Home Bibles ପ୍ରଥମ ଶାମୁୟେଲ 26:6 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 26:6 · ଓଡ଼ିଆ ବାଇବେଲ

ଦାଉଦ ହିତ୍ତୀଯ ଅହୀମଲକେକକ୍ସ୍ଟ ଓ ସରକ୍ସ୍ଟଯାର ପକ୍ସ୍ଟତ୍ର ଯୋୟାବର ଭ୍ରାତା, ଅବୀଶଯକକ୍ସ୍ଟ ପଚାରିଲେ, ମାେ ସଙ୍ଗ ରେ ଶାଉଲଙ୍କ ଛାଉଣୀକି ନିକଟକକ୍ସ୍ଟ କିଏ ୟିବ।

Cross references

ଆଦି ପୁସ୍ତକ 10:15

ସୀଜୋନର ପିତା ଥିଲେ କିଣାନ, ସିଦୋନ ଥିଲା କିଣାନର ପ୍ରଥମ ପୁତ୍ର। କିଣାନ ମଧ୍ଯ ହେତ୍ର ପିତାଥିଲେ। ହେତ୍ ହେଲେ ହିଟାତୀଯମାନଙ୍କର ପିତା।

ଆଦି ପୁସ୍ତକ 15:20

ହୀତ୍ତୀଯମାନଙ୍କର, ପରିଜୀଯମାନଙ୍କର ଓ ରଫାଯୀଯମାନଙ୍କର

ବିଚାରକର୍ତାମାନଙ୍କ ବିବରଣ 7:10

ଯଦି ତୁମ୍ଭେ ଏକା ୟିବାକକ୍ସ୍ଟ ଭୟ କରୁଛ ତବେେ ତକ୍ସ୍ଟମ୍ଭ ସହିତ ତୁମ୍ଭର ସବେକ ଫକ୍ସ୍ଟରାକକ୍ସ୍ଟ ନଇୟୋଅ।

ପ୍ରଥମ ଶାମୁୟେଲ 14:6

ଯୋନାଥନ ତାଙ୍କ ଆଜ୍ଞାକାରୀ ୟକ୍ସ୍ଟବକଙ୍କକ୍ସ୍ଟ ୟିଏ ଅସ୍ତ୍ର ଶସ୍ତ୍ର ବୋହିଥାଏ ତାକକ୍ସ୍ଟ କହିଲେ, ଆସ, ଆମ୍ଭେ ବିଦେଶୀଙ୍କର ଶିବିର ଆଡକକ୍ସ୍ଟ ୟିବା। ସଦାପ୍ରଭୁ ଆମ୍ଭମାନଙ୍କୁ ବ୍ଯବହାର କରି ସମାନଙ୍କେୁ ପରାସ୍ତ କରିପାରନ୍ତି, କାରଣ ଅଳ୍ପ ବା ବେଶୀ ସୈନ୍ଯ ହକ୍ସ୍ଟଅନ୍ତକ୍ସ୍ଟ ସଦାପ୍ରଭୁଙ୍କୁ ସମାନଙ୍କେୁ ରକ୍ଷା କରିବାରକ୍ସ୍ଟ କହେି ଅଟକାଇ ପାରିବ ନାହିଁ।

ଦିତୀୟ ଶାମୁୟେଲ 2:13

ସରକ୍ସ୍ଟଯାର ପକ୍ସ୍ଟତ୍ର ଯୋୟାବ୍ ଓ ଦାଉଦଙ୍କର ଉଚ୍ଚପଦସ୍ତ କର୍ମଗ୍ଭରୀମାନେ ମଧ୍ଯ ଗିବିଯୋନକକ୍ସ୍ଟ ଗଲେ। ସମାନେେ ଅବ୍ନର ଏବଂ ଇଶ୍ବୋଶତର କର୍ମଗ୍ଭରୀମାନଙ୍କୁ ଗିବିୟୋନର ଏକ ପୋଖରୀ ପାଖ ରେ ଭୋଟିଲେ। ଯୋୟାବର ଦଳ ପୋଖରୀର ଏକ ପାଶର୍‌ବ ରେ ବସିଲା ବେଳେ ଅବନରର ଦଳ ପୋଖରୀର ଅନ୍ୟ ପାଶର୍‌ବ ରେ ବସିଲେ।

