Home
Bibles
Bible Study with Steffi
Parallel ଦିତୀୟ ବଂଶାବଳୀ 18
Aa
Parallel ଦିତୀୟ ବଂଶାବଳୀ
Chapter 18
ଓଡ଼ିଆ ବାଇବେଲ · World English Bible
Change versions
Left Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Right Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Back to ଓଡ଼ିଆ ବାଇବେଲ chapter
Back to World English Bible chapter
ଓଡ଼ିଆ ବାଇବେଲ
World English Bible
1
ଯିହାଶାଫେଟ୍ଙ୍କର ପ୍ରଚୁର ଧନସମ୍ପଦ ଓ ପ୍ରତିପତ୍ତି ଥିଲା। ସେ ରାଜା ଆହାବଙ୍କ କନ୍ଯାକୁ ବିବାହ କରି ତାଙ୍କ ସହିତ ଏକ ଚୁକ୍ତି କଲା।
1
Now Jehoshaphat had riches and honor in abundance; and he joined affinity with Ahab.
2
କିଛି ବର୍ଷ ଉତ୍ତା ରେ, ଯିହାଶାଫେଟ୍ ଶମରିଯା ସହର ରେ ରାଜା ଆହାବଙ୍କୁ ଭଟେିବା ନିମନ୍ତେ ଗଲେ। ଆହାବ ଯିହାଶାଫେଟ୍ ଓ ତାଙ୍କ ସହିତ ଥିବା ଲୋକମାନଙ୍କ ନିମନ୍ତେ ଅନକେ ମେଣ୍ଢା ଓ ଗାଈ ବଳିଦାନ ଦେଲେ। ଆହାବ ଯିହାଶାଫେଟ୍ଙ୍କୁ ରାମାେତ-ଗିଲିଯାଦ୍ ସହରକୁ ଆକ୍ରମଣ କରିବା ନିମନ୍ତେ ଉତ୍ସାହିତ କଲେ।
2
After certain years he went down to Ahab to Samaria. Ahab killed sheep and oxen for him in abundance, and for the people who were with him, and moved him to go up with him to Ramoth-gilead.
3
ଆହାବ ଯିହାଶାଫେଟ୍ଙ୍କୁ କହିଲେ, ତୁମ୍ଭେ ମାେ ସହିତ ରାମାେତ୍-ଗିଲିଯଦ୍କୁ ଆକ୍ରମଣ କରିବା ନିମନ୍ତେ ୟିବ କି ? ଆହାବ ଇଶ୍ରାୟେଲର ରାଜ ଓ ୟିହୋଶଫଟ୍ ଯିହୁଦାର ରାଜା ଥିଲେ। ଯିହାଶାଫେଟ୍ ଆହାବଙ୍କୁ ଉତ୍ତର ଦେଲେ, ମୁଁ ତୁମ୍ଭ ତୁଲ୍ଯ ଅଟେ ଓ ମାରେ ଲୋକମାନେ ତୁମ୍ଭ ଲୋକ ପରି ଅଟନ୍ତି। ଆମ୍ଭମାନେେ ତୁମ୍ଭ ସହିତ ୟୁଦ୍ଧ ରେ ୟୋଗ ଦବୋ।
3
Ahab king of Israel said to Jehoshaphat king of Judah, Will you go with me to Ramoth-gilead? He answered him, I am as you are, and my people as your people; and we will be with you in the war.
4
ୟିହୋଶାଫଟ୍ ଇଶ୍ରାୟେଲର ରାଜା ଆହୁରି ମଧ୍ଯ କହିଲେ, କିନ୍ତୁ ଆସ ପ୍ରଥମେ, ଆମ୍ଭେ ସଦାପ୍ରଭୁଙ୍କଠାରୁ ଏକ ସନ୍ଦେଶ ଲୋଡ଼ିବା।
4
Jehoshaphat said to the king of Israel, Please inquire first for the word of Yahweh.
