ପ୍ରଥମ ବଂଶାବଳୀ 12:35 · ଓଡ଼ିଆ ବାଇବେଲ
ଦାନୀଯ ଗୋଷ୍ଠୀ 28,600 ଲୋକ ୟୁଦ୍ଧ ନିମନ୍ତେ ପ୍ରସ୍ତୁତ ହାଇେ ରହିଥିଲେ।
Cross references
ଆଦି ପୁସ୍ତକ 46:23
ଦାନ୍ର ପୁତ୍ର ହୁଶୀମ ଥିଲେ।
ଆଦି ପୁସ୍ତକ 49:17
ଦାନ ପଥସ୍ଥିତ ସର୍ପତୁଲ୍ଯ ଓ ମାର୍ଗସ୍ଥିତ ବିଷଧର ସାପ ତୁଲ୍ଯ। ଯେ କି ଘୋଡ଼ାମାନଙ୍କର ପାଦକୁ ଦଂଶନ କଲେ ଯେଉଁଥି ରେ ଆଶ୍ବା ରୋହୀମାନେ ଭୂମିରେ ଲୋଟନ୍ତି।
ଦିତୀୟ ବିବରଣ 33:22
ମାଶାେ ଦାନଙ୍କ ବିଷଯ ରେ ଏହିକଥା କହିଲେ, ଦାନ ହେଉଛନ୍ତି ସିଂହ ଛକ୍ସ୍ଟଆପରି। ସେ ବାସନାରକ୍ସ୍ଟ କକ୍ସ୍ଟଦାମା ରେ।
ପ୍ରଥମ ବଂଶାବଳୀ 9:15
ୟିରୁଶାଲମ ରେ ଆହୁରି ମଧ୍ଯ ଏହିମାନେ ବାସ କରୁଥିଲେ : ବକ୍ବକର, ହରେଶ, ଗାଲଲ୍ ଓ ମତ୍ତନିଯ। ମତ୍ତନିଯ ମୀଖାଙ୍କ ପୁତ୍ର ଥିଲେ। ମୀଖା ସିଖ୍ରିଙ୍କ ପୁତ୍ର ଥିଲେ। ସିଖ୍ରି ଆସଫ୍ଙ୍କ ପୁତ୍ର ଥିଲେ।