Cross references
ଦିତୀୟ ଶାମୁୟେଲ 23:25
ହରୋଦୀଯ ଶମ୍ମ, ହରୋଦୀଯ ଇଲୀକା,
ପ୍ରଥମ ବଂଶାବଳୀ 27:8
ୟିଷ୍ରାହୀଯର ପଞ୍ଚମ ମାସ ପାଇଁ ପଞ୍ଚମ ସନୋଧ୍ଯକ୍ଷ ଶମ୍ମୋତ ରେ ଥିଲେ। ତାଙ୍କ ଦଳ ରେ 24,000 ଲୋକ ଥିଲେ।
ପ୍ରଥମ ବଂଶାବଳୀ 27:10
ହେଲସ୍ ସପ୍ତମ ସନୋଧ୍ଯକ୍ଷ ଥିଲେ। ହେଲସ୍ ସପ୍ତମ ମାସର ସନୋଧ୍ଯକ୍ଷ ଥିଲେ। ସେ ଜଣେ ଅଜ୍ଞାତ ଜାଗାର ଇଫ୍ରଯିମୀଯ ଲୋକ। ହେଲସ୍ଙ୍କ ଦଳ ରେ 24,000 ଲୋକ ଥିଲେ।