5
ତେଣୁ ଇଶ୍ରାୟେଲର ରାଜା ସମସ୍ତ ଭବିଷ୍ଯତ୍ବକ୍ତାଙ୍କୁ ଏକତ୍ର କଲେ, ସମାନେେ 400 ଜଣ ଥିଲେ। ଆହାବ ସମାନଙ୍କେୁ କହିଲେ, ଆମ୍ଭମାନେେ ରାମାେତ୍-ଗିଲିଯଦ୍ ସହରକୁ ୟୁଦ୍ଧ କରିବାକୁ ୟିବା, ନା ନାହିଁ ? ଭବିଷ୍ଯଦ୍ବକ୍ତାମାନେ କହିଲେ, ୟାଅ, କାରଣ ପରମେଶ୍ବର ରାମାେତ୍-ଗିଲିଯଦ୍କୁ ରାଜାଙ୍କୁ ଦବେେ।
5
Then the king of Israel gathered the prophets together, four hundred men, and said to them, Shall we go to Ramoth-gilead to battle, or shall I forbear? They said, Go up; for God will deliver it into the hand of the king.
6
କିନ୍ତୁ ଯିହାଶାଫେଟ୍ କହିଲେ, ସଦାପ୍ରଭୁଙ୍କର ଅନ୍ୟ କୌଣସି ଭବିଷ୍ଯଦ୍ବକ୍ତା ଏଠା ରେ ନାହାନ୍ତି କି, ଯାହାକୁ ଆମ୍ଭେ ପଚାରିପାରିବା ?
6
But Jehoshaphat said, Isn't there here a prophet of Yahweh besides, that we may inquire of him?
7
ଏହାପରେ ଇଶ୍ରାୟେଲର ରାଜା ଯିହାଶାଫେଟ୍ଙ୍କୁ କହିଲେ, ଏହିଠା ରେ ତଥାପି ଆହୁରି ଜଣେ ବ୍ଯକ୍ତି ଅଛନ୍ତି। ଆମ୍ଭମାନେେ ତାଙ୍କ ମାଧ୍ଯମ ରେ ସଦାପ୍ରଭୁଙ୍କୁ ପଚାରିପାରିବା। କିନ୍ତୁ ମୁଁ ସହେି ବ୍ଯକ୍ତିଙ୍କୁ ଘୃଣା କରେ, କାରଣ ସେ କବେେ ହେଁ ସଦାପ୍ରଭୁଙ୍କଠାରୁ ମାେ ନିମନ୍ତେ ଗୋଟିଏ ସୁଦ୍ଧା ଶୁଭବାର୍ତ୍ତା ଆଣି ନାହିଁ। ସେ ସର୍ବଦା ମାେ ନିକଟକୁ ମନ୍ଦ ଖବର ଆଣିଛି। ସହେି ବ୍ଯକ୍ତିଙ୍କର ନାମ ହେଲା, ମୀଖାଯ। ସେ ୟିମ୍ନଙ୍କ ପୁତ୍ର ଅଟନ୍ତି। କିନ୍ତୁ ଯିହାଶାଫେଟ୍ କହିଲେ, ଜଣେ ରାଜା ସପରେି କହିବା ଉଚିତ୍ ନୁହେଁ।
7
The king of Israel said to Jehoshaphat, There is yet one man by whom we may inquire of Yahweh: but I hate him; for he never prophesies good concerning me, but always evil: the same is Micaiah the son of Imla. Jehoshaphat said, Don't let the king say so.
8
ତା'ପରେ ଇଶ୍ରାୟେଲର ରାଜା ତାଙ୍କର ଜଣେ କର୍ମଚାରୀଙ୍କୁ ଡାକିଲେ ଓ ତାକୁ କହିଲେ, ଶୀଘ୍ର ୟାଅ, ୟିମ୍ନଙ୍କର ପୁତ୍ର ମୀଖାଯଙ୍କୁ ଏଠାକୁ ନଇେଆସ।
8
Then the king of Israel called an officer, and said, Get quickly Micaiah the son of Imla.
