Home Bibles ଯିଖରିୟ 14:20 · ଓଡ଼ିଆ ବାଇବେଲ
ଯିଖରିୟ 14:20 · ଓଡ଼ିଆ ବାଇବେଲ

ସହେିଦିନ 'ସଦାପ୍ରଭୁଙ୍କ ପବିତ୍ର' ଏପରିକି ଅଶ୍ବଗଣର ଘଣ୍ଟି ରେ ମଧ୍ଯ ଲଖାୟିବେ। ଆଉ ମଧ୍ଯ ସଦାପ୍ରଭୁଙ୍କ ମନ୍ଦିର ରେ ବ୍ଯବହୃତ ସମସ୍ତ ପାତ୍ର ୟଜ୍ଞବଦେୀର ଜଳପାତ୍ର ତୁଲ୍ଯ ହବେ।

Cross references

ଯାତ୍ରା ପୁସ୍ତକ 25:29

ଏହାର ଥାଳି, ବାଟି, ଜଗ୍ ଓ ପିଆଲା ଶୁଦ୍ଧ ସୁବର୍ଣ୍ଣ ରେ ନିର୍ମାଣ କର। ଜଗ୍ ଓ ପିଆଲାଗୁଡିକ ପଯେ ନବୈେଦ୍ଯ ପାଇଁ ବ୍ଯବହୃତ ହବେ।

ଯାତ୍ରା ପୁସ୍ତକ 28:33

ତୁମ୍ଭେ ତହିଁର ଅଞ୍ଚଳର ଚତୁର୍ଦ୍ଦିଗ ରେ ନୀଳ, ଧୂମ୍ର ଓ ସିନ୍ଦୁର ବର୍ଣ୍ଣର ଡାଳିମ୍ବ କରିବ। ଆଉ ଚାରି ଦିଗ ରେ ତହିଁ ମଧିଅରେ ସ୍ବର୍ଣଘଣ୍ଟି ରହିବ।

ଯାତ୍ରା ପୁସ୍ତକ 28:36

ଶୁଦ୍ଧ ସୁବର୍ଣ୍ଣର ଏକ ପାତ୍ର ତିଆରି କର ଏବଂ େଛାଟ ମାହେର ରେ ଖାଦେିତ କଲାପରି ଏହା ଉପରେ ଖୋଦନ କର, ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପବିତ୍ର।

ଯାତ୍ରା ପୁସ୍ତକ 37:16

ତା'ପରେ ସେ ଥାଳି, ଚାମଚ, ଗରା, ଗଡୁ ସବୁକୁ ସୁବର୍ଣ୍ଣ ରେ ତିଆରି କଲେ। ସହେି ଗରା ଓ ଗଡୁସବୁ ପଯେ ନବୈେଦ୍ଯ ଢାଳିବା ରେ ବ୍ଯବହୃତ ହୁଏ।

ଯାତ୍ରା ପୁସ୍ତକ 39:30

ଏହାପରେ ସମାନେେ ଶୁଦ୍ଧ ସୁବର୍ଣ୍ଣ ରେ ପବିତ୍ର ମୁକୁଟର ଫଳକ ପ୍ରସ୍ତୁତ କରି ଖାଦେିତ ସଦାପ୍ରଙ୍କ ଉଦ୍ଦେଶ୍ଯ ରେ ପବିତ୍ର ଏହା ଏକ ମାହେର ପରି ଲେଖିଲେ।

ଲେବୀୟ ପୁସ୍ତକ 6:28

ଯଦି ତାହା ମାଟିପାତ୍ର ରେ ପାକ କରାୟାଏ ତବେେ ତାହା ଭଙ୍ଗା ୟିବ, ଯବେେ ପିତ୍ତଳ ପାତ୍ର ରେ ତାହା ପାକ ହୁଏ ତବେେ ତାହା ମଜା ୟିବ ଓ ଜଳ ରେ ପରିଷ୍କୃତ ହବେ।

