Home Bibles ଏଜ୍ରା 8:28 · ଓଡ଼ିଆ ବାଇବେଲ
ଏଜ୍ରା 8:28 · ଓଡ଼ିଆ ବାଇବେଲ

ଏବଂ ମୁଁ ବାରଜଣ ଯାଜକମାନଙ୍କୁ କହିଲି, ତୁମ୍ଭମାନେେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପବିତ୍ର ଓ ପାତ୍ର ସବୁ ପବିତ୍ର, ଆଉ ଏହି ରୂପା ଓ ସୁନା ତୁମ୍ଭମାନଙ୍କ ସଦାପ୍ରଭୁ ପୂର୍ବପୁରୁଷମାନଙ୍କର ପରମେଶ୍ବର ଉଦ୍ଦେଶ୍ଯ ରେ ସ୍ବେଚ୍ଛାଦତ୍ତ ଉପହାର ଅଟେ।

Cross references

ଲେବୀୟ ପୁସ୍ତକ 21:6

ସମାନେେ ନିଶ୍ଚଯ ସମାନଙ୍କେର ପରମେଶ୍ବରଙ୍କ ପାଇଁ ପବିତ୍ର ହବେେ। ସମାନେେ ସମାନଙ୍କେର ପରମେଶ୍ବରଙ୍କ ନାମକୁ ଅପବିତ୍ର କରିବା ଉଚିତ୍ ନୁହେଁ। କାରଣ ସମାନେେ ସଦାପ୍ରଭୁଙ୍କୁ ଉପହାର ଦିଅନ୍ତି। ଅର୍ଥାତ୍ ପରମେଶ୍ବରଙ୍କ ଖାଦ୍ୟ ସମାନେେ ଦିଅନ୍ତି। ତେଣୁ ସମାନେେ ନିଶ୍ଚଯ ପବିତ୍ର ହବୋ ଉଚିତ୍।

ଲେବୀୟ ପୁସ୍ତକ 22:2

ତୁମ୍ଭେ ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ କୁହ, ତୁମ୍ଭମାନେେ ଇଶ୍ରାୟେଲ ସନ୍ତାନଗଣର ପବିତ୍ରୀକୃତ ଦ୍ରବ୍ଯ ବିଷଯ ରେ ସାବଧାନ ହୁଅ, ସହେି ପବିତ୍ର ଦ୍ରବ୍ଯ ମାେ ଉଦ୍ଦେଶ୍ଯ ରେ ଉତ୍ସର୍ଗୀକୃତ। ତେଣୁ ତୁମ୍ଭେ ଯାଜକମାନେ ତାକୁ ଗ୍ରହଣ କରିବ ନାହିଁ। ତୁମ୍ଭମାନେେ ସେସବୁ ବ୍ଯବହାର କରି ଆମ୍ଭ ନାମ ରେ ଅପବିତ୍ର କର ନାହିଁ। ଆମ୍ଭେ ସଦାପ୍ରଭୁ ଅଟୁ।

ଗଣନା ପୁସ୍ତକ 4:4

ସମାଗମ ତମ୍ବୁ ରେ ମହାପବିତ୍ର ଦ୍ରବ୍ଯାଦିର ଯତ୍ନ ନବୋ କହାତ ପରିବାରବର୍ଗର କାର୍ୟ୍ଯ ଅଟେ।

ଗଣନା ପୁସ୍ତକ 4:19

ମାତ୍ର ସମାନେେ ମହାପବିତ୍ର ସ୍ଥାନ ରେ ଥିବା ବସ୍ତ୍ରର ନିକଟବର୍ତ୍ତୀ ହେଲା ବେଳେ ଯେପରି ନ ମରନ୍ତି, ଏଥିପାଇଁ ତୁମ୍ଭେ ମାନେ ସମାନଙ୍କେ ପ୍ରତି ଏହିପରି କରିବ; ହାରୋଣ ଓ ତାହାର ପୁତ୍ରଗଣ ଭିତର ୟାଇ ସମାନଙ୍କେର ପ୍ରେତ୍ୟକକ ଜଣକୁ ଆପଣା ଆପଣା ସବୋ ରେ ଓ ଭାର ବହନ ରେ ନିୟୁକ୍ତି କରିବେ।