9
ଏହାପରେ ଇଶ୍ରାୟେଲର ରାଜା ଓ ଯିହୁଦାର ରାଜା ୟିହୋଶାଫଟ୍ ସମାନଙ୍କେର ରାଜକୀଯ ପୋଷାକ ପିନ୍ଧିଥିଲେ। ସମାନେେ ଶମରିଯା ନଗରର ସମ୍ମୁଖଦ୍ବାର ନିକଟସ୍ଥ ଶସ୍ଯମର୍ଦ୍ଦନ ଚଟାଣ ନିକଟରେ ସମାନଙ୍କେର ସିଂହାସନମାନଙ୍କ ରେ ବସିଥିଲେ, ସହେି ସମସ୍ତ ଭବିଷ୍ଯଦ୍ବକ୍ତା ଦୁଇ ରାଜାଙ୍କ ସମ୍ମୁଖ ରେ ସମାନଙ୍କେର କୀର୍ତ୍ତୀମାନ କହୁଥିଲେ।
9
Now the king of Israel and Jehoshaphat the king of Judah sat each on his throne, arrayed in their robes, and they were sitting in an open place at the entrance of the gate of Samaria; and all the prophets were prophesying before them.
10
ସିଦିକିଯ କନାନା ନାମକ ବ୍ଯକ୍ତିର ପୁତ୍ର ଥିଲା। ସିଦିକିଯ ଲୁହାରୁ କେତକେ ଶିଙ୍ଗା ନିର୍ମାଣ କରିଥିଲା। ସିଦିକିଯ କହିଲା, ସଦାପ୍ରଭୁ କହନ୍ତି, ' ସମାନେେ ସମ୍ପୂର୍ଣ୍ଣ ବିନଷ୍ଟ ନ ହବୋ ପର୍ୟ୍ଯନ୍ତ ତୁମ୍ଭେ ଏହି ଲୌହ-ଶିଙ୍ଗା ଅରାମୀଯମାନଙ୍କୁ ବିଦାରିବା ନିମନ୍ତେ ବ୍ଯବହାର କରିବ।'
10
Zedekiah the son of Chenaanah made him horns of iron, and said, Thus says Yahweh, With these shall you push the Syrians, until they be consumed.
11
ସବୁ ଭବିଷ୍ଯତ୍ବକ୍ତାମାନେ ସହେି ସମାନ କଥା କହିଲେ। ସମାନେେ କହିଲେ, ରାମାେତ୍-ଗିଲିଯଦ୍ର ସହରକୁ ୟାଅ। ତୁମ୍ଭେ ସଫଳତା ଓ ବିଜଯ ଲାଭ କରିବ। ସଦାପ୍ରଭୁ ରାମାେତ୍-ଗିଲିଯାଦ୍କୁ ରାଜାଙ୍କୁ ଦବେେ।
11
All the prophets prophesied so, saying, Go up to Ramoth-gilead, and prosper; for Yahweh will deliver it into the hand of the king.
12
ମୀଖାଯଙ୍କୁ ଯେଉଁ ବାର୍ତ୍ତାବାହକ ଡ଼ାକିବାକୁ ୟାଇଥିଲା, ତାଙ୍କୁ କହିଲା, ମୀଖାଯ, ଶୁୁଣ, ସବୁ ଭବିଷ୍ଯତ୍ବକ୍ତାମାନେ ଏକପ୍ରକାର କଥା କହୁଅଛନ୍ତି। ସମାନେେ କହୁଛନ୍ତି ଯେ, ରାଜା ସଫଳତା ଲାଭ କରିବେ। ତେଣୁ ସମାନେେ ଯାହା କହୁଛନ୍ତି, ତୁମ୍ଭେ ମଧ୍ଯ ତାହା କହିବା ଉଚିତ୍। ତୁମ୍ଭେ ଉତ୍ତମ ବିଷଯମାନ କହିବା ଉଚିତ୍।
12
The messenger who went to call Micaiah spoke to him, saying, Behold, the words of the prophets declare good to the king with one mouth: let your word therefore, Please be like one of theirs, and speak you good.
13
କିନ୍ତୁ ମୀଖାଯ ଉତ୍ତର ଦେଲେ, ନିଶ୍ଚିତ ଭାବରେ ସଦାପ୍ରଭୁ ଥିବାୟାଏ, ମାେ ପରମେଶ୍ବର ଯାହା କହନ୍ତି, ମୁଁ କବଳେ ତାହା କହିପାରିବି।
13
Micaiah said, As Yahweh lives, what my God says, that will I speak.
