ପ୍ରଥମ ବଂଶାବଳୀ 11:21 · ଓଡ଼ିଆ ବାଇବେଲ
ଅବୀଶଯ ତିରିଶ ଜଣ ବୀରଙ୍କଠାରୁ ଦ୍ବିଗୁଣ ପ୍ରସିଦ୍ଧ ଥିଲେ। ସେ ତିନି ବୀରଙ୍କ ମଧ୍ଯରୁ ଅନ୍ୟତମ ନ ହାଇେଥିଲେ ସୁଦ୍ଧା ସମାନଙ୍କେର ନେତା ହାଇପୋରିଥିଲେ।
Cross references
ପ୍ରଥମ ବଂଶାବଳୀ 12:21
ସମାନେେ ମନ୍ଦ ଲୋକମାନଙ୍କ ବିରୁଦ୍ଧ ରେ ୟୁଦ୍ଧ କରିବା ନିମନ୍ତେ ଦାଉଦଙ୍କୁ ସାହାୟ୍ଯ କରୁଥିଲେ। ଏହି ମନ୍ଦ ଲୋକମାନେ ଦେଶସାରା ବ୍ଯାପି ୟାଇଥିଲେ ଓ ଲୋକମାଙ୍କର ଜିନିଷପତ୍ର ଚେୀରି କରିନଇେ ଯାଉଥିଲେ। ମନଃଶିର ଏହି ଲୋକମାନେ ଦୁଃସାହସୀ ସୈନ୍ଯ ଥିଲେ। ସମାନେେ ଦାଉଦଙ୍କ ସୈନ୍ଯଦଳର ସନୋଧ୍ଯକ୍ଷ ହେଲେ।
ମାଥିଉଲିଖିତ ସୁସମାଚାର 13:8
ଆଉ କିଛି ବୀଜ ଭଲ ମାଟି ଉପରେ ପଡିଲା ଓ ତାହା ବଢି ସେଥି ରେ ଫଳ ଫଳିଲା। କେତକେ ଗଛ ରେ ଶ ହଗେୁଣ, କେତକରେେ ଷାଠିଏ ଗୁଣ ଓ ଆଉ କେତକରେେ ତିରିଶ ଗୁଣ ଅଧିକ ଫଳିଲା।
କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 15:41
ସୂର୍ୟ୍ଯର ଜ୍ଯୋତିଃ ଗୋଟିଏ ପ୍ରକାରର, ଚନ୍ଦ୍ରର ଜ୍ଯୋତିଃ ଅନ୍ୟ ପ୍ରକାରର ଓ ତାରାମାନଙ୍କର ଜ୍ଯୋତିଃ ଆହୁରି ଅନ୍ୟପ୍ରକାରର, ଗୋଟିଏ ତାରାର ଜ୍ଯୋତିଃ, ଅନ୍ୟ ତାରାମାନଙ୍କ ଠାରୁ ଅଲଗା।