Home Bibles ☰ Books ପ୍ରଥମ ବଂଶାବଳୀ 11:12 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 11:12 · ଓଡ଼ିଆ ବାଇବେଲ

ତା'ପରେ ଥହୋହୀଯ ଦୋଦୟର ପୁତ୍ର ଇଲିଯାସର। ଇଲିଯାସର ଏହି ତିନି ବୀରଙ୍କ ମଧିଅରେ ଜଣେ ଥିଲେ।

Cross references

ଦିତୀୟ ଶାମୁୟେଲ 23:9

ତା'ପରେ ଅହାହେୀୟ ବଂଶଜ ଦୋଦୟର ପକ୍ସ୍ଟତ୍ର ଇଲିୟାସର, ଦାଉଦଙ୍କ ସଙ୍ଗେ ଥିବା ତିନିଜଣ ଶକ୍ତିଶାଳୀ ବୀରଙ୍କ ମଧିଅରେ ଜଣେ ଥିଲା, ଯେତବେେଳେ ସମାନେେ ପଲେଷ୍ଟୀୟମାନଙ୍କୁ ମକ୍ସ୍ଟକାବକ୍ସ୍ଟଲା କଲେ, ସମାନେେ ଦାଉଦଙ୍କ ସହିତ ଥିଲେ। ସମାନେେ ୟକ୍ସ୍ଟଦ୍ଧ ପାଇଁ ଏକତ୍ରୀତ ହେଲ କିନ୍ତୁ ଇଶ୍ରାୟେଲ ଲୋକମାନେ ଦୌଡି ପଳାଇଲେ।

ଦିତୀୟ ଶାମୁୟେଲ 23:17

ଦାଉଦ କହିଲେ, ହେ ସଦାପ୍ରଭୁ, ମୁ ନିଶ୍ଚଯ ଏହି ପାଣି ପିଇବି ନାହିଁ। ଏହା ସହେି ମଣିଷର ରକ୍ତ ପିଇବା ପରି ହବେ, ଯେଉଁମାନେ ମାେ ପାଇଁ ସମାନଙ୍କେ ପାଇଁ ଉତ୍ସର୍ଗ କରି ଦେଲେ। ଏଥିପାଇଁ ଦାଉଦ ପାଣି ପିଇବା ପାଇଁ ମନା କରିଥିଲେ। ଏହିପରି କର୍ମ ସହେି ତିନି ବୀର କରିଥିଲେ।

ଦିତୀୟ ଶାମୁୟେଲ 23:23

ବନାଯ ତିରିଶ ଜଣ ବୀର ଅପେକ୍ଷା ଅଧିକ ବିଖ୍ଯାତ ଥିଲା। ତଥାପି ସେ ପ୍ରଥମ ତିନିଜଣ ବୀରଙ୍କ ତକ୍ସ୍ଟଲ୍ଯ ନଥିଲା। ଆଉ ଦାଉଦ ତାକକ୍ସ୍ଟ ନିଜର ପ୍ରହରୀ ଦଳ ଉପରେ ନିୟକ୍ସ୍ଟକ୍ତି କଲେ।

ପ୍ରଥମ ବଂଶାବଳୀ 8:4

ଅଦ୍ଦର, ଗରୋ, ଅବୀହୂଦ, ଅବୀଶୂଯ,

ପ୍ରଥମ ବଂଶାବଳୀ 11:19

ଦାଉଦ କହିଲେ, ହେ ପରମେଶ୍ବର, ମୁଁ ଏହି ଜଳକୁ ପାନ କରି ନ ପା ରେ। କାରଣ ଯେଉଁ ଲୋକମାନେ ନିଜ ଜୀବନକୁ ବିପନ୍ନ କରି ଏହି ଜଳ ମାେ' ନିମନ୍ତେ ଆଣି ଅଛନ୍ତି, ମୁଁ ତାହା ପାନ କରିବା ଦ୍ବାରା ସମାନଙ୍କେ ରକ୍ତ ପାନ କରିବା ସଦୃଶ ହବେ। ସେଥି ନିମନ୍ତେ ଦାଉଦ ସହେି ଜଳପାନ କରିବାକୁ ମନା କଲେ। ଏହିପରି ଏହି ତିନି ବୀର ଅନକେ ଦୁଃସାହସିକ କାର୍ୟ୍ଯମାନ କରିଥିଲେ।

ପ୍ରଥମ ବଂଶାବଳୀ 11:21

ଅବୀଶଯ ତିରିଶ ଜଣ ବୀରଙ୍କଠାରୁ ଦ୍ବିଗୁଣ ପ୍ରସିଦ୍ଧ ଥିଲେ। ସେ ତିନି ବୀରଙ୍କ ମଧ୍ଯରୁ ଅନ୍ୟତମ ନ ହାଇେଥିଲେ ସୁଦ୍ଧା ସମାନଙ୍କେର ନେତା ହାଇପୋରିଥିଲେ।

ପ୍ରଥମ ବଂଶାବଳୀ 27:4

ଦୋଦୟ ଦ୍ବିତୀୟ ମାସ ନିମନ୍ତେ ସୈନ୍ଯଦଳର ଦାଯିତ୍ବ ରେ ଥିଲେ। ସେ ଅହୋଦୀଯରୁ ଆସିଥିଲେ। ଦୋଦୟଙ୍କ ଦଳ ରେ 24,000 ଲୋକ ଥିଲେ।

Interlinear

Choose Theme