Home Bibles ଯିଖରିୟ 7:2 · ଓଡ଼ିଆ ବାଇବେଲ
ଯିଖରିୟ 7:2 · ଓଡ଼ିଆ ବାଇବେଲ

ବୈଥଲେସ୍ଥ ଲୋକମାନେ ଶ ରେତ୍ସର, ରଗେମ୍ମଲକେ ଓ ତାଙ୍କ ଲୋକଙ୍କୁ ସଦାପ୍ରଭୁଙ୍କର ଅନୁଗ୍ରହ ଦେଖିବା ପାଇଁ ପ୍ ରରଣେ କଲେ।

Cross references

ଯାତ୍ରା ପୁସ୍ତକ 32:11

କିନ୍ତୁ ମାଶାେ ତା'ର ସଦାପ୍ରଭୁ ପରମେଶ୍ବରଙ୍କୁ ଭିକ୍ଷା ମାଗିଲେ, ହେ ସଦାପ୍ରଭୁ, ତୁମ୍ଭର କୋରଧ ରେ ତୁମ୍ଭର ଲୋକମାନଙ୍କୁ ଧ୍ବଂସ କର ନାହିଁ। ତୁମ୍ଭେ ଆପଣା ଶକ୍ତି ବଳର ସମାନଙ୍କେୁ ମିଶରରୁ ବାହାର କରି ଆଣିଥିଲ।

ପ୍ରଥମ ଶାମୁୟେଲ 13:12

ଏଥିପାଇଁ ମୁ ଭାବିଲି, 'ପଲେଷ୍ଟୀୟମାନେ ଗିଲ୍ଗଲ ଆସି ଆକ୍ରମଣ କରିବେ ମାତ୍ର ମୁ ସଦାପ୍ରଭୁଙ୍କର ଅନକ୍ସ୍ଟଗ୍ରହ ମାଗି ନାହିଁ। ତେଣୁ ମୁ ବାଧ୍ଯ ହାଇେ ହାମବେଳି ଉତ୍ସର୍ଗ କରିଛି।'

ପ୍ରଥମ ରାଜାବଳୀ 13:6

ତା'ପରେ ରାଜା ୟାରବିଯାମ ପରମେଶ୍ବରଙ୍କ ଲୋକକୁ ନିବଦନେ କରି କହିଲେ, ତୁମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ବରଙ୍କୁ ମାରେବାହୁର ଆରୋଗ୍ୟ ପାଇଁ ପ୍ରାର୍ଥନା କର।

ଏଜ୍ରା 2:28

ବୈଥଲରେ ଓ ଅଯ ସହରରୁ 223 ଜଣ।

ଏଜ୍ରା 6:10

ତହିଁରେ ସମାନେେ ସ୍ବର୍ଗସ୍ଥ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ସୌରଭାର୍ଥକ ବଳି ଉତ୍ସର୍ଗ କରିବେ, ଆଉ ରାଜାର ଓ ତାହାର ପୁତ୍ରମାନଙ୍କର ଜୀବନ ପ୍ରାର୍ଥନା କରିବେ।

ଏଜ୍ରା 7:15

ମୁଁ ଏବଂ ମାରେ ଉପଦେଷ୍ଟାମାନେ ତୁମ୍ଭକୁ ଯେଉଁ ସୁନା ଓ ରୂପା ଇଶ୍ରାୟେଲର ପରମେଶ୍ବରଙ୍କୁ ଦଇେଅଛୁ। ପରମେଶ୍ବର ୟିରୁଶାଲମ ରେ ବାସ କରନ୍ତି। ତୁମ୍ଭେ ନିଶ୍ଚିତ ଏହି ସୁନା ଓ ରୂପା ତୁମ୍ଭମାନଙ୍କ ସହିତ ନବେ।