14
ଏହାପରେ ମୀଖାଯ ରାଜାଙ୍କ ନିକଟକୁ ଆସିଲେ। ରାଜା ତାଙ୍କୁ କହିଲେ, ମୀଖାଯ, ଆମ୍ଭମାନେେ ରାମାେତ୍-ଗିଲିଯଦ୍ ସହରକୁ ୟୁଦ୍ଧ କରିବା ନିମନ୍ତେ ୟିବୁ ନା ନାହିଁ ? ମୀଖାଯ ଉତ୍ତର ଦେଲେ, ୟାଅ ଓ ଆକ୍ରମଣ କର। ତୁମ୍ଭମାନେେ ଅଧିକାର କରିବ ଏବଂ ସହେି ସହର ତୁମ୍ଭର ହବେ।
14
When he was come to the king, the king said to him, Micaiah, shall we go to Ramoth-gilead to battle, or shall I forbear? He said, Go up, and prosper; and they shall be delivered into your hand.
15
ରାଜା ମୀଖାଯଙ୍କୁ କହିଲେ, କବଳେ ସଦାପ୍ରଭୁଙ୍କ ନାମ ରେ ସତ କହିବାକୁ କେତେଥର ମାେତେ ତୁମ୍ଭମାନଙ୍କୁ ଶପଥ କରାଇବା ପାଇଁ ପଡ଼ୁଛି ?
15
The king said to him, How many times shall I adjure you that you speak to me nothing but the truth in the name of Yahweh?
16
ଏହାପରେ ମୀଖାଯ କହିଲେ, ମୁଁ ଇଶ୍ରାୟେଲର ସମସ୍ତ ଲୋକଙ୍କୁ ପର୍ବତ ଉପରେ ଛିନ୍ନବିଚ୍ଛିନ୍ନ ଦେଖିଲି। ସମାନେେ ମଷେପାଳକ ବିହୀନ ମଷେତୁଲ୍ଯ ଥିଲେ। ସଦାପ୍ରଭୁ କହିଲେ, ' ସମାନଙ୍କେର କୌଣସି ନେତା ନାହାନ୍ତି। ପ୍ରେତ୍ୟକକ ଲୋକ ନିରାପଦ ରେ ନିଜ ଗୃହକୁ ଫରେିଯାଉ।'
16
He said, I saw all Israel scattered on the mountains, as sheep that have no shepherd: and Yahweh said, These have no master; let them return every man to his house in peace.
17
ଇଶ୍ରାୟେଲର ରାଜା ଯିହାଶାଫେଟ୍ଙ୍କୁ କହିଲେ, ମୁଁ ତୁମ୍ଭକୁ କହିଥିଲି ଯେ, ମୀଖାଯ ମାେ ନିମନ୍ତେ କୌଣସି ଉତ୍ତମ ବାର୍ତ୍ତା ଆଣିବ ନାହିଁ। ମାେ' ନିମନ୍ତେ ସେ କବଳେ ଖରାପ ବାର୍ତ୍ତା ଆଣେ।
17
The king of Israel said to Jehoshaphat, Didn't I tell you that he would not prophesy good concerning me, but evil?
18
ମୀଖାଯ କହିଲେ, ସଦାପ୍ରଭୁଙ୍କଠାରୁ ଆସିଥିବା ଏହି ବାର୍ତ୍ତା ଶୁଣ। ମୁଁ ସଦାପ୍ରଭୁଙ୍କୁ ତାଙ୍କର ସିଂହାସନ ରେ ବସିଥିବାର ଦେଖିଲି। ସ୍ବର୍ଗୀଯ ଦୂତଗଣ ତାଙ୍କର ଚତୁର୍ଦ୍ଦିଗ ରେ ଠିଆ ହାଇେଥିଲେ, କେତକେ ତାଙ୍କର ବାମ ପାଶର୍ବ ରେ ଓ କେତକେ ତାଙ୍କର ଦକ୍ଷିଣ ପାଶର୍ବ ରେ ଛିଡ଼ା ହାଇେଥିଲେ।
18
Micaiah said, Therefore hear you the word of Yahweh: I saw Yahweh sitting on his throne, and all the host of heaven standing on his right hand and on his left.
