Home Bibles ପ୍ରଥମ ବଂଶାବଳୀ 11:20 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 11:20 · ଓଡ଼ିଆ ବାଇବେଲ

ଯୋୟାବଙ୍କ ଭ୍ରାତା ଅବୀଶଯ, ଏହି ତିନି ବୀରଙ୍କର ନେତା ଥିଲେ। ସେ ନିଜର ବର୍ଚ୍ଛା ଦ୍ବାରା 300 ଲୋକଙ୍କ ସହିତ ୟୁଦ୍ଧ କରିଥିଲେ ଓ ସମାନଙ୍କେୁ ବଧ କରିଥିଲେ। ଅବୀଶଯ ମଧ୍ଯ ଏହି ତିନି ବୀରଙ୍କ ତୁଲ୍ଯ ସୁପ୍ରସିଦ୍ଧ ଥିଲେ।

Cross references

ପ୍ରଥମ ଶାମୁୟେଲ 26:6

ଦାଉଦ ହିତ୍ତୀଯ ଅହୀମଲକେକକ୍ସ୍ଟ ଓ ସରକ୍ସ୍ଟଯାର ପକ୍ସ୍ଟତ୍ର ଯୋୟାବର ଭ୍ରାତା, ଅବୀଶଯକକ୍ସ୍ଟ ପଚାରିଲେ, ମାେ ସଙ୍ଗ ରେ ଶାଉଲଙ୍କ ଛାଉଣୀକି ନିକଟକକ୍ସ୍ଟ କିଏ ୟିବ।

ଦିତୀୟ ଶାମୁୟେଲ 2:18

ସରକ୍ସ୍ଟଯାର ତିନି ପକ୍ସ୍ଟତ୍ର ଥିଲେ। ସମାନେେ ହେଲ, ଯୋୟାବ, ଅବୀଶଯ ଏବଂ ଅସା ହେଲ୍। ଅସା ହେଲ୍ ଥିଲେ ଜଣେ କ୍ଷିପ୍ର ଧାବକ। ସେ କୃଷ୍ନସାର ମୃଗପରି କ୍ଷିପ୍ର ଗତି ରେ ଦୌଡି ପାରନ୍ତି।

ଦିତୀୟ ଶାମୁୟେଲ 3:30

ଯୋୟାବ ଓ ତା'ର ଭାଇ ଅବୀଶଯ ଅବ୍ନରକକ୍ସ୍ଟ ହତ୍ଯା କଲେ, କାରଣ ଅବ୍ନର ସମାନଙ୍କେର ଭାଇ ଅସା ହେଲକକ୍ସ୍ଟ ଗିବିଯା ୟକ୍ସ୍ଟଦ୍ଧ ରେ ହତ୍ଯା କରିଥିଲେ।

ଦିତୀୟ ଶାମୁୟେଲ 18:2

ଦାଉଦ ତାଙ୍କର ଲୋକମାନଙ୍କୁ ମାଟେ ତିନି ଭାଗ ରେ ବିଭକ୍ତ କଲେ। ଯୋୟାବ ଦାଉଦଙ୍କର ଏକ ତୃତୀଯାଂଶ ଲୋକମାନଙ୍କ ଉପରେ ନିୟକ୍ସ୍ଟକ୍ତି ହେଲେ। ଅନ୍ୟ ଏକ ତୃତୀଯାଂଶ ଯୋୟାବର ଭାଇ ସରକ୍ସ୍ଟଯାର ପକ୍ସ୍ଟତ୍ର ଅବୀଶଯର ଆଦେଶର ଅଧିନ ରେ ରହିଲା ଏବଂ ଅବଶିଷ୍ଟ ଏକ ତୃତୀଯାଂଶ ଗାଥର ଇତ୍ତଯ ଆଦେଶର ଅଧିନ ରେ ଥିଲେ।

ଦିତୀୟ ଶାମୁୟେଲ 20:6

ତହିଁରେ ଦାଉଦ ଅବୀଶଯକକ୍ସ୍ଟ କହିଲେ, ଏବେ ଅବଶା ଲୋମ ଅପେକ୍ଷା ବିଖ୍ରିର ପକ୍ସ୍ଟତ୍ର ଶବେଃ ଆମ୍ଭମାନଙ୍କର ଅଧିକ ଅନିଷ୍ଟ କରିବ। ତୁମ୍ଭେ ମାରେ ଅଧିକାରୀମାନଙ୍କୁ ନଇେ ତାଙ୍କ ପେଛ ପେଛ ୟାଅ, ନୋହିଲେ ସେ ପ୍ରାଚୀର ବେଷ୍ଟିତ କୈଣସି ନଗରକକ୍ସ୍ଟ ୟାଇ ଆମ୍ଭମାନଙ୍କ ଦୃଷ୍ଟିରକ୍ସ୍ଟ ପଳାଇବ।

ଦିତୀୟ ଶାମୁୟେଲ 21:17

ସରକ୍ସ୍ଟଯାର ପକ୍ସ୍ଟତ୍ର ଅବୀଶଯ ଦାଉଦଙ୍କର ସାହାୟ୍ଯ କଲା ଓ ସହେି ପଲେଷ୍ଟୀୟକକ୍ସ୍ଟ ଆଘାତ କରି ବଧ କଲା।

ଦିତୀୟ ଶାମୁୟେଲ 23:18

ସହେି ତିନି ଜଣଙ୍କ ମଧିଅରେ ସରକ୍ସ୍ଟଯାର ପକ୍ସ୍ଟତ୍ର ଯୋୟାବ, ଯୋୟାବର ଭ୍ରାତା ଅବୀଶଯ ମକ୍ସ୍ଟଖ୍ଯ ଥିଲେ। ସେ 300 ଲୋକ ବିରକ୍ସ୍ଟଦ୍ଧ ରେ ନିଜର ବର୍ଚ୍ଛା ଉଠାଇ ସମାନଙ୍କେୁ ହତ୍ଯା କରିଥିଲା। ଏଣୁ ସେ ଏହି ତିନିଙ୍କ ମଧିଅରେ ବିଖ୍ଯାତ ହେଲା।

ପ୍ରଥମ ବଂଶାବଳୀ 2:16

ସରୁଯାର ତିନି ପୁତ୍ର ଥିଲେ ଅବୀଶଯ, ଯୋୟାବ ଓ ଅସା ହେଲ।

Interlinear

Choose Theme