ରଥା ରୋହୀ ଓ ଅଶ୍ବାରୋହୀ ସୈନ୍ଯମାନେ ତୁଣୀର ଧରି ୟୁଦ୍ଧକୁ ଗଲେ ଓ ତୀର ଢ଼ାଲ ଅନାବୃତ କଲେ।
Cross references
ଶମରେ ଏହିସବୁ ସନ୍ତାନ: ଏଲମ୍ ଓ ଅଶୂର ଓ ଅର୍ଫକ୍ଷଦ ଓ ଲୂଦ୍ ଓ ଅରାମ୍।
ଏଥିସର ଅଶୂର ରାଜା ଆହସ୍ଙ୍କୁ ସାହାୟ୍ଯ କରିବାକୁ ରାଜିସହଲଲ ଓସସ ଆକ୍ରମଣ କଲଲ। ଦମ୍ମଲଶକ ଅଧିକାର କଲଲ ଓସସଠିକାରସଲାକମାନଙ୍କୁ ବନ୍ଦୀ କରି କୀର ନଗରକୁସନଇଗଲଲ। ଆଉସସ ରତ୍ସୀନ୍କୁ ବଧ କଲଲ।
ସହେି ସମୟରେ ମାରେ ପ୍ରିଯ ପ୍ରଭୁ ପୁନର୍ବାର ଆସିବେ ଓ ଅବଶିଷ୍ଟାଂଶ ଲୋକଙ୍କୁ ନବେେ। ଏହା ଦ୍ବିତୀୟ ଥର ଆପଣା ହସ୍ତ ସ୍ଥାପନ କରିବେ। ଏହି ପରମେଶ୍ବରଙ୍କ ଲୋକମାନେ ଅଶୂର, ଉତ୍ତର ମିଶର, ଦକ୍ଷିଣ ମିଶର, ଇଥିଓପିଆ, ଏଲମ୍, ବାବିଲୋନୀଯ, ହମାଥରୁ ଏବଂ ପୃଥିବୀର ସମସ୍ତ ଦୁର ଦେଶରୁ ଆସିବେ।
ମାଯାେବ ବିଷଯ ରେ ଏକ ଦୁଃଖର ବାର୍ତ୍ତା। ଅନ୍ୟ ଏକ ରାତ୍ରି ରେ ମାୟୋବର ଆର ନଗରରୁ ସୈନ୍ଯମାନେ ସମସ୍ତ ଧନ ନଇଗେଲେ ଏବଂ ତାକୁ ମଧ୍ଯ ଧ୍ବଂସ କଲେ। ଆଉ ମଧ୍ଯ ଦିନେ ରାତ୍ରି ରେ ସୈନ୍ଯମାନେ ମାୟୋବର ବୀର ନଗରରୁ ସମସ୍ତ ଧନ ନଇଗେଲେ ଓ ସେ ନଗରକୁ ମଧ୍ଯ ଧ୍ବଂସ କଲେ।
ମୁଁ ଦେଖିଅଛି ଏକ ଭୟଙ୍କର ଦୁଃଖଦାୟକ ଘଟଣା ଘଟିବ। ବିଶ୍ବାସ ଘାତକ ତୁମ୍ଭମାନଙ୍କ ପ୍ରତି ବିଶ୍ବାସଘାତକତା କରୁଅଛି ଓ ଲୁଣ୍ଠନକାରୀ ଲୁଣ୍ଠନ କରୁଅଛି। ସେ ଏଲମ୍! ୟାଅ ୟୁଦ୍ଧ କର। ହେ ମାଦିଯେ, ତୁମ୍ଭ ସୈନ୍ଯବାହିନୀ ଦ୍ବାରା ନଗରକୁ ଅବରୋଧ କର ଓ ପରାସ୍ତ କର। ମୁଁ ସହେି ନଗରରୁ ଦୁଃଖ ଓ ହାହାକାର ଦୂର କରିଅଛି।
ସୈନ୍ଯାଧିପତି ସଦାପ୍ରଭୁ କହନ୍ତି, ଆମ୍ଭେ ଏଲମର ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ଧନୁକୁ ଭାଙ୍ଗି ପକାଇବା।
ଆମ୍ଭେ ମଧ୍ଯ ଦମ୍ମେଶକର ସମସ୍ତ ଫାଟକକୁ ଭାଙ୍ଗି ଦବୋ। ଆବନର ଉପତ୍ୟକାର ସିଂହାସନ ଉପ ରେ ବସିଥିବା ବ୍ଯକ୍ତିକୁ ବିତାଡିତ କରିବା। ଏଦନ ବଂଶରୁ ସମସ୍ତ କ୍ଷମତାର ସଙ୍କତକେୁ ମଧ୍ଯ ନିଶ୍ଚିହ୍ନ କରି ଦବେି। ଆଉ ମଧ୍ଯ ଅରାମର ଲୋକମାନେ ପରାଜିତ ହବେେ ଓ କୀରକୁ ଯିବେ। ସଦାପ୍ରଭୁ ଏହାହିଁ କହନ୍ତି।
ସଦାପ୍ରଭୁ ଏହା କୁହନ୍ତି, ହେ ଇଶ୍ରାୟେଲ ସନ୍ତାନମାନେ, ତୁମ୍ଭମାନେେ ଆମ୍ଭ ନିକଟରେ କୂଶୀଯ ସନ୍ତାନମାନଙ୍କ ତୁଲ୍ଯ। ଆମ୍ଭେ ମିଶରରୁ ଇଶ୍ରାୟେଲକୁ, କପ୍ତୋରରୁ ପଲେଷ୍ଟୀୟକୁ ଓ ବୀରଦେଶରୁ ଅରାମୀଯମାନଙ୍କୁ ଆଣିଅଛୁ।