ଲେବୀୟ ପୁସ୍ତକ 8:9

ପୁଣି ତାଙ୍କ ମସ୍ତକରେ ପଗଡି ରଖିଲେ, ପଗଡି ସମ୍ମୁଖ ରେ ସ୍ବର୍ଣ୍ଣପତ୍ରର ପବିତ୍ର ମୁକୁଟ ଦେଲେ, ମାଶାେ ସଦାପ୍ରଭୁଙ୍କ ଆଜ୍ଞା ଆନୁସା ରେ ଏହା କଲେ।

ଗଣନା ପୁସ୍ତକ 4:7

ଏହାପରେ ସମାନେେ ପବିତ୍ର ମଜେ ଉପରେ ନୀଳବର୍ଣ୍ଣର ଏକ ବସ୍ତ୍ର ବିଛାଇବା ଉଚିତ୍ ଏବଂ ତାହା ଉପରେ ଥାଳୀ, ଚାମଚ, ପାତ୍ର ଜାର୍ ପଯେ ନବୈେଦ୍ଯ ରଖିବା ଉଚିତ୍। ଦର୍ଶନୀଯ ରୋଟୀ ସବୁବେଳେ ସେଥି ରେ ରଖିବା ଉଚିତ୍।

ଗଣନା ପୁସ୍ତକ 4:14

ଆଉ ତା'ଉପରେ ସମାନେେ ଅଙ୍ଗାରଧାନୀ, ତସଲା, କଣ୍ଟା କୋଦାଳ, ଗହୀରା ପାତ୍ର ପ୍ରଭୃତି ୟଜ୍ଞବଦେୀ ରେ ସବୋର୍ଥକ ସମସ୍ତ ପାତ୍ର ରଖିବେ। ତହୁଁ ସମାନେେ ତାଉପରେ ଶିଶୁକଚର୍ମର ଆଚ୍ଛାଦନ ଦବେେ ଏବଂ କଡା ମଧିଅରେ ସାଙ୍ଗି ଲଗାଇବେ।

ଗଣନା ପୁସ୍ତକ 7:13

ପ୍ରତି ଅଧିପତି 130 ଶେକଲ ଓଜନ ବିଶିଷ୍ଟ ରୌପ୍ୟ ଏବଂ ସତୁରି ଶେକଲ ଓଜନ ବିଶିଷ୍ଟ ଗିନା ଅଧିକାରୀମାନଙ୍କର ମାପ ଅନୁସାରେ ଦେଲେ।

ଗଣନା ପୁସ୍ତକ 7:19

ପ୍ରତି ଅଧିପତି 130 ଶେକଲ ଓଜନ ବିଶିଷ୍ଟ ରୌପ୍ୟ ଏବଂ ସତୁରି ଶେକଲ ଓଜନ ବିଶିଷ୍ଟ ଗିନା ଅଧିକାରୀମାନଙ୍କର ମାପ ଅନୁସାରେ ଦେଲେ।

ଗଣନା ପୁସ୍ତକ 7:84

ତହୁଁ ଏହିସବୁ ଦ୍ରବ୍ଯ ବଦେିର ଅଭିଷକେ ଦିନ, ଇଶ୍ରାୟେଲ ଅଧିପତିଗଣ ଦ୍ବାରା ଦତ୍ତ ହାଇେଥିଲା। ଯଥା:

ପ୍ରଥମ ଶାମୁୟେଲ 2:14

ଆଉ ଯାଜକର ସବେକ ମାଂସକକ୍ସ୍ଟ ତସଲା ବା ହଣ୍ତାରକ୍ସ୍ଟ ବାହାର କରିବା ପାଇଁ କଣ୍ଟା ଚାମକ୍ସ୍ଟଚର ବ୍ଯବହାର କରିବା ଉଚିତ୍।କଣ୍ଟା ଗ୍ଭମକ୍ସ୍ଟଚ ଦ୍ବାରା ଯେତିକି ସବେକ ଆଣିଥାଏ କବଳେ ସତେିକି ହିଁ ଯାଜକ ନବୋ ଉଚିତ୍। ଇଶ୍ରାୟେଲ ଲୋକମାନେ ଯେଉଁମାନେ ଶି ଲୋକକ୍ସ୍ଟ ଉପାସନା କରିବା ପାଇଁ ଆସନ୍ତି, ଏହା ଯାହା କି ଯାଜକଗଣ ନବୈେଦ୍ଯ ପ୍ରତି କରିବା ଉଚିତ୍।