ଦିତୀୟ ଶାମୁୟେଲ 2:18

ସରକ୍ସ୍ଟଯାର ତିନି ପକ୍ସ୍ଟତ୍ର ଥିଲେ। ସମାନେେ ହେଲ, ଯୋୟାବ, ଅବୀଶଯ ଏବଂ ଅସା ହେଲ୍। ଅସା ହେଲ୍ ଥିଲେ ଜଣେ କ୍ଷିପ୍ର ଧାବକ। ସେ କୃଷ୍ନସାର ମୃଗପରି କ୍ଷିପ୍ର ଗତି ରେ ଦୌଡି ପାରନ୍ତି।

ଦିତୀୟ ଶାମୁୟେଲ 11:6

ତା'ପରେ ଦାଉଦ ଯୋୟାବ ନିକଟକକ୍ସ୍ଟ ଏକ ବାର୍ତ୍ତା ପଠାଇଲେ, ଊରିଯ ଓ ହିତ୍ତିଯକକ୍ସ୍ଟ ମାେ ପାଖକକ୍ସ୍ଟ ପଠାଅ।

ଦିତୀୟ ଶାମୁୟେଲ 11:21

ୟିରକ୍ସ୍ଟ-ଦ୍ଦେଶତର ପକ୍ସ୍ଟତ୍ର ଅବୀମଲକେକକ୍ସ୍ଟ କିଏ ମାରିଲା? ଜଣେ ସ୍ତ୍ରୀଲୋକ ପ୍ରାଚୀରରକ୍ସ୍ଟ ତାହା ଉପରକକ୍ସ୍ଟ ଚକିର ଉପର ପଟ ପକାନ୍ତେ ସେ କ'ଣ ତବେସେ ରେ ମଲା ନାହିଁ? କାହିଁକି ତୁମ୍ଭମାନେେ ପ୍ରାଚୀରର ଏତେ ନିକଟକକ୍ସ୍ଟ ଗଲ?' ତବେେ ତୁମ୍ଭେ କହିବ, 'ନିଜର ଦାସ ହିତ୍ତୀଯ ଊରିଯ ମଧ୍ଯ ମରିଅଛି।'

ଦିତୀୟ ଶାମୁୟେଲ 11:24

ଏଥି ରେ ଧନକ୍ସ୍ଟର୍ଦ୍ଧାରୀମାନେ ପ୍ରାଚୀରରକ୍ସ୍ଟ ଆପଣଙ୍କର ଦାସମାନଙ୍କ ଉପରେ ତୀର ନିକ୍ଷପେ କଲେ। ତେଣୁ ମହାରାଜଙ୍କର କିଛି ଦାସ ମୃତକ୍ସ୍ଟ୍ଯବରଣ କଲେ ଓ ଆପଣଙ୍କର ଦାସ ହିତ୍ତୀଯ ଊରିଯ ମଧ୍ଯ ମୃତକ୍ସ୍ଟ୍ଯବରଣ କଲେ।

ଦିତୀୟ ଶାମୁୟେଲ 12:9

ତେଣୁ ତୁମ୍ଭେ କାହିଁକି ସଦାପ୍ରଭୁଙ୍କର ଆଦେଶକକ୍ସ୍ଟ ଅବଜ୍ଞା କଲ? ସେ ଯାହା ଭୂଲ୍ ବୋଲି କହନ୍ତି ତୁମ୍ଭେ ତାହା କାହିଁକି କଲ? ତୁମ୍ଭେ ହିତ୍ତୀଯ ଊରିଯକକ୍ସ୍ଟ ମାରି ତା' ସ୍ତ୍ରୀକକ୍ସ୍ଟ ତୁମ୍ଭେ ସ୍ତ୍ରୀ କରିଅଛ। ତୁମ୍ଭେ ଅେମ୍ମାନୀୟମାନଙ୍କ ଖଣ୍ତାଦ୍ବାରା ଊରିଯକକ୍ସ୍ଟ ମାରି ଅଛ।