19
ସଦାପ୍ରଭୁ କହିଲେ, 'କିଏ ଇଶ୍ରାୟେଲର ରାଜା ଆହାବଙ୍କୁ ପ୍ରତାରଣ କରିବ, ସେଥିପାଇଁ ତାକୁ ରାମାେତ୍-ଗିଲିଯାଦ୍ ରେ ହତ୍ଯା କରାୟିବ ?' ସଦାପ୍ରଭୁଙ୍କ ଚତୁର୍ଦ୍ଦିଗ ରେ ଠିଆ ହାଇେଥିବା ଭିନ୍ନ ଭିନ୍ନ ଲୋକମାନେ, ଭିନ୍ନ ଭିନ୍ନ କଥା କହିଲେ। କେତକେ ଗୋଟିଏ କଥା କହିଲେ ଓ ଆଉ କେତକେ ଆଉ କିଛି କହିଲେ।
19
Yahweh said, Who shall entice Ahab king of Israel, that he may go up and fall at Ramoth-gilead? One spoke saying after this manner, and another saying after that manner.
20
ଏହାପରେ ଗୋଟିଏ ଆତ୍ମା ଆସିଲା ଓ ସଦାପ୍ରଭୁଙ୍କ ସମ୍ମୁଖ ରେ ଠିଆ ହେଲା। ଆତ୍ମାଟି କହିଲା, 'ମୁଁ ଆହାବଙ୍କୁ ପ୍ରତାରିତ କରିବି।' ସଦାପ୍ରଭୁ ଆତ୍ମାକୁ ପଚାରିଲେ, 'କିପରି ?'
20
There came forth a spirit, and stood before Yahweh, and said, I will entice him. Yahweh said to him, 'How?'
21
ସହେି ଆତ୍ମାଟି ଉତ୍ତର ଦଲୋ, 'ମୁଁ ୟିବି ଓ ଆହାବଙ୍କ ଭବିଷ୍ଯତ୍ବକ୍ତାମାନଙ୍କ ମୁଖ ରେ ଏକ ମିଥ୍ଯାବାଦୀ ଆତ୍ମା ହାଇଯେିବି।' ଆଉ ସଦାପ୍ରଭୁ କହିଲେ, 'ନିଶ୍ଚିତ ଭାବରେ ତୁମ୍ଭେ ଆହାବକୁ ପ୍ରତାରିତ କରିବାକୁ ସମର୍ଥ ହବେ। ତେଣୁ ୟାଅ ଓ ତାହା କର।'
21
He said, 'I will go forth, and will be a lying spirit in the mouth of all his prophets.' He said, 'You shall entice him, and shall prevail also: go forth, and do so.'
22
ଏଣୁ ହେ ଆହାବ, ଦେଖନ୍ତୁ, ସଦାପ୍ରଭୁ ଆପଣଙ୍କ ଭବିଷ୍ଯତ୍ବକ୍ତାମାନଙ୍କର ମୁଖ ରେ ଏକ ମିଥ୍ଯାବାଦୀର ଆତ୍ମା ଦଇେଛନ୍ତି, ସଦାପ୍ରଭୁ କହିଛନ୍ତି ଯେ, ତୁମ୍ଭପ୍ରତି ଅମଙ୍ଗଳ ହିଁ ଘଟିବ।
22
Now therefore, behold, Yahweh has put a lying spirit in the mouth of these your prophets; and Yahweh has spoken evil concerning you.
23
ଏହା ଶୁଣି ସିଦିକିଯ ମୀଖାଯ ନିକଟକୁ ଗଲା ଓ ତାଙ୍କ ଗାଲକୁ ଆଘାତ କଲା। ସିଦିକିଯ କହିଲା, ମୀଖାଯ, ସଦାପ୍ରଭୁଙ୍କ ଆତ୍ମା ତୋତେ ଏହା କହିବା ନିମନ୍ତେ ମାେ'ଠାରୁ କେଉଁ ବାଟରେ ଗଲେ ?
23
Then Zedekiah the son of Chenaanah came near, and struck Micaiah on the cheek, and said, Which way went the Spirit of Yahweh from me to speak to you?