ଗଣନା ପୁସ୍ତକ 7:13

ପ୍ରତି ଅଧିପତି 130 ଶେକଲ ଓଜନ ବିଶିଷ୍ଟ ରୌପ୍ୟ ଏବଂ ସତୁରି ଶେକଲ ଓଜନ ବିଶିଷ୍ଟ ଗିନା ଅଧିକାରୀମାନଙ୍କର ମାପ ଅନୁସାରେ ଦେଲେ।

ଗଣନା ପୁସ୍ତକ 7:84

ତହୁଁ ଏହିସବୁ ଦ୍ରବ୍ଯ ବଦେିର ଅଭିଷକେ ଦିନ, ଇଶ୍ରାୟେଲ ଅଧିପତିଗଣ ଦ୍ବାରା ଦତ୍ତ ହାଇେଥିଲା। ଯଥା:

ଦିତୀୟ ବିବରଣ 33:8

ମାଶାେ ଲବେୀଙ୍କ ବିଷଯ ରେ ଏହି କଥା କହିଲେ, ଲବେୀ ତୁମ୍ଭର ଅନକ୍ସ୍ଟସରଣକାରୀ ଲୋକ। ସଦାପ୍ରଭୁ, ତୁମ୍ଭର ତକ୍ସ୍ଟମ୍ମୀମ୍ ଓ ଊରୀମ୍ ତକ୍ସ୍ଟମ୍ଭ ଆର୍ମୀକ ପୁରୁଷ ସହିତ ଅଛନ୍ତି। ତୁମ୍ଭେ ମଃସା ରେ ତାହାର ପରୀକ୍ଷା କଲ। ମରୀବାଃ ଜଳ ନିକଟରେ ତୁମ୍ଭେ ତାଙ୍କୁ ବି ରୋଧ କଲ ଏବଂ ତୁମ୍ଭେ ସଠାେରେ ଜାଣିଲ, ଯେ ସେ ତୁମ୍ଭର ଲୋକ।

ପ୍ରଥମ ରାଜାବଳୀ 7:48

ଶଲଲାମନ ସଦାପ୍ରଭୁଙ୍କ ମନ୍ଦିର ପାଇଁ ବହତ ସାମଗ୍ରୀ ସୁବର୍ଣ୍ଣର ପାଇଲଲ। ଏଗୁଡିକ ସଦାପ୍ରଭୁଙ୍କ ମନ୍ଦିର ନିମିତ୍ତ ତିଆରିସହଲା।ସସଗୁଡିକ ଯଥା:

ପ୍ରଥମ ବଂଶାବଳୀ 23:28

ସଦାପ୍ରଭୁଙ୍କ ମନ୍ଦିରର ସବୋକାର୍ୟ୍ଯ ରେ ହାରୋଣଙ୍କ ବଂଶଧରମାନଙ୍କୁ ସାହାୟ୍ଯ କରିବା ଲବେୀୟମାନଙ୍କ କାର୍ୟ୍ଯ ଥିଲା। ଲବେୀୟମାନେ ଆହୁରି ମଧ୍ଯ ମନ୍ଦିରର ପ୍ରାଙ୍ଗଣ ଓ ପାଶର୍‌ବବର୍ତ୍ତୀ କଠାେରୀଗୁଡ଼ିକର ଯତ୍ନ ନେଉଥିଲେ। ସମସ୍ତ ପବିତ୍ର ସାମଗ୍ରୀକୁ ଶୁଚି କରିବା ସମାନଙ୍କେର କାର୍ୟ୍ଯ ଥିଲା। ପରମେଶ୍ବରଙ୍କ ମନ୍ଦିରର ସବୋ କରିବା କାର୍ୟ୍ଯ ସମାନଙ୍କେର ଥିଲା।

