Home Bibles Parallel ଦିତୀୟ ବଂଶାବଳୀ 18:29

ଦିତୀୟ ବଂଶାବଳୀ 18:29

Parallel verse

ଓଡ଼ିଆ ବାଇବେଲ · World English Bible

Change versions

ଓଡ଼ିଆ ବାଇବେଲ

ଇଶ୍ରାୟେଲର ରାଜା ଯିହାଶାଫେଟ୍ଙ୍କୁ କହିଲେ, ୟୁଦ୍ଧକୁ ୟିବା ପୂର୍ବରୁ ମୁଁ ଛଦ୍ମବେଶ ଧାରଣ କରିବି। କିନ୍ତୁ ତୁମ୍ଭେ ତୁମ୍ଭର ରାଜକୀଯ ପୋଷାକ ପିନ୍ଧ। ତେଣୁ ଇଶ୍ରାୟେଲର ରାଜା ଛଦ୍ମବେଶ ଧାରଣ କଲେ, ଆଉ ଦୁଇ ରାଜା ୟୁଦ୍ଧକୁ ଗଲେ।

World English Bible

The king of Israel said to Jehoshaphat, I will disguise myself, and go into the battle; but put you on your robes. So the king of Israel disguised himself; and they went into the battle.

Choose Theme