ପ୍ରଥମ ରାଜାବଳୀ 7:50

ସୁବର୍ଣ୍ଣର ଫୁଲସବୁ, ଖାଣ୍ଟି ସୁନାର ଗ୍ଭମଚ ଓ ପାତ୍ରସବୁ ଯଥା, କଇଁଚି, କୁଣ୍ତସବୁ, ଅଙ୍ଗାରଧାନୀ ଏବଂ ଭିତର ପାଖର କବାଟ ପାଇଁ ଅର୍ଥାତ୍ ମହାପବିତ୍ର ସ୍ଥାନର ଓ ମନ୍ଦିରର ମୂଖ୍ୟ କୋଠରୀର କବାଟ ପାଇଁ ସୁବର୍ଣ୍ଣର କ‌ବ୍‌ଜା ନିର୍ମାଣ କଲେ।

ଦିତୀୟ ବଂଶାବଳୀ 4:8

ଶଲୋମନ ଦଶଟି ମଜେ ତିଆରି କରି ମନ୍ଦିର ରେ ରଖିଲେ। ମନ୍ଦିରର ଉଭୟ ଦକ୍ଷିଣ ଓ ବାମ ପାଶର୍‌ବ ରେ ପାଞ୍ଚଟି କରି ମଜେ ରଖାଗଲା। ଆଉ 100ଟି େଛାଟ ପ୍ରକ୍ଷାଳନ ପାତ୍ର ତିଆରି କରିବା ନିମନ୍ତେ ଶଲୋମନ ସୁନା ବ୍ଯବହାର କଲେ।

ଗୀତସଂହିତା 110:3

ତୁମ୍ଭ ପରାକ୍ରମର ଦିନରେ, ଯେତବେେଳେ ତୁମ୍ଭର ସୈନ୍ଯବାହିନୀ ଏକତ୍ର ହବେେ, ତୁମ୍ଭ ଲୋକମାନେ ସ୍ବଇଚ୍ଛାରେ ମିଶିବେ। ପବିତ୍ର ପର୍ବତ ଉପରେ ଅତି ପ୍ରଭାତରେ ସମାନେେ ମିଳିତ ହବେେ। ସହେି ସମସ୍ତ ୟୁବକ ତୁମ୍ଭ ଚାରିପଟେ ପଡ଼ିଆରେ କାକର ଟୋପା ପରି ବେଢ଼ି ରହିବେ।

ହିତୋପଦେଶ 21:3

ବଳିଦାନ ଅପେକ୍ଷା ନ୍ଯାଯ ଓ ସୁବିଚାର ସଦାପ୍ରଭୁଙ୍କ ପ୍ରିଯ ବିଷଯ।

ଯିଶାଇୟ 23:18

ମାତ୍ର ସୋର ଉପାର୍ଜିତ ଧନକୁ ସଞ୍ଚଯ କରିବ ନାହିଁ। ତା'ର ଭଡ଼ା ଓ ବାଣିଜ୍ଯ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ସମର୍ପିତ ହବେ। ସେ ସଦାପ୍ରଭୁଙ୍କ ଅନୁସରଣକାରୀମାନଙ୍କୁ ସେ ସଞ୍ଚିତ ଧନରୁ ଦିଆୟିବ। ସଦାପ୍ରଭୁଙ୍କ ସବେକ ପୂର୍ଣ୍ଣ ପ୍ରାଣ ରେ ଭକ୍ଷଣ କରିବେ ଓ ସହେି ପଇସା ରେ ସୁନ୍ଦର ପୋଷାକ ପରିଧାନ କରିବେ।

ଯିହିଜିକଲ 46:20

ସେ ମାେତେ କହିଲେ, ଏହି ସ୍ଥାନ ରେ ଯାଜକମାନେ ଦୋଷାର୍ଥକ ବଳି ଓ ପାପାର୍ଥକ ବଳି ସିଦ୍ଧ କରିବେ, ଆଉ ଭକ୍ଷ୍ଯ ନବୈେଦ୍ଯ ପାକ କରିବେ। ସମାନେେ ଲୋକମାନଙ୍କୁ ପବିତ୍ର କରିବା ନିମନ୍ତେ ତାହାର ପ୍ରାଙ୍ଗଣକୁ ତାହାସବୁ ଆଣିବା ଦରକାର ନାହିଁ।