24
ମୀଖାଯ ଉତ୍ତର ଦେଲେ, ସିଦିକିଯ, ତୁମ୍ଭେ ନିଜକୁ ଲୁଚାଇବା ନିମନ୍ତେ ଯେଉଁ ଦିନ ଭିତର କଠାେରୀକି ୟିବ, ସହେିଦିନ ତାହା ଜାଣିବା।
24
Micaiah said, Behold, you shall see on that day, when you shall go into an inner chamber to hide yourself.
25
ତା'ପରେ ଇଶ୍ରାୟେଲର ରାଜା କହିଲେ, ମୀଖାଯଙ୍କୁ ନଇୟୋଅ ଓ ତାଙ୍କୁ ନଗରର ନଗରପାଳ ଆମାନେ ଓ ରାଜାଙ୍କ ପୁତ୍ର ୟୋଯାଶ୍ଙ୍କ ନିକଟକୁ ପଠାଇଦିଅ।
25
The king of Israel said, Take Micaiah, and carry him back to Amon the governor of the city, and to Joash the king's son;
26
ଆମାେନ୍ ଓ ୟୋଯାଶ୍ଙ୍କୁ କୁହ, 'ରାଜା ଏହା କହିନ୍ତି : ମୀଖାଯଙ୍କୁ ବନ୍ଦୀଶାଳା ରେ ପକାଇଦିଅ। ମୁଁ ୟୁଦ୍ଧରୁ ଫରେି ନ ଆସିବା ପର୍ୟ୍ଯନ୍ତ ତାଙ୍କୁ ଅଳ୍ପ ରୋଟୀ ଓ ଜଳ ବ୍ଯତୀତ ଆଉ କିଛି ଖାଦ୍ୟ ଭୋଜନ କରିବାକୁ ଦବେ ନାହିଁ।'
26
and say, Thus says the king, Put this fellow in the prison, and feed him with bread of affliction and with water of affliction, until I return in peace.
27
ମୀଖାଯ ଉତ୍ତର ଦେଲେ, ଯଦି ତୁମ୍ଭେ ୟୁଦ୍ଧରୁ ନିରାପଦ ରେ ଫରେିଆସ, ତବେେ ସଦାପ୍ରଭୁ ମାେ ମାଧ୍ଯମ ରେ କହି ନାହାନ୍ତି। ସବୁ ଲୋକମାନେ, ମାେ କଥା ଶୁଣ।
27
Micaiah said, If you return at all in peace, Yahweh has not spoken by me. He said, Hear, you peoples, all of you.
28
ତେଣୁ ଇଶ୍ରାୟେଲର ରାଜା ଓ ଯିହୁଦାର ରାଜା ୟିହୋଶାଫଟ୍ ରାମାେତ୍-ଗିଲିଯାଦ୍ ସହର ଉପରେ ଆକ୍ରମଣ କଲେ,
28
So the king of Israel and Jehoshaphat the king of Judah went up to Ramoth-gilead.
29
ଇଶ୍ରାୟେଲର ରାଜା ଯିହାଶାଫେଟ୍ଙ୍କୁ କହିଲେ, ୟୁଦ୍ଧକୁ ୟିବା ପୂର୍ବରୁ ମୁଁ ଛଦ୍ମବେଶ ଧାରଣ କରିବି। କିନ୍ତୁ ତୁମ୍ଭେ ତୁମ୍ଭର ରାଜକୀଯ ପୋଷାକ ପିନ୍ଧ। ତେଣୁ ଇଶ୍ରାୟେଲର ରାଜା ଛଦ୍ମବେଶ ଧାରଣ କଲେ, ଆଉ ଦୁଇ ରାଜା ୟୁଦ୍ଧକୁ ଗଲେ।
29
The king of Israel said to Jehoshaphat, I will disguise myself, and go into the battle; but put you on your robes. So the king of Israel disguised himself; and they went into the battle.
