Home Bibles ☰ Books ରେରିତମାନଙ୍କ କାର୍ଯ୍ୟର ବିବରଣ 11:9 · ଓଡ଼ିଆ ବାଇବେଲ
ରେରିତମାନଙ୍କ କାର୍ଯ୍ୟର ବିବରଣ 11:9 · ଓଡ଼ିଆ ବାଇବେଲ

ଏହି ସ୍ବର ମୁଁ ସ୍ବର୍ଗରୁ ଦ୍ବିତୀୟ ଥର ପୁଣି ଶୁଣିଲି, 'ପରମେଶ୍ବର ଯାହା ସବୁ ପବିତ୍ର କରିଛନ୍ତି, ତାହା ତୁମ୍ଭର ଅପବିତ୍ର ବୋଲି କହିବା ଉଚିତ ନୁହେଁ।'

Cross references

ରେରିତମାନଙ୍କ କାର୍ଯ୍ୟର ବିବରଣ 10:15

ମାତ୍ର ସହେି ସ୍ବର ତାଙ୍କୁ ପୁଣି କହିଲେ, ପରମେଶ୍ବର ଯେଉଁ ବିଷୟକୁ ପବିତ୍ର କରିଛନ୍ତି, ତୁମ୍ଭେ ତାକୁ ଅପବିତ୍ର କୁହନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 10:28

ସେ ସମାନଙ୍କେୁ କହିଲେ, ତୁମ୍ଭମାନେ ଜାଣିଛ ଯେ, କୌଣସି ଯିହୂଦୀ ଅନ୍ୟ ସହିତ ମିଶିବା ବା ଅନ୍ୟ ଜାତିର ଲୋକଙ୍କ ଘରକୁ ୟିବା ଯିହୂଦୀ ବ୍ଯବସ୍ଥା ବିରୁଦ୍ଧ। କିନ୍ତୁ କୌଣସି ଲୋକକୁ 'ଅପବିତ୍ର' ଓ 'ଅପରିଚ୍ଛନ୍ନ' ନ କହିବା ପାଇଁ ପରମେଶ୍ବର ମାେତେ ଦଖାଇେଛନ୍ତି।

ରେରିତମାନଙ୍କ କାର୍ଯ୍ୟର ବିବରଣ 10:34

ପିତର କହିବା ଆରମ୍ଭ କଲେ, ମୁଁ ବର୍ତ୍ତମାନ ପ୍ରକୃତ ରେ ବୁଝିପାରୁଛି, ପରମେଶ୍ବରଙ୍କ ଦୃଷ୍ଟି ରେ ପ୍ରେତ୍ୟକକ ଲୋକ ସମାନ। ତାହାଙ୍କ ପାଖ ରେ କୌଣସି ଭଦଭୋବ ନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 15:9

ଏହାଦ୍ବାରା ପରମେଶ୍ବର ଆମ୍ଭମାନଙ୍କର ଓ ସମାନଙ୍କେ ମଧିଅରେ କୌଣସି ତଫାତ ରଖିଲେ ନାହିଁ। ସେ ସମାନଙ୍କେର ବିଶ୍ବାସ ଦ୍ବାରା ସମାନଙ୍କେର ହୃଦୟକୁ ପବିତ୍ର କରିଲେ।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 4:5

ପରମେଶ୍ବରଙ୍କ ଦ୍ବାରା ସୃଷ୍ଟ ପ୍ରେତ୍ୟକକ ବିଷୟ ପରମେଶ୍ବର କହିଥିବା କଥା ଦ୍ବାରା ଓ ପ୍ରାର୍ଥନା ଦ୍ବାରା ପବିତ୍ର ହାଇେଥାଏ।

ଏବ୍ରୀ 9:13

ଯେଉଁ ଲୋକମାନେ ଉପାସନାସ୍ଥଳ ରେ ପ୍ରବେଶ କରିବା ନିମନ୍ତେ ଆଉ ପବିତ୍ର ନୁହଁନ୍ତି ସମାନଙ୍କେ ଉପରେ ଛଳେି, ବଳଦର ରକ୍ତ ଓ ଗାଈର ପାଉଁଶ ଛିଞ୍ଚା ଯାଇଥିଲା। ସହେି ରକ୍ତ ଓ ପାଉଁଶ ସେ ଲୋକମାନଙ୍କ ଶରୀରକୁ ପୁନର୍ବାର ପବିତ୍ର କରୁଥିଲା।

Interlinear

Choose Theme