Home Bibles Parallel ପ୍ରଥମ ବଂଶାବଳୀ 11:18

ପ୍ରଥମ ବଂଶାବଳୀ 11:18

Parallel verse

ଓଡ଼ିଆ ବାଇବେଲ · World English Bible

Change versions

ଓଡ଼ିଆ ବାଇବେଲ

କିନ୍ତୁ ଏହି ତିନିଜଣ ପଲେଷ୍ଟୀୟ ସୈନ୍ଯମାନଙ୍କ ସହିତ ୟୁଦ୍ଧ କରି କରି ସମାନଙ୍କେ ମଧ୍ଯ ଦଇେ ଗଲେ। ଏହି ତିନି ବ୍ଯକ୍ତି ବୈଥଲହମେ ନଗରର ଦ୍ବାର ନିକଟରେ ଥିବା କୂପରୁ କିଛି ଜଳ ନେଲେ। ଏହାପରେ ଏହି ତିନି ବୀର ସହେି ଜଳକୁ ନଇେ ଦାଉଦଙ୍କ ନିକଟକୁ ଆସିଲେ। କିନ୍ତୁ ଦାଉଦ ସହେି ଜଳପାନ କରିବାକୁ ମନା କଲେ। ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ନବୈେଦ୍ଯ ସ୍ବରୂପେ ସହେି ଜଳକୁ ଭୂମିରେ ଢ଼ାଳିଲେ।

World English Bible

The three broke through the host of the Philistines, and drew water out of the well of Bethlehem, that was by the gate, and took it, and brought it to David: but David would not drink of it, but poured it out to Yahweh,

Choose Theme