Home
Bibles
Bible Study with Steffi
Parallel ପ୍ରଥମ ବଂଶାବଳୀ 11
Aa
Parallel ପ୍ରଥମ ବଂଶାବଳୀ
Chapter 11
ଓଡ଼ିଆ ବାଇବେଲ · World English Bible
Change versions
Left Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Right Bible
Bible in Basic English
King James Version
New King James Version
World English Bible
Young's Literal Translation
বাংলা বাইবেল
ગુજરાતી બાઇબલ
हिन्दी बाइबिल
ಕನ್ನಡ ಬೈಬಲ್
മലയാളം ബൈബിൾ
मराठी बायबल
नेपाली बाइबल
ଓଡ଼ିଆ ବାଇବେଲ
தமிழ் பரிசுத்த வேதாகமம்
తెలుగు బైబిల్
Back to ଓଡ଼ିଆ ବାଇବେଲ chapter
Back to World English Bible chapter
ଓଡ଼ିଆ ବାଇବେଲ
World English Bible
1
ଇଶ୍ରାୟେଲର ସମସ୍ତ ଲୋକ ହିବ୍ରୋଣ ସହର ରେ ଦାଉଦଙ୍କ ନିକଟକୁ ଆସିଲେ। ସମାନେେ ଦାଉଦଙ୍କୁ କହିଲେ, ଆମ୍ଭମାନେେ ତୁମ୍ଭର ନିଜ ମାଂସ ଓ ରକ୍ତ।
1
Then all Israel gathered themselves to David to Hebron, saying, Behold, we are your bone and your flesh.
2
ଯେତବେେଳେ ଶାଉଲ ରାଜା ଥିଲେ, ତୁମ୍ଭେ ଆମ୍ଭମାନଙ୍କର ନତେୃତ୍ବ ନଇେ ଇଶ୍ରାୟେଲକୁ ଆଣିଲ। ସଦାପ୍ରଭୁ ତୁମ୍ଭକୁ କହିଲେ, 'ଦାଉଦ, ତୁମ୍ଭେ ଆମ୍ଭର ଲୋକମାନଙ୍କର ମୁଖ୍ଯ ହବେ।
2
In times past, even when Saul was king, it was you who led out and brought in Israel: and Yahweh your God said to you, You shall be shepherd of my people Israel, and you shall be prince over my people Israel.
3
ଇଶ୍ରାୟେଲର ସମସ୍ତ ନେତାମାନେ ହିବ୍ରୋଣ ରେ ରାଜା ଦାଉଦଙ୍କ ପାଖକୁ ଆସିଲେ। ଦାଉଦ ହିବ୍ରୋଣ ରେ ସଦାପ୍ରଭୁଙ୍କ ସମ୍ମୁଖ ରେ ସମାନଙ୍କେ ସହିତ ଏକ ଚୁକ୍ତି କଲେ। ତା'ପରେ ନେତାମାନେ ଦାଉଦଙ୍କୁ ଇଶ୍ରାୟେଲର ରାଜା ରୂପେ ଅଭିଷିକ୍ତ କଲେ। ସଦାପ୍ରଭୁ ପ୍ରତିଜ୍ଞା କରିଥିଲେ ଯେ, ଶାମୁଯଲଙ୍କେ ଭବିଷ୍ଯତବାଣୀ ଅନୁସାରେ ଏହା ଅବଶ୍ଯ ଘଟିବ।
3
So all the elders of Israel came to the king to Hebron; and David made a covenant with them in Hebron before Yahweh; and they anointed David king over Israel, according to the word of Yahweh by Samuel.
4
ଦାଉଦ ଓ ଇଶ୍ରାୟେଲର ସମସ୍ତ ଲୋକ ୟିରୁଶାଲମକୁ ଗଲେ। ସହେି ସମୟରେ ୟିରୁଶାଲମକୁ ୟିବୂଷ ବୋଲି କୁହାଯାଉଥିଲା। ସହେି ନଗର ରେ ବାସ କରୁଥିବା ଲୋକମାନଙ୍କୁ ୟିବୂଷୀଯ ନାମ ରେ ନାମିତ କରାୟାଇଥିଲା।
4
David and all Israel went to Jerusalem (the same is Jebus); and the Jebusites, the inhabitants of the land, were there.