ଓବଦିୟ 1:17

କିନ୍ତୁ ଆମ୍ଭର ଲୋକମାନଙ୍କ ମଧ୍ଯରୁ ବଞ୍ଚିଥିବା ଲୋକମାନଙ୍କୁ ଏକତ୍ରୀତ କରିବା ଏବଂ ସିୟୋନ ପର୍ବତକୁ ଫରୋଇ ଆଣିବା। ସମାନେେ ସିୟୋନ ପର୍ବତ ରେ ଚିରଦିନ ବାସ କରିବେ। ଯାକୁବ ତାଙ୍କର ରାଜ୍ଯ ଫରେି ପାଇବେ।

ସିଫନିୟ 2:11

ସହେି ଲୋକମାନେ ସଦାପ୍ରଭୁଙ୍କୁ ଭୟ କରିବେ, କାରଣ ସଦାପ୍ରଭୁ ଧ୍ବଂସ କରିବେ। ତା'ପ ରେ ସବୁ ଦେଶ ରେ ଲୋକମାନେ ସଦାପ୍ରଭୁଙ୍କୁ ଉପାସନା କରିବେ।

ଯିଖରିୟ 8:3

ସଦାପ୍ରଭୁ ପୁଣି କୁହନ୍ତି, ଆମ୍ଭେ ସିୟୋନକୁ ଫରେି ଆସିଛୁ ଏବଂ ୟିରୁଶାଲମ ମଧିଅରେ ବାସ କରିବା। ୟିରୁଶାଲମ 'ସତ୍ଯର ନଗରୀ' ବୋଲି କୁହାୟିବ। ସର୍ବଶକ୍ତିମାନ୍ ସଦାପ୍ରଭୁଙ୍କର ପର୍ବତକୁ ପବିତ୍ର ବୋଲି କୁହାୟିବ।

ଯିଖରିୟ 9:15

ସର୍ବଶକ୍ତିମାନ୍ ସଦାପ୍ରଭୁ ସମାନଙ୍କେୁ ସୁରକ୍ଷା ଦବେେ। ସମାନେେ ଧ୍ବଂସ ହବେେ, ସମାନେେ ସମାନଙ୍କେର ଶତୃମାନଙ୍କୁ ବାଟୁଳି ଦ୍ବାରା ପରାସ୍ତ କରିବେ। ସମାନେେ ଦ୍ରାକ୍ଷାରସ ପାନ କରିବେ ଓ ଦୁର୍ଦ୍ଦାନ୍ତ ହବେେ, ସମାନେେ ୟଜ୍ଞବଦେୀର କଣ ରେ ଥିବା ପାତ୍ର ଯେପରି ସହେିପରି ପୂର୍ଣ୍ଣ ହବେେ।

ମଲାଖୀ 1:11

ସମସ୍ତ ଦେଶର ଲୋକମାନେ ଆପଣା ନାମର ମହତ୍ତ୍ବ ଗାନ କରୁଛନ୍ତି। ଲୋକମାନେ ସମସ୍ତ ସ୍ଥାନ ରେ ପବିତ୍ର ନବୈେଦ୍ଯ ଓ ଧୂପ ଉତ୍ସର୍ଗ କରୁଛନ୍ତି, କାରଣ ଆମ୍ଭର ନାମ ସମଗ୍ର ଦେଶ ରେ ମହାନ୍ ଅଟେ। ସର୍ବଶକ୍ତିମାନ ସଦାପ୍ରଭୁ ଏସବୁ କହିଥିଲେ।

