Home Bibles ☰ Books ସିଫନିୟ 3:20 · ଓଡ଼ିଆ ବାଇବେଲ
ସିଫନିୟ 3:20 · ଓଡ଼ିଆ ବାଇବେଲ

ସେତବେେଳେ ଆମ୍ଭେ ତୁମ୍ଭ ସମସ୍ତଙ୍କୁ ଏକତ୍ର ଫରୋଇ ଆଣିବା। ଆମ୍ଭେ ତୁମ୍ଭମାନଙ୍କୁ ଏପରି ସୁନାମଶାଳୀ କରାଇବା ଯାହା ଫଳ ରେ ସବୁଲୋକ ତୁମ୍ଭମାନଙ୍କର ପ୍ରଶଂସା କରିବେ। ତାହା ଘଟିବ ଯେତବେେଳେ ଆମ୍ଭେ ସମସ୍ତ ବନ୍ଦୀମାନଙ୍କୁ ତୁମ୍ଭ ସମ୍ମୁଖକୁ ଆଣି ମୁକ୍ତ କରିବା, ସଦାପ୍ରଭୁ ଏହି ସମସ୍ତ କହିଥିଲେ।

Cross references

ଦିତୀୟ ବିବରଣ 26:19

ସଦାପ୍ରଭୁ ତୁମ୍ଭମାନଙ୍କ ସମସ୍ତ ଜାତିଙ୍କଠାରକ୍ସ୍ଟ ମହାନ୍ କରିବେ। ସେ ତୁମ୍ଭକୁ ପ୍ରଶଂସା, ଖ୍ଯାତି ଓ ସମ୍ମାନ ଦବେେ। ଏବଂ ତୁମ୍ଭମାନେେ ତାଙ୍କର ନିଜର ପବିତ୍ର ଲୋକ ହବେ। ସେ ଯେପରି ପ୍ରତିଜ୍ଞା କରିଛନ୍ତି।

ଗୀତସଂହିତା 35:6

ସମାନଙ୍କେ ରାସ୍ତାକୁ ଅନ୍ଧକାର ଓ ପିଚ୍ଛିଳ କରିଦିଅ, ୟାହା ଫଳରେ ସଦାପ୍ରଭୁଙ୍କ ଦୂତମାନେ ସମାନଙ୍କେୁ ସହଜରେ ଧରି ପାରିବେ।

ଯିଶାଇୟ 11:11

ସହେି ସମୟରେ ମାରେ ପ୍ରିଯ ପ୍ରଭୁ ପୁନର୍ବାର ଆସିବେ ଓ ଅବଶିଷ୍ଟାଂଶ ଲୋକଙ୍କୁ ନବେେ। ଏହା ଦ୍ବିତୀୟ ଥର ଆପଣା ହସ୍ତ ସ୍ଥାପନ କରିବେ। ଏହି ପରମେଶ୍ବରଙ୍କ ଲୋକମାନେ ଅଶୂର, ଉତ୍ତର ମିଶର, ଦକ୍ଷିଣ ମିଶର, ଇଥିଓପିଆ, ଏଲମ୍, ବାବିଲୋନୀଯ, ହମାଥରୁ ଏବଂ ପୃଥିବୀର ସମସ୍ତ ଦୁର ଦେଶରୁ ଆସିବେ।

ଯିଶାଇୟ 27:12

ସଦେିନ ସଦାପ୍ରଭୁ ଅନ୍ୟମାନଙ୍କଠାରୁ ତାଙ୍କର ଦାସମାନଙ୍କୁ ଅଲଗା କରିବେ। ଫରାତ୍ ନଦୀଠାରୁ ଆରମ୍ଭକରି ମିଶର ନଦୀ ପର୍ୟ୍ଯନ୍ତ ସେ ଲୋକମାନଙ୍କୁ ଏକତ୍ରୀତ କରିବେ।

ଯିଶାଇୟ 56:5

ସମାନଙ୍କେୁ ଆମ୍ଭେ ଆମ୍ଭ ମନ୍ଦିର ମଧିଅରେ ଓ ଆମ୍ଭ ପ୍ରାଚୀର ଭିତ ରେ ପୁତ୍ର କନ୍ଯା ଅପେକ୍ଷା ଉତ୍ତମ ସ୍ମରଣାର୍ଥକ ସ୍ତମ୍ଭ ଓ ନାମ ଦବୋ।'

ଯିଶାଇୟ 56:8

ସଦାପ୍ରଭୁ ମାରେ ପ୍ରଭୁ ଏହିସବୁ କହିଛନ୍ତି,

ଯିଶାଇୟ 60:15

ତୁମ୍ଭେ ପରିତ୍ଯକ୍ତା ଓ ଘୃଣିତା ହାଇେଥିବାରୁ କହେି ତୁମ୍ଭ ମଧ୍ଯ ଦଇେ ୟାତାଯାତ କଲେ ନାହିଁ। ତା' ପରିବର୍ତେ ଆମ୍ଭେ ତୁମ୍ଭକୁ ଅନନ୍ତକାଳସ୍ଥାଯୀ ଗୌରବ ଓ ଅନକେ ପୁରୁଷାନୁକ୍ରମେ ଆନନ୍ଦସ୍ବରୂପ କରିବା।