5
ୟିବୂଷ ରେ ବାସ କରୁଥିବା ଲୋକମାନେ ଦାଉଦଙ୍କୁ କହିଲେ, ତୁମ୍ଭେ ଆମ୍ଭମାନଙ୍କ ନଗର ମଧିଅରେ ପ୍ରବେଶ କରିପାରିବ ନାହିଁ। କିନ୍ତୁ ଦାଉଦ ସମାନଙ୍କେୁ ପରାସ୍ତ କରି ଦେଲେ। ଦାଉଦ ସିୟୋନ ଦୁର୍ଗକୁ ଅଧିକାର କରି ନେଲେ। ଯାହା ଦାଉଦଙ୍କ ନଗର ନାମ ରେ ଜଣାଗଲା।
5
The inhabitants of Jebus said to David, You shall not come in here. Nevertheless David took the stronghold of Zion; the same is the city of David.
6
ଦାଉଦ କହିଲେ, ଯେଉଁ ବ୍ଯକ୍ତି ୟିବୂଷୀଯ ଲୋକମାନଙ୍କ ଉପରେ ଆକ୍ରମଣର ନତେୃତ୍ବ ନବେ, ସେ ମାରେ ସମଗ୍ର ସନୋବାହିନୀର ସନୋପତି ହବେ। ତେଣୁ ଯୋୟାବ୍ ଏହି ଆକ୍ରମଣର ନତେୃତ୍ବ ନେଲେ। ଯୋୟାବ୍ ସରୁଯାଙ୍କ ପୁତ୍ର ଥିଲେ। ଯୋୟାବ ସୈନ୍ଯଦଳର ସନୋପତି ହେଲେ।
6
David said, Whoever strikes the Jebusites first shall be chief and captain. Joab the son of Zeruiah went up first, and was made chief.
7
ଏହାପରେ ଦାଉଦ ଦୁର୍ଗ ମଧିଅରେ ଆପଣାର ଗୃହ ନିର୍ମାଣ କଲେ। ତେଣୁ ତାହାକୁ ଦାଉଦଙ୍କ ନଗର ବୋଲି ନାମିତ କରାଗଲା।
7
David lived in the stronghold; therefore they called it the city of David.
8
ଦାଉଦ ଦୁର୍ଗ ଚତୁର୍ଦ୍ଦିଗ ରେ ନଗର ନିର୍ମାଣ କଲେ। ସେ ମିଲ୍ଲୋଠାରୁ ନଗର ଚତୁର୍ଦ୍ଦିଗସ୍ଥ ପ୍ରାଚୀର ପର୍ୟ୍ଯନ୍ତ ତାହା ନିର୍ମାଣ କଲେ। ଯୋୟାବ ନଗରର ଅନ୍ୟ ଅଂଶଗୁଡ଼ିକର ମରାମତି କାର୍ୟ୍ଯ କଲେ।
8
He built the city round about, from Millo even round about; and Joab repaired the rest of the city.
9
ଦାଉଦ ବୃଦ୍ଧି ପାଇବାକୁ ଲାଗିଲେ। ଏବଂ ସୈନ୍ଯାଧିପତି ସଦାପ୍ରଭୁ ତାଙ୍କ ସହିତ ରେ ଥିଲେ।
9
David grew greater and greater; for Yahweh of Hosts was with him.
10
ଦାଉଦଙ୍କ ବିଶଷେ ସୈନ୍ଯଗଣଙ୍କର ନେତାମାନଙ୍କର ଏହା ଏକ ତାଲିକା ଅଟେ। ଦାଉଦଙ୍କ ସହିତ ତାଙ୍କ ରାଜ୍ଯ ରେ ଏହି ତିନି ବୀର ଅତ୍ଯନ୍ତ ପରାକ୍ରମୀ ହାଇେ ଉଠିଲେ। ସମାନେେ ଓ ଇଶ୍ରାୟେଲର ସମସ୍ତ ଳୋକ ଦାଉଦଙ୍କୁ ସମର୍ଥନ କଲେ ଓ ତାହାଙ୍କୁ ରାଜା କଲେ, ପରମେଶ୍ବର ଯେ ପ୍ରକାର ପ୍ରତିଜ୍ଞା କରିଥିଲେ, ଠିକ୍ ସେ ପ୍ରକା ରେ ଏ ସମସ୍ତ ଘଟିଲା।
10
Now these are the chief of the mighty men whom David had, who shown themselves strong with him in his kingdom, together with all Israel, to make him king, according to the word of Yahweh concerning Israel.
11
ଦାଉଦଙ୍କ ବିଶଷେ ସୈନ୍ଯଗଣଙ୍କର ତାଲିକା ଏହି ପ୍ରକାର ରେ ଥିଲା :
11
This is the number of the mighty men whom David had: Jashobeam, the son of a Hachmonite, the chief of the thirty; he lifted up his spear against three hundred and killed them at one time.