ଏଜ୍ରା 8:28

ଏବଂ ମୁଁ ବାରଜଣ ଯାଜକମାନଙ୍କୁ କହିଲି, ତୁମ୍ଭମାନେେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପବିତ୍ର ଓ ପାତ୍ର ସବୁ ପବିତ୍ର, ଆଉ ଏହି ରୂପା ଓ ସୁନା ତୁମ୍ଭମାନଙ୍କ ସଦାପ୍ରଭୁ ପୂର୍ବପୁରୁଷମାନଙ୍କର ପରମେଶ୍ବର ଉଦ୍ଦେଶ୍ଯ ରେ ସ୍ବେଚ୍ଛାଦତ୍ତ ଉପହାର ଅଟେ।

ଯିଶାଇୟ 60:7

କଦରରେ ସମସ୍ତ ମଷେ ତୁମ୍ଭ ନିକଟରେ ଏକତ୍ରୀତ ହବେେ ଓ ନବାଯୋତର ମଷେପଲ ତୁମ୍ଭର ସବୋ କରିବେ। ସମାନେେ ଆମ୍ଭଦ୍ବାରା ଗ୍ରାହ୍ଯ ହାଇେ ଆମ୍ଭ ୟଜ୍ଞବଦେୀ ନିକଟକୁ ଆସିବେ ଓ ଆମ୍ଭେ ଆମ୍ଭର ଭୂଷଣସ୍ବରୂପ ମନ୍ଦିରକୁ ଭୂଷତ କରିବା।

ଯିରିମିୟ 26:19

ଯିହୁଦାର ରାଜା ହିଜକିଯ ଓ ଯିହୁଦାର ସମସ୍ତ ଲୋକ ମୀଖାକୁ ବଧ କରି ନ ଥିଲେ। ହିଜକିଯ ସଦାପ୍ରଭୁଙ୍କୁ ଭୟ କରି ସଦାପ୍ରଭୁଙ୍କର ଅନୁଗ୍ରହ ପ୍ରାର୍ଥନା କଲେ। ତେଣୁ ସଦାପ୍ରଭୁ ସମାନଙ୍କେ ବିରୁଦ୍ଧ ରେ ଯେଉଁ ଅମଙ୍ଗଳର କଥା କହିଥିଲେ, ତାହା କରିବାରୁ ସେ ନିବୃତ୍ତ ହେଲେ। ଯଦି ଆମ୍ଭମାନେେ ଯିରିମିୟଙ୍କ ପ୍ରତି କିଛି କରୁ, ତବେେ ଆମ୍ଭମାନଙ୍କ ପ୍ରାଣର ପ୍ରତିକୂଳ ରେ ଅମଙ୍ଗଳ କରୁଅଛୁ।

ଯିଖରିୟ 6:10

ହିଲ୍ଦଯ, ଟୋବିୟ ଓ ୟିଦାଯ ବାବିଲରୁ ଆସିଥିବା ସହେି ନିର୍ବାସିତଙ୍କ ମଧ୍ଯରୁ ଅଟନ୍ତି। ସୁନା ଓ ରୂପା ସମାନଙ୍କେଠାରୁ ନିଅ ଏବଂ ସିଫନିଯର ପୁତ୍ର ଯୋଶିୟଯର ଗୃହକୁ ୟାଅ।

ଯିଖରିୟ 8:21

ଗୋଟିଏ ନଗରର ଲୋକମାନେ ଆଉ ଗୋଟିଏ ନଗରକୁ ଯିବେ ଏବଂ କହିବେ, 'ଆସ ସଦାପ୍ରଭୁଙ୍କଠାରୁ ଅନୁଗ୍ରହ ପାଇବା ପାଇଁ ପ୍ରାର୍ଥନା କରିବା।' ଆସ ୟିବା ସର୍ବଶକ୍ତିମାନ୍ ସଦାପ୍ରଭୁଙ୍କର ଉପାସନା କରିବା। 'ମୁଁ ନିଜେ ମଧ୍ଯ ଯାଉଛି।'

Interlinear

Choose Theme