ଲୂକଲିଖିତ ସୁସମାଚାର 11:41

ଏଣୁ ତୁମ୍ଭମାନଙ୍କ ଭିତ ରେ ଥିବା ବିଷୟଗୁଡିକ ପ୍ରତି ଦୃଷ୍ଟି ଦିଅ। ଯେଉଁ ଲୋକମାନେ ସାହାୟ୍ଯ ଲୋଡନ୍ତି, ସମାନଙ୍କେୁ ସାହାୟ୍ଯ କର। ତା ହେଲେ ତୁମ୍ଭମାନେେ ସମ୍ପୂର୍ଣ୍ଣରୂପେ ପରିଷ୍କାର ଓ ପବିତ୍ର ହାଇଯେିବ।

ରେରିତମାନଙ୍କ କାର୍ଯ୍ୟର ବିବରଣ 10:15

ମାତ୍ର ସହେି ସ୍ବର ତାଙ୍କୁ ପୁଣି କହିଲେ, ପରମେଶ୍ବର ଯେଉଁ ବିଷୟକୁ ପବିତ୍ର କରିଛନ୍ତି, ତୁମ୍ଭେ ତାକୁ ଅପବିତ୍ର କୁହନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 10:28

ସେ ସମାନଙ୍କେୁ କହିଲେ, ତୁମ୍ଭମାନେ ଜାଣିଛ ଯେ, କୌଣସି ଯିହୂଦୀ ଅନ୍ୟ ସହିତ ମିଶିବା ବା ଅନ୍ୟ ଜାତିର ଲୋକଙ୍କ ଘରକୁ ୟିବା ଯିହୂଦୀ ବ୍ଯବସ୍ଥା ବିରୁଦ୍ଧ। କିନ୍ତୁ କୌଣସି ଲୋକକୁ 'ଅପବିତ୍ର' ଓ 'ଅପରିଚ୍ଛନ୍ନ' ନ କହିବା ପାଇଁ ପରମେଶ୍ବର ମାେତେ ଦଖାଇେଛନ୍ତି।

ରେରିତମାନଙ୍କ କାର୍ଯ୍ୟର ବିବରଣ 11:9

ଏହି ସ୍ବର ମୁଁ ସ୍ବର୍ଗରୁ ଦ୍ବିତୀୟ ଥର ପୁଣି ଶୁଣିଲି, 'ପରମେଶ୍ବର ଯାହା ସବୁ ପବିତ୍ର କରିଛନ୍ତି, ତାହା ତୁମ୍ଭର ଅପବିତ୍ର ବୋଲି କହିବା ଉଚିତ ନୁହେଁ।'

ରେରିତମାନଙ୍କ କାର୍ଯ୍ୟର ବିବରଣ 15:9

ଏହାଦ୍ବାରା ପରମେଶ୍ବର ଆମ୍ଭମାନଙ୍କର ଓ ସମାନଙ୍କେ ମଧିଅରେ କୌଣସି ତଫାତ ରଖିଲେ ନାହିଁ। ସେ ସମାନଙ୍କେର ବିଶ୍ବାସ ଦ୍ବାରା ସମାନଙ୍କେର ହୃଦୟକୁ ପବିତ୍ର କରିଲେ।

ରୋମୀୟଙ୍କ ପ୍ରତି ପତ୍ର 14:17

ପ୍ରଭୁଙ୍କ ରାଜ୍ଯ ରେ ଖାଇବା ପିଇବା ଅଧିକ ଗୁରୁତ୍ବ ନୁହେଁ। ସଠାେରେ ମହତ୍ତ୍ବପୂର୍ଣ କଥା ହେଲା, ପରମେଶ୍ବରଙ୍କ ସହିତ ଧାର୍ମିକ ଜୀବନ କାଟିବା, ଶାନ୍ତି ଓ ପବିତ୍ର ଆତ୍ମା ରେ ଆନନ୍ଦ କରିବ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 3:16

ତୁମ୍ଭମାନେେ ଜାଣି ରଖିବା ଉଚିତ୍ ଯେ, ତୁମ୍ଭମାନେେ ପରମେଶ୍ବରଙ୍କ ମନ୍ଦିର ଅଟ, ଏବଂ ପରମେଶ୍ବରଙ୍କ ଆତ୍ମା ତୁମ୍ଭମାନଙ୍କ ଠା ରେ ବାସ କରନ୍ତି।