12
ତା'ପରେ ଥହୋହୀଯ ଦୋଦୟର ପୁତ୍ର ଇଲିଯାସର। ଇଲିଯାସର ଏହି ତିନି ବୀରଙ୍କ ମଧିଅରେ ଜଣେ ଥିଲେ।
12
After him was Eleazar the son of Dodo, the Ahohite, who was one of the three mighty men.
13
ଇଲିଯାସର ଦାଉଦଙ୍କ ସହିତ ପଶଦମ୍ମୀମ ରେ ଥିଲେ। ପଲେଷ୍ଟୀୟମାନେ ୟୁଦ୍ଧ କରିବା ନିମନ୍ତେ ସହେି ସ୍ଥାନକୁ ଆସିଥିଲେ। ସହେି ସ୍ଥାନ ରେ ୟବ ରେ ପରିପୂର୍ଣ୍ଣ କ୍ଷତଟେିଏ ଥିଲା। ଇଶ୍ରାୟେଲର ଲୋକମାନେ ପଲେଷ୍ଟୀୟମାନଙ୍କୁ ଡ଼ରି ପଳାଯନ କଲେ।
13
He was with David at Pasdammim, and there the Philistines were gathered together to battle, where was a plot of ground full of barley; and the people fled from before the Philistines.
14
କିନ୍ତୁ ସହେି ତିନି ବୀର ସହେି କ୍ଷତେ ମଧିଅରେ ଠିଆ ହାଇେ ରହିଲେ ଓ ସମାନଙ୍କେର ପ୍ରତିରୋଧ କଲେ। ସମାନେେ ପଲେଷ୍ଟୀୟମାନଙ୍କୁ ପରାସ୍ତ କଲେ। ସଦାପ୍ରଭୁ ଇଶ୍ରାୟେଲର ଲୋକମାନଙ୍କୁ ଏକ ମହାବିଜଯ ପ୍ରଦାନ କଲେ।
14
They stood in the midst of the plot, and defended it, and killed the Philistines; and Yahweh saved them by a great victory.
15
ଥରେ, ଦାଉଦ ଅଦୁଲ୍ଲମ ଗୁମ୍ଫା ରେ ଥିଲା ବେଳେ, ଯେତବେେଳେ ପଲେଷ୍ଟୀୟ ସୈନ୍ଯମାନେ ରଫାଯୀମ ଉପତ୍ୟକା ରେ ଛାଉଣୀ ପକାଇ ଥିଲେ, ତିରିଶ ଜଣ ବୀରଙ୍କ ମଧ୍ଯରୁ ତିନି ଜଣ ଭୂମିରେ ସମ୍ପୂର୍ଣ୍ଣ ପଟଇେେ ପଟଇେେ ଦାଉଦଙ୍କ ନିକଟରେ ପହନ୍ଚିଲେ।
15
Three of the thirty chief men went down to the rock to David, into the cave of Adullam; and the host of the Philistines were encamped in the valley of Rephaim.
16
ଆଉଥରେ, ଦାଉଦ ଦୁର୍ଗ ମଧିଅରେ ଥିଲେ ଓ ପଲେଷ୍ଟୀୟ ସୈନ୍ଯମାନଙ୍କର ଏକ ଦଳ ବୈଥଲହମେ ରେ ଥିଲେ।
16
David was then in the stronghold, and the garrison of the Philistines was then in Bethlehem.
17
ଦାଉଦ କହିଲେ, ବୈଥଲହମର ଫାଟକ ନିକଟରେ ଥିବା କୂଅରୁ କହେି ମାେତେ ପାଣି ପିଇବାକୁ ଦିଅନ୍ତା କି ?
17
David longed, and said, Oh that one would give me water to drink of the well of Bethlehem, which is by the gate!
