଏ ନାହିଁ। ଜଣେ ଶକ୍ତିଶାଳୀ ସୈନିକ କବଳେ ତା'ର ନିଜର ବଳ ଉପରେ ନିର୍ଭର କରି ଉଦ୍ଧାର ପାଏ ନାହିଁ।

ଗୀତସଂହିତା 46:11

ସହେି ସୈନ୍ଯାଧିପତି ସଦାପ୍ରଭୁ ଆମ୍ଭ ସହିତ ଅଛନ୍ତି। ୟାକୁବର ପରମେଶ୍ବର ଆମ୍ଭ ସମସ୍ତଙ୍କ ନିରାପଦ ଆଶ୍ରଯ ସ୍ଥଳ।

Interlinear

Choose Theme