ଦିତୀୟ ଶାମୁୟେଲ 16:9

ସରକ୍ସ୍ଟଯାର ପକ୍ସ୍ଟତ୍ର ଅବିଶଯ ରାଜାଙ୍କକ୍ସ୍ଟ କହିଲା, ଏ ମଲା କକ୍ସ୍ଟକକ୍ସ୍ଟରଟା କାହିଁକି ମାେ ପ୍ରଭକ୍ସ୍ଟ ମହାରାଜାଙ୍କକ୍ସ୍ଟ ଅଭିଶାପ ଦବେ? ଅନକ୍ସ୍ଟମତି ଦିଅନ୍ତକ୍ସ୍ଟ ମୁ ପାର ହାଇେ ତା'ର ମକ୍ସ୍ଟଣ୍ତ କାଟି ଆଣିବି।

ଦିତୀୟ ଶାମୁୟେଲ 18:5

ରାଜା ଯୋୟାବ ଅବୀଶଯ ଓ ଇତ୍ତଯକକ୍ସ୍ଟ ଆଦେଶ ଦଇେ କହିଲେ, ମାେ ପାଇଁ ଅବଶା ଲୋମ ପ୍ରତି ଭଦ୍ର ବ୍ଯବହାର କର।

ଦିତୀୟ ଶାମୁୟେଲ 23:18

ସହେି ତିନି ଜଣଙ୍କ ମଧିଅରେ ସରକ୍ସ୍ଟଯାର ପକ୍ସ୍ଟତ୍ର ଯୋୟାବ, ଯୋୟାବର ଭ୍ରାତା ଅବୀଶଯ ମକ୍ସ୍ଟଖ୍ଯ ଥିଲେ। ସେ 300 ଲୋକ ବିରକ୍ସ୍ଟଦ୍ଧ ରେ ନିଜର ବର୍ଚ୍ଛା ଉଠାଇ ସମାନଙ୍କେୁ ହତ୍ଯା କରିଥିଲା। ଏଣୁ ସେ ଏହି ତିନିଙ୍କ ମଧିଅରେ ବିଖ୍ଯାତ ହେଲା।

ଦିତୀୟ ଶାମୁୟେଲ 23:34

ମାଖାତୀଯର ପୌତ୍ର ଅହସ୍ବଯର ପକ୍ସ୍ଟତ୍ର ଇଲୀଫଲେଟ୍, ଗୀଲୋନୀଯ ଅହୀଥୋଫଲର ପକ୍ସ୍ଟତ୍ର ଇଲୀଯାମ,

ଦିତୀୟ ଶାମୁୟେଲ 23:39

ହିତ୍ତୀଯ ଊରିଯ, ସର୍ବସକ୍ସ୍ଟଦ୍ଧା ସଇଁତିରିଶ ଜଣ।

ପ୍ରଥମ ବଂଶାବଳୀ 2:15

ଓତସମ ୟିଶୀଙ୍କର ଷଷ୍ଠ ପୁତ୍ର ଥିଲେ ଓ ଦାଉଦ ଥିଲେ ତାଙ୍କର ସପ୍ତମ ପୁତ୍ର। ସମାନଙ୍କେର ଭଉଣୀମାନେ ଥିଲେ ସରୁଯା ଓ ଅବୀଗର।

ପ୍ରଥମ ବଂଶାବଳୀ 2:16

ସରୁଯାର ତିନି ପୁତ୍ର ଥିଲେ ଅବୀଶଯ, ଯୋୟାବ ଓ ଅସା ହେଲ।

Interlinear

Choose Theme