18
କିନ୍ତୁ ଏହି ତିନିଜଣ ପଲେଷ୍ଟୀୟ ସୈନ୍ଯମାନଙ୍କ ସହିତ ୟୁଦ୍ଧ କରି କରି ସମାନଙ୍କେ ମଧ୍ଯ ଦଇେ ଗଲେ। ଏହି ତିନି ବ୍ଯକ୍ତି ବୈଥଲହମେ ନଗରର ଦ୍ବାର ନିକଟରେ ଥିବା କୂପରୁ କିଛି ଜଳ ନେଲେ। ଏହାପରେ ଏହି ତିନି ବୀର ସହେି ଜଳକୁ ନଇେ ଦାଉଦଙ୍କ ନିକଟକୁ ଆସିଲେ। କିନ୍ତୁ ଦାଉଦ ସହେି ଜଳପାନ କରିବାକୁ ମନା କଲେ। ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ନବୈେଦ୍ଯ ସ୍ବରୂପେ ସହେି ଜଳକୁ ଭୂମିରେ ଢ଼ାଳିଲେ।
18
The three broke through the host of the Philistines, and drew water out of the well of Bethlehem, that was by the gate, and took it, and brought it to David: but David would not drink of it, but poured it out to Yahweh,
19
ଦାଉଦ କହିଲେ, ହେ ପରମେଶ୍ବର, ମୁଁ ଏହି ଜଳକୁ ପାନ କରି ନ ପା ରେ। କାରଣ ଯେଉଁ ଲୋକମାନେ ନିଜ ଜୀବନକୁ ବିପନ୍ନ କରି ଏହି ଜଳ ମାେ' ନିମନ୍ତେ ଆଣି ଅଛନ୍ତି, ମୁଁ ତାହା ପାନ କରିବା ଦ୍ବାରା ସମାନଙ୍କେ ରକ୍ତ ପାନ କରିବା ସଦୃଶ ହବେ। ସେଥି ନିମନ୍ତେ ଦାଉଦ ସହେି ଜଳପାନ କରିବାକୁ ମନା କଲେ। ଏହିପରି ଏହି ତିନି ବୀର ଅନକେ ଦୁଃସାହସିକ କାର୍ୟ୍ଯମାନ କରିଥିଲେ।
19
and said, My God forbid it me, that I should do this: shall I drink the blood of these men who have put their lives in jeopardy? for with the jeopardy of their lives they brought it. Therefore he would not drink it. These things did the three mighty men.
20
ଯୋୟାବଙ୍କ ଭ୍ରାତା ଅବୀଶଯ, ଏହି ତିନି ବୀରଙ୍କର ନେତା ଥିଲେ। ସେ ନିଜର ବର୍ଚ୍ଛା ଦ୍ବାରା 300 ଲୋକଙ୍କ ସହିତ ୟୁଦ୍ଧ କରିଥିଲେ ଓ ସମାନଙ୍କେୁ ବଧ କରିଥିଲେ। ଅବୀଶଯ ମଧ୍ଯ ଏହି ତିନି ବୀରଙ୍କ ତୁଲ୍ଯ ସୁପ୍ରସିଦ୍ଧ ଥିଲେ।
20
Abishai, the brother of Joab, he was chief of the three; for he lifted up his spear against three hundred and killed them, and had a name among the three.
21
ଅବୀଶଯ ତିରିଶ ଜଣ ବୀରଙ୍କଠାରୁ ଦ୍ବିଗୁଣ ପ୍ରସିଦ୍ଧ ଥିଲେ। ସେ ତିନି ବୀରଙ୍କ ମଧ୍ଯରୁ ଅନ୍ୟତମ ନ ହାଇେଥିଲେ ସୁଦ୍ଧା ସମାନଙ୍କେର ନେତା ହାଇପୋରିଥିଲେ।
21
Of the three, he was more honorable than the two, and was made their captain: however he didn't attain to the first three.
22
ଯିହାୟୋଦାରଦରଙ୍କ ପୁତ୍ର ବନାଯ ଜଣେ ପରାକ୍ରମୀ ବ୍ଯକ୍ତିଙ୍କର ପୁତ୍ର ଥିଲେ। ସେ କବ ସେଲୀଯ ଲୋକ ଥିଲେ। ବନାଯ ସାହସୀ କାର୍ୟ୍ଯମାନ କଲେ। ବନାଯ ମାୟୋବ ଦେଶର ସର୍ବୋତ୍ତମ ଲୋକମାନଙ୍କ ମଧ୍ଯରୁ ଦୁଇଜଣକୁ ବଧ କଲେ। ଦିନେ, ତୁଷାରପାତ ହେଉଥିବା ସମୟରେ ବନାଯ ଭୂମି ମଧ୍ଯସ୍ଥ ଏକ ଗାତ ମଧିଅରେ ପଶି ଗୋଟିଏ ସିଂହକୁ ବଧ କଲେ।
22
Benaiah the son of Jehoiada, the son of a valiant man of Kabzeel, who had done mighty deeds, he killed the two sons of Ariel of Moab: he went down also and killed a lion in the midst of a pit in time of snow.