ପ୍ରଥମ ବଂଶାବଳୀ 26:20

ଅହିଯ ଲବେୀୟ ଗୋଷ୍ଠୀରୁ ଆସିଥିଲେ। ଅହିଯ ପରମେଶ୍ବରଙ୍କ ମନ୍ଦିର ରେ ଥିବା ବହୁମୂଲ୍ଯ ସାମଗ୍ରୀଗୁଡ଼ିକର ରକ୍ଷଣାବେକ୍ଷଣ ଦାଯିତ୍ବ ରେ ଥିଲେ। ଯେଉଁ ସ୍ଥାନମାନଙ୍କ ରେ ପବିତ୍ର ସାମଗ୍ରୀଗୁଡ଼ିକ ରଖାୟାଇଥିଲା। ଅହିଯ ତାହାର ଦାଯିତ୍ବ ରେ ମଧ୍ଯ ଥିଲେ।

ଦିତୀୟ ବଂଶାବଳୀ 24:14

ଯେତବେେଳେ ଶ୍ରମିକମାନଙ୍କର କାର୍ୟ୍ଯ ସମାପ୍ତ ହେଲା, ସମାନେେ ବଳିଥିବା ଟଙ୍କାକୁ ରାଜା ଯୋୟାଶ୍ ଓ ଯିହାୟୋଦାରଦାଙ୍କ ନିକଟକୁ ଆଣିଲେ। ସମାନେେ ସହେି ଟଙ୍କାକୁ ସଦାପ୍ରଭୁଙ୍କ ମନ୍ଦିରର ସାମଗ୍ରୀ ନିର୍ମାଣ କରିବା ରେ ବ୍ଯବହାର କଲେ। ସହେି ସାମଗ୍ରୀଗୁଡ଼ିକ ମନ୍ଦିରର ସବୋକାର୍ୟ୍ଯ ଓ ନବୈେଦ୍ଯ ହାମବେଳି ଉପହାର ଉତ୍ସର୍ଗ କରିବା ପାଇଁ ବ୍ଯବହୃତ ହେଲା। ସମାନେେ ସୁନା ଓ ରୂପାରୁ ପାତ୍ରମାନ ଓ ଅନ୍ଯାନ୍ଯ ସାମଗ୍ରୀ ନିର୍ମାଣ କଲେ। ଯିହାୟୋଦାରଦା ଜୀବିତ ଥିବା ପର୍ୟ୍ଯନ୍ତ ଯାଜକମାନେ ସଦାପ୍ରଭୁଙ୍କ ମନ୍ଦିର ରେ ପ୍ରତିଦିନ ହାମବେଳି ଉପହାରମାନ ଉତ୍ସର୍ଗ କଲେ।

ଏଜ୍ରା 1:7

ଆଉ ନବୂଖଦ୍ନିତ୍ସର ସଦାପ୍ରଭୁଙ୍କ ମନ୍ଦିରର ଯେ ସକଳ ପାତ୍ର ୟିରୁଶାଲମରୁ ଆଣି ଆପଣା ମିଥ୍ଯା ଦବେତାଗଣଙ୍କ ମନ୍ଦିର ରେ ରଖିଥିଲା, କୋରସ ରାଜା ତାହାସବୁ ବାହାର କରି ଆଣିଲା।

ଯିଶାଇୟ 52:11

ତୁମ୍ଭମାନେେ ପ୍ରସ୍ଥାନ କର, ପ୍ରସ୍ଥାନ କର। ବାବିଲରୁ ବାହାରି ୟାଅ, ଅଶୁଚି ବସ୍ତୁ ଛୁଅଁ ନାହିଁ। ତୁମ୍ଭମାନେେ ତା'ମଧ୍ଯରୁ ଚାଲିୟାଅ। ହେ ସଦାପ୍ରଭୁଙ୍କ ଯାଜକଗଣ, ତୁମ୍ଭମାନେେ ଶୁଚି ହୁଅ।

Interlinear

Choose Theme