30
ଅରାମର ରାଜା ତାଙ୍କର ରଥ-ଚାଳକମାନଙ୍କୁ ଗୋଟିଏ ଆଦେଶ ଦେଲେ। ସେ ସମାନଙ୍କେୁ କହିଲେ, 'ମହାନ୍ ହେଉ କି ଗୌଣ ହେଉ, କୌଣସି ବ୍ଯକ୍ତି ସହିତ ୟୁଦ୍ଧ କର ନାହିଁ। କିନ୍ତୁ କବଳେ ଇଶ୍ରାୟେଲର ରାଜା ସହିତ ୟୁଦ୍ଧ କର।
30
Now the king of Syria had commanded the captains of his chariots, saying, Fight neither with small nor great, save only with the king of Israel.
31
ଯେତବେେଳେ ରଥ-ଚାଳକମାନେ ଯିହାଶାଫେଟ୍ଙ୍କୁ ଦେଖିଲେ, ସମାନେେ ଭାବିଲେ, ସଠାେରେ ଇଶ୍ରାୟେଲର ରାଜା ଅଛନ୍ତି। ତେଣୁ ସମାନେେ ଯିହାଶାଫେଟ୍ଙ୍କ ଆଡ଼େ ଆକ୍ରମଣ କରିବାକୁ ଗଲେ। ତେଣୁ ଯିହାଶାଫେଟ୍ ଚିତ୍କାର କଲେ, ଆଉ ସଦାପ୍ରଭୁ ତାଙ୍କୁ ସାହାୟ୍ଯ କଲେ। ପରମେଶ୍ବର ରଥ-ଚାଳକମାନଙ୍କୁ ଯିହାଶାଫେଟ୍ଙ୍କ ଆଡ଼ୁ ଫରୋଇ ନେଲେ।
31
It happened, when the captains of the chariots saw Jehoshaphat, that they said, It is the king of Israel. Therefore they turned about to fight against him: but Jehoshaphat cried out, and Yahweh helped him; and God moved them to depart from him.
32
ଯେତବେେଳେ ସମାନେେ ଦେଖିଲେ ଯେ ଯିହାଶାଫେଟ୍ ଇଶ୍ରାୟେଲର ରାଜା ନୁହଁନ୍ତି, ସମାନେେ ତାଙ୍କ ପଛ ରେ ଆଉ ଗୋଡ଼ାଇଲେ ନାହିଁ।
32
It happened, when the captains of the chariots saw that it was not the king of Israel, that they turned back from pursuing him.
33
କିନ୍ତୁ ଜଣେ ଧନୁର୍ଦ୍ଧର ଲକ୍ଷ୍ଯହୀନ ଭାବରେ ତା' ଧନୁକୁ ତୀରଟିଏ ମାରିଲା। ସହେି ତୀରଟି ଆସି ଇଶ୍ରାୟେଲର ରାଜା ଆହାବଙ୍କ ସମ୍ମୁଖ ରେ ଏକ ସନ୍ଧି ସ୍ଥାନ ରେ ବାଜିଲା। ଇଶ୍ରାୟେଲର ରାଜା ତାଙ୍କର ରଥଚାଳକକୁ କହିଲେ, ରଥକୁ ଫରୋଇ ନିଅ ଓ ମାେତେ ୟୁଦ୍ଧ କ୍ଷେତ୍ରରୁ ନଇୟୋଅ। ମୁଁ ଆଘାତପ୍ରାପ୍ତ ହାଇେଅଛି।
33
A certain man drew his bow at a venture, and struck the king of Israel between the joints of the armor. Therefore he said to the driver of the chariot, Turn your hand, and carry me out of the host; for I am sore wounded.
34
ଦିନ ତମାମ ୟୁଦ୍ଧ ଚାଲିଲା। ଇଶ୍ରାୟେଲର ରାଜା ଅରାମୀଯମାନଙ୍କୁ ଚାହିଁ ସନ୍ଧ୍ଯା ପର୍ୟ୍ଯନ୍ତ ତାଙ୍କ ରଥ ଉପରେ ଛିଡ଼ା ହାଇେ ରହିଲେ। ତା'ପରେ ସୂର୍ୟ୍ଯାସ୍ତ ସମୟରେ ସେ ମୃତ୍ଯୁବରଣ କଲେ।
34
The battle increased that day: however the king of Israel stayed himself up in his chariot against the Syrians until the even; and about the time of the going down of the sun he died.
Choose Theme