ଯିଶାଇୟ 61:9

ପୁଣି ସମାନଙ୍କେ ବଂଶ ଅନ୍ୟ ଦେଶୀଯମାନଙ୍କ ମଧିଅରେ ଓ ସମାନଙ୍କେ ସନ୍ତାନଗଣ ଗୋଷ୍ଠୀମାନଙ୍କ ମଧିଅରେ ବିଖ୍ଯାତ ହବେେ। ସମାନେେ ସଦାପ୍ରଭୁଙ୍କର ଆଶୀର୍ବାଦପ୍ରାପ୍ତ ବଂଶ ବୋଲି ସମାନଙ୍କେୁ ଦେଖିବା ଲୋକ ସମସ୍ତେ ସ୍ବୀକାର କରିବେ।

ଯିଶାଇୟ 62:7

ହେ ସଦାପ୍ରଭୁଙ୍କ ସ୍ମରଣକାରୀ ଲୋକମାନେ, କ୍ଷାନ୍ତ ହୁଅ ନାହିଁ, ଯେ ପର୍ୟ୍ଯନ୍ତ ସଦାପ୍ରଭୁ ଶାନ୍ତି ପ୍ରତିଷ୍ଠା କରନ୍ତି ଏବଂ ଏହାର ପ୍ରଶଂସା ବିଚାର ଚକ୍ଷୁ ରେ ଅନୁକୂଳ ସର୍ବୋଚ୍ଚ ସ୍ଥିତ ହବୋ ପର୍ୟ୍ଯନ୍ତ ୟିରୁଶାଲମ ରେ ଆନନ୍ଦ ଉଠାଅ।

ଯିଶାଇୟ 62:12

ଲୋକମାନେ ସମାନଙ୍କେୁ ଡ଼ାକିବେ, ପବିତ୍ର ସଦାପ୍ରଭୁଙ୍କର ଲୋକ, ମୁକ୍ତି ହାଇେଥିବା ଲୋକମାନେ। ତୁମ୍ଭେ ପରିଣତ ହବେ ଗୋଟିଏ ପରମେଶ୍ବରଙ୍କର ଅପରିତ୍ଯକ୍ତା ନଗରୀ, ଏବଂ ଅନ୍ବଷେଣ ବୋଲି ଡାକିଲେ।

ଯିଶାଇୟ 66:22

କାରଣ ଆମ୍ଭେ ଯେଉଁ ନୂତନ ସ୍ବର୍ଗମଣ୍ଡଳ ଓ ନୂତନ ପୃଥିବୀ ନିର୍ମାଣ କରିବା, ତାହା ଯେପରି ଆମ୍ଭ ସମ୍ମୁଖ ରେ ସ୍ଥାଯୀ ହବେ, ସହେିପରି ତୁମ୍ଭମାନଙ୍କର ବଂଶ ଓ ତୁମ୍ଭମାନଙ୍କର ନାମ ସ୍ଥାଯୀ ହବେ, ଏହା ସଦାପ୍ରଭୁ କୁହନ୍ତି।

ଯିରିମିୟ 23:3

ଆମ୍ଭେ ଯେଉଁ ଯେଉଁ ଦେଶକୁ ଆମ୍ଭର ପଲକୁ ତଡ଼ି ଦଇେଅଛୁ, ସହେିସବୁ ଦେଶରୁ ସମାନଙ୍କେର ଅବଶିଷ୍ଟାଂଶ ସଂଗ୍ରହ କରିବା। ଆଉ ପୁନର୍ବାର ସମାନଙ୍କେୁ ସମାନଙ୍କେର ବାସ ସ୍ଥାନକୁ ଫରୋଇ ଆଣିବା। ସେତବେେଳେ ସମାନେେ ପ୍ରଜାବନ୍ତ ଓ ବହୁ ସଂଖ୍ଯକ ହବେେ।

ଯିରିମିୟ 29:14

ସଦାପ୍ରଭୁ କହନ୍ତି, ଆମ୍ଭେ ତୁମ୍ଭମାନଙ୍କୁ ଆମ୍ଭର ଉଦ୍ଦେଶ୍ଯ ପାଇବାକୁ ଦବୋ। ଆମ୍ଭେ ତୁମ୍ଭମାନଙ୍କର ବନ୍ଦୀ ଅବସ୍ଥା ପରିବର୍ତ୍ତନ କରିଥିଲୁ, କିନ୍ତୁ ଆମ୍ଭେ ସଠାରୁେ ତୁମ୍ଭମାନଙ୍କୁ ପୁନଃ ଏକତ୍ରୀତ କରିବା। ପୁଣି ସଦାପ୍ରଭୁ କହନ୍ତି, ଆମ୍ଭେ ପୁନର୍ବାର ତୁମ୍ଭମାନଙ୍କୁ ନିର୍ବାସନ ସ୍ଥାନରୁ ଫରୋଇ ଆଣିବା।

ଯିରିମିୟ 33:9

ତା'ପ ରେ ୟିରୁଶାଲମ ପୃଥିବୀସ୍ଥ ଦେଶମାନଙ୍କ ମଧିଅରେ ଏକ ଶ୍ ରେଷ୍ଠ ସ୍ଥାନ ହବେ। ଲୋକମାନେ ଏପରି ସୁଖ ରେ ରହିବେ ଯେ ଅନ୍ୟ ଗୋଷ୍ଠୀଗଣ ତା'ର ପ୍ରଶଂସା ଓ ଗୌରବ ଗାନ କରିବେ। ଆମ୍ଭେ ତାହା ପାଇଁ ମଙ୍ଗଳ ଓ ଶାନ୍ତି ଆଯୋଜନ କରିବା, ତାହା ସମାନେେ ଶ୍ରବଣ କରିବେ। ଅନ୍ୟ ଲୋକେ ଭୀତ ଓ ଆଶ୍ଚର୍ୟ୍ଯ ହବେେ।

Interlinear

Choose Theme