23
ବନାଯ ଜଣେ ଅତିକାଯ ମିସ୍ରୀଯ ସୈନ୍ଯକୁ ବଧ କଲେ। ସହେି ବ୍ଯକ୍ତି ପାଞ୍ଚ ହାତ ଦୀର୍ଘ ଉଚ୍ଚ ଥିଲା। ସହେି ମିସ୍ରୀଯ ନିକଟରେ ଏକ ବଡ଼ ଓ ଓଜନିଆ ବର୍ଚ୍ଛା ଥିଲା। ତାହା ଏକ ବୁଣାକାରର ତନ୍ତର ଦଣ୍ଡପରି ବିରାଟ ଥିଲା। ବନାଯ ନିକଟରେ କବଳେ ଠେଙ୍ଗାଟିଏ ଥିଲା। ବନାଯ ସହେି ମିସ୍ରୀଯ ବ୍ଯକ୍ତିର ହସ୍ତରୁ ବର୍ଚ୍ଛା ଧରି ଛଡ଼ଇେ ନେଲେ। ଏହାପରେ ବନାଯ ସହେି ମିସ୍ରୀଯକୁ ତାହାର ନିଜ ବର୍ଚ୍ଛା ଦ୍ବାରା ବିଦ୍ଧ କରି ହତ୍ଯା କଲେ।
23
He killed an Egyptian, a man of great stature, five cubits high; and in the Egyptian's hand was a spear like a weaver's beam; and he went down to him with a staff, and plucked the spear out of the Egyptian's hand, and killed him with his own spear.
24
ଯିହାୟୋଦାରଦାଙ୍କ ପୁତ୍ର ବନାଯ ଏହି ତିନି ବୀରଙ୍କ ତୁଲ୍ଯ ସୁପ୍ରସିଦ୍ଧ ଥିଲେ।
24
These things did Benaiah the son of Jehoiada, and had a name among the three mighty men.
25
ବନାଯ ତିରିଶ ଜଣ ବୀରଙ୍କଠାରୁ ମଧ୍ଯ ବିଖ୍ଯାତ ଥିଲେ, କିନ୍ତୁ ସେ ତିନି ବୀରଙ୍କ ମଧ୍ଯରୁ ଜଣେ ନ ଥିଲେ। ଦାଉଦ ବନାଯଙ୍କୁ ତାଙ୍କର ଅଙ୍ଗରକ୍ଷୀମାନଙ୍କ ନେତା ଭାବରେ ମନୋନୀତ କଲେ।
25
Behold, he was more honorable than the thirty, but he didn't attain to the first three: and David set him over his guard.
26
ବୀର ସୈନ୍ଯ, ତିରିଶ ଜଣ ବୀରମାନେ ଥିଲେ : ଯୋୟାବର ଭ୍ରାତା ଅସା ହେଲ, ବୈଥଲହମେସ୍ଥ ଦୋଦୟର ପୁତ୍ର ଇଲହାନନ୍ ;
26
Also the mighty men of the armies: Asahel the brother of Joab, Elhanan the son of Dodo of Bethlehem,
27
ହରୋରୀଯ ଶମ୍ନୋତ୍, ପଲୋନୀୟ ହେଲସ୍,
27
Shammoth the Harorite, Helez the Pelonite,
28
ତକୋୟିୟ, ଇକ୍କୋଶର ପୁତ୍ର ଇରା, ଅନାେଥାତୀଯ ଅବୀୟେଷର ;
28
Ira the son of Ikkesh the Tekoite, Abiezer the Anathothite,
29
ହୁଶାତୀଯ ସିଦ୍ଦଖଯ, ଅହୋହୀଯ ଈଲଯ ;
29
Sibbecai the Hushathite, Ilai the Ahohite,
30
ନଟୋଫାତୀଯ ମହରଯ, ନଟୋଫାତୀଯ, ବାନାଙ୍କର ପୁତ୍ର ହେଲଦ୍ ;
30
Maharai the Netophathite, Heled the son of Baanah the Netophathite,
31
ବିନ୍ଯାମୀନସ୍ଥ ରୀବିଯାର ଗୀବଯଙ୍କ ପୁତ୍ର ଇତ୍ତଯ, ପିରିଯାଥୋନୀଯ ବନାଯ ;
31
Ithai the son of Ribai of Gibeah of the children of Benjamin, Benaiah the Pirathonite,
32
ଗାଶ୍ ନଦୀ ତୀରସ୍ଥ ହୂରିଯ, ଅର୍ଦ୍ଦତୀଯ ଅବୀଯଲେ ;
