ୟର୍ଦ୍ଦନ ନଦୀର ପୂର୍ବ ଦିଗରୁ ରୁବନ୍େ, ଗାଦ ଓ ମନଃଶିର ଅର୍ଦ୍ଧକେ ପରିବାରବର୍ଗର 1,20,000 ଲୋକ ଥିଲେ। ଏହି ଲୋକମାନଙ୍କ ନିକଟରେ ସବୁ ପ୍ରକାରର ଅସ୍ତ୍ରଶସ୍ତ୍ର ଥିଲା।
Cross references
ତେଣୁ ମାଶାେ ଗାଦ ଗୋଷ୍ଠୀଗଣକୁ, ରୁବନେ ଗୋଷ୍ଠୀଗଣକୁ ଓ ଯୋଷଫେର ପୁତ୍ର ମନଃଶି ବଂଶର ଅର୍ଦ୍ଧକେକୁ ଇ ମାରେୀଯମାନଙ୍କ ରାଜା ସୀହାନରେ ରାଜ୍ଯ, ବାଶନର ରାଜା ଓଗର ରାଜ୍ଯ ଅର୍ଥାତ୍ ନିଜ ନିଜ ସୀମା ସହ ନାନା ନଗର ବିଶିଷ୍ଟ ଦେଶ, ଏହିରୂପେ ଚତୁର୍ଦ୍ଦିଗସ୍ଥ ଦେଶର ସମସ୍ତ ନଗର ଦେଲେ।
ତେଣୁ ଆମ୍ଭମାନେେ ଅର୍ନୋନ ଉପତ୍ୟକା ନିକଟସ୍ଥ ଆରୋଯରଠାରକ୍ସ୍ଟ ସହେି ସମସ୍ତ ଦେଶ ନିଜର କରଗତ କଲକ୍ସ୍ଟ, ସେଥିରକ୍ସ୍ଟ ମୁ ଗିଲିଯଦର ପର୍ବତମଯ ଦେଶର ଅର୍ଦ୍ଧକେ ଓ ତାହାର ନଗରଗୁଡିକୁ ରକ୍ସ୍ଟବନେ ବଂଶକକ୍ସ୍ଟ ଓ ଗାଦ୍ ବଂଶକକ୍ସ୍ଟ ଦଲେି।
ବର୍ତ୍ତମାନ ଅଧିକାର ନିମିତ୍ତ ନଅ ବଂଶକକ୍ସ୍ଟ ଓ ମନଃଶିର ଅର୍ଦ୍ଧବଂଶକକ୍ସ୍ଟ ଏହି ଭୂମି ବଣ୍ଟନ କରିଦିଅ।
ମାଶାେ ୟର୍ଦ୍ଦନର ପୂର୍ବ ପାରି ରେ ଦକ୍ସ୍ଟଇଟି ବଂଶ ଓ ଅର୍ଦ୍ଧବଂଶକକ୍ସ୍ଟ ସମାନଙ୍କେର ଭୂମିର ଅଧିକାର ଦଇେଥିଲେ। କିନ୍ତୁ ସେ ଲବେୀୟମାନଙ୍କୁ କୌଣସି ଦେଶ ହେଲେ ଦଇେ ନ ଥିଲେ, ଯେପରି ଅନ୍ୟ ପରିବାରବର୍ଗ ପାଇଥିଲେ।
ଏହାପରେ ଯିହାଶୂେୟ ରୂବନ୍େ ଗାଦ୍ ଓ ମନଃଶି ଅର୍ଦ୍ଧକେ ପରିବାରବର୍ଗମାନଙ୍କୁ ନଇେ ଏକ ସଭା ଡାକିଲେ।
ରୁବନ୍େ ଇଶ୍ରାୟେଲଙ୍କର ପ୍ରଥମଜାତ ପୁତ୍ର ଥିଲେ। ସେଥିପାଇଁ ସେ ବିଶଷେ ଆଶୀର୍ବାଦ ପାଇବାର ଉଚିତ୍ ଥିଲା, କିନ୍ତୁ ସେ ନିଜ ପିତାଙ୍କର ସ୍ତ୍ରୀଙ୍କ ସହିତ ୟୌନ ସମ୍ପର୍କ ସ୍ଥାପନ କରିଥିଲେ। ତେଣୁ ଏହି ସମସ୍ତ ଆଶୀର୍ବାଦ ଯୋଷଫଙ୍କେ ପୁତ୍ରଙ୍କୁ ଦିଆଗଲା।