କଲସୀୟଙ୍କ ପ୍ରତି ପତ୍ର 3:17

ତୁମ୍ଭମାନେେ ଯାହା କହୁଛ, ଯାହା କିଛି ବା କରୁଛ, ସେ ସବୁ ତୁମ୍ଭମାନଙ୍କର ପ୍ରଭୁ ଯୀଶୁଙ୍କ ପାଇଁ କର ଏବଂ ଏହି ସମସ୍ତ କାର୍ୟ୍ଯ ମଧିଅରେ ପରମପିତା ପରମେଶ୍ବରଙ୍କୁ ଯୀଶୁଙ୍କ ମାଧ୍ଯମ ରେ ଧନ୍ଯବାଦ ଜଣାଅ।

କଲସୀୟଙ୍କ ପ୍ରତି ପତ୍ର 3:22

ସବେକଗଣ ! ଏହି ପୃଥିବୀ ରେ ପ୍ରେତ୍ୟକକ କଥା ରେ ନିଜର ମାଲିକମାନଙ୍କ ଆଜ୍ଞା ପାଳନ କର। ଯେତବେେଳେ ମାଲିକ ଦେଖୁ ନାହାଁନ୍ତି, ସେତବେେଳେ ମଧ୍ଯ ଓ ସର୍ବଦା ତାହାଙ୍କ ଆଜ୍ଞା ପାଳନ କର। ଏପରି କରିବା ଦ୍ବାରା ତୁମ୍ଭମାନେେ ପ୍ରକୃତ ରେ ମନୁଷ୍ଯକୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରୁ ନାହଁ, ବରଂ ପ୍ରଭୁଙ୍କୁ ସମ୍ମାନ ଦେଉଥିବାରୁ, ତୁମ୍ଭମାନେେ ନିଷ୍ଠାପର ସହିତ ଆଜ୍ଞା ପାଳନ କର।

ତୀତସଙ୍କ ପ୍ରତି ପତ୍ର 1:15

ଯେଉଁମାନେ ପବିତ୍ର, ତାହାଙ୍କ ପାଇଁ ସବୁ କିଛି ପବିତ୍ର। କିନ୍ତୁ ଯେଉଁମାନେ ପାପୀ ଓ ଅବିଶ୍ବାସୀ, ସମାନଙ୍କେ ଲାଗି କିଛି ହେଲେ ପବିତ୍ର ନୁହେଁ। ସମାନଙ୍କେର ଚିନ୍ତା ପାପରେ ଦୂଷିତ ହାଇଯୋଇଛି ଓ ଠିକ୍ କ'ଣ, ସେ ସମ୍ବନ୍ଧ ରେ ସମାନଙ୍କେର ଜ୍ଞାନ ନଷ୍ଟ ହାଇେ ଯାଇଛି।

ପିତରଙ୍କ ପ୍ରଥମ ପତ୍ 2:5

ଅତଏବ ତାହାଙ୍କ ପାଖକୁ ଆସ। ତୁମ୍ଭମାନେେ ମଧ୍ଯ ଜୀବନ୍ତ ପଥର ଭଳି। ପରମେଶ୍ବର ଗୋଟିଏ ଆଧ୍ଯାତ୍ମିକ ମନ୍ଦିର ନିର୍ମାଣ କରୁଛନ୍ତି। ସହେି ମନ୍ଦିର ରେ ପରମେଶ୍ବରଙ୍କ ଦ୍ବାରା ଯୀଶୁଖ୍ରୀଷ୍ଟଙ୍କ ମାଧ୍ଯମ ରେ ଗୃହୀତ ହବୋ ଭଳି ଆଧ୍ଯାତ୍ମିକ ବଳିଦାନ ଉତ୍ସର୍ଗ କରି ପବିତ୍ର ଯାଜକ ହବୋ ପାଇଁ, ନିଜକୁ ନିଯୋଜିତ କର।