32
Hurai of the brooks of Gaash, Abiel the Arbathite,
33
ବାହରୁମୀଯ ଅସ୍ମାବତ୍, ଶାଲବନେୀଯ ଇଲୀଯହବ ;
33
Azmaveth the Baharumite, Eliahba the Shaalbonite,
34
ଗଷୋନୀଯ ହାଷମଙ୍କେ ପୁତ୍ରଗଣ, ହରାରୀଯ ଶାଗିର ପୁତ୍ର ଯୋନାଥନ ;
34
the sons of Hashem the Gizonite, Jonathan the son of Shagee the Hararite,
35
ହରାରୀଯ ସାଖରଙ୍କ ପୁତ୍ର ଅହୀଯାମ୍, ଉରର ପୁତ୍ର ଇଲୀଫାଲ ;
35
Ahiam the son of Sacar the Hararite, Eliphal the son of Ur,
36
ମଖରୋତୀଯ ହଫେର୍, ପଲୋନୀୟ ଅହିଯ ;
36
Hepher the Mecherathite, Ahijah the Pelonite,
37
କର୍ମିଲୀଯ ହିଷ୍ରଯ, ଇଷବଯଙ୍କ ପୁତ୍ର ନାରଯ ;
37
Hezro the Carmelite, Naarai the son of Ezbai,
38
ନାଥନଙ୍କ ଭ୍ରାତା ଯାୟେଲ, ହଗ୍ରିଙ୍କ ପୁତ୍ର ମିଭର ;
38
Joel the brother of Nathan, Mibhar the son of Hagri,
39
ଅେମ୍ମାନୀୟ ସେଲକ, ବରେୋତୀର ନହରଯ (ନହରଯ ସରୁଯାଙ୍କ ପୁତ୍ର ଯୋୟାବର ଅସ୍ତ୍ରବାହକ ଥିଲା)
39
Zelek the Ammonite, Naharai the Berothite, the armor bearer of Joab the son of Zeruiah,
40
ୟିତ୍ରୀଯ ଗା ରେବ୍ ;
40
Ira the Ithrite, Gareb the Ithrite,
41
ହିତ୍ତୀଯ ଊରିଯ, ଅହଲଯର ପୁତ୍ର ସାବଦ୍ ;
41
Uriah the Hittite, Zabad the son of Ahlai,
42
ରୁବନଙ୍କେ ପରିବାରବର୍ଗରୁ ଶୀଷାଙ୍କ ପୁତ୍ର ଅଦୀନା। ( ସେ ରୁବନେ ପରିବାର ବର୍ଗର ମୁଖ୍ଯ ଥିଲେ, ଏବଂ ତାଙ୍କ ସହିତ ତିରିଶ ଜଣ ସୈନ୍ଯ ଥିଲେ।) ;
42
Adina the son of Shiza the Reubenite, a chief of the Reubenites, and thirty with him,
43
ମାଖାର ପୁତ୍ର ହାନନ୍, ମିତ୍ନୀଯ ୟୋଶାଫଟ ;
43
Hanan the son of Maacah, and Joshaphat the Mithnite,
44
ଅଷ୍ଟାରୋତୀଯ ଉଷିୟ ; ଅରୋଯରେୀଯ ହୋଥମଙ୍କ ପୁତ୍ରଗଣ ଶାମ୍ ଓ ୟିଯୀଯଲେ,
44
Uzzia the Ashterathite, Shama and Jeiel the sons of Hotham the Aroerite,
45
ଶିମ୍ରିଙ୍କ ପୁତ୍ର ୟିଦୀଯଲେ, ତୀଷୀଯ ୟୋହା ଓ ତାଙ୍କ ଭ୍ରାତା ୟୋହା ;
45
Jediael the son of Shimri, and Joha his brother, the Tizite,
46
ମହବୀଯ ଇଲୀଯଲେ, ଇଲନାମଙ୍କ ପୁତ୍ରଗଣ ୟିରୀବଯ ଓ ୟୋଶବୀଯ ; ମାୟୋବୀଯ ୟିତମା ;
46
Eliel the Mahavite, and Jeribai, and Joshaviah, the sons of Elnaam, and Ithmah the Moabite,
47
ଇଲୀଯଲେ ଓ ଓବେଦ୍ ଓ ମସୋବାଯିଯ ୟାସୀଯଲେ।
47
Eliel, and Obed, and Jaasiel the Mezobaite.
Choose Theme