ପିତରଙ୍କ ପ୍ରଥମ ପତ୍ 2:9

କିନ୍ତୁ ତୁମ୍ଭମାନେେ ମନୋନୀତ ଲୋକ ଅଟ। ତୁମ୍ଭମାନେେ ରାଜାଙ୍କର ଯାଜକ। ତୁମ୍ଭମାନେେ ପବିତ୍ର ଜାତି ଅଟ। ତୁମ୍ଭମାନେେ ପରମେଶ୍ବରଙ୍କ ଲୋକ। ପରମେଶ୍ବର କରିଥିବା ଆଶ୍ଚର୍ୟ୍ଯ ଘଟଣାମାନ କହିବା ପାଇଁ ପରମେଶ୍ବର ତୁମ୍ଭକୁ ମନୋନୀତ କରିଛନ୍ତି। ସେ ଅନ୍ଧକାରରୁ ତୁମ୍ଭମାନଙ୍କୁ ତାହାଙ୍କର ଆଶ୍ଚର୍ୟ୍ଯ ଜନକ ଆଲୋକକୁ ଆଣିଛନ୍ତି।

ପିତରଙ୍କ ପ୍ରଥମ ପତ୍ 4:11

ଯେଉଁ ଲୋକ କହିବାକୁ ଚା ହେଁ, ସେ ପରମେଶ୍ବରଙ୍କ ବାକ୍ଯରୁ କଥା କହୁ। ଯେଉଁ ଲୋକ ସବୋ କରିବ, ସେ ପରମେଶ୍ବରଙ୍କ ପ୍ରଦତ୍ତ ଶକ୍ତି ସାହାୟ୍ଯ ରେ ସବୋ କରୁ। ତୁମ୍ଭେ ଏହି ସବୁ କାମ ଏପରି ଭାବରେ କରିବା ଉଚିତ ଯେ, ଖ୍ରୀଷ୍ଟଙ୍କ ମାଧ୍ଯମ ରେ ଯେପରି ପରମେଶ୍ବର ସମସ୍ତ ବିଷୟ ରେ ପ୍ରଶଂସା ପାଇବେ। କ୍ଷମତା ଓ ମହିମା ସଦାସର୍ବଦା ପାଇଁ ତାହାଙ୍କର ଅଟେ। ଆମେନ୍।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 1:6

ଯୀଶୁ ଆମ୍ଭମାନଙ୍କୁ ଗୋଟିଏ ରାଜ୍ଯ ସ୍ବରୂପ କରିଛନ୍ତି ଓ ସେ ଆମ୍ଭମାନଙ୍କୁ ତାହାଙ୍କ ପିତା ପରମେଶ୍ବରଙ୍କର ସବୋ ରେ ଯାଜକ ରୂପେ ନିୟୁକ୍ତ କରିଛନ୍ତି। ତାହାଙ୍କର ଗୌରବ ଓ ପରାକ୍ରମ ୟୁଗେ ୟୁଗେ ହେଉ। ଆମେନ୍।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 5:10

ତୁମ୍ଭେ ଏହି ଲୋକମାନଙ୍କୁ ଗୋଟିଏ ସାମ୍ରାଜ୍ଯ ସ୍ବରୂପ, ଓ ଆମ୍ଭମାନଙ୍କର ପରମେଶ୍ବରଙ୍କ ପାଇଁ ଯାଜକଗଣ କରିଅଛ। ସମାନେେ ଏ ପୃଥିବୀ ଉପରେ ରାଜତ୍ବ କରିବେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 20:6

ଏହି ପ୍ରଥମ ପୁନରୁତ୍ଥାନ ରେ ଯେଉଁମାନେ ଅଂଶୀ ହୁଅନ୍ତି, ସମାନେେ ଧନ୍ଯ ଓ ପବିତ୍ର। ଏମାନଙ୍କ ଉପରେ ଦ୍ବିତୀୟ ମୃତ୍ଯୁର କୌଣସି କ୍ଷମତା ନାହିଁ। ସହେି ଲୋକମାନେ ପରମେଶ୍ବରଙ୍କର ଓ ଖ୍ରୀଷ୍ଟଙ୍କର ଯାଜକ ହବେେ। ସମାନେେ ତାହାଙ୍କ ସହିତ ଏକହଜାର ବର୍ଷ ପର୍ୟ୍ଯନ୍ତ ଶାସନ କରିବେ।

Interlinear

Choose Theme