Home Bibles ରୋମୀୟଙ୍କ ପ୍ରତି ପତ୍ର 11:24 · ଓଡ଼ିଆ ବାଇବେଲ
ରୋମୀୟଙ୍କ ପ୍ରତି ପତ୍ର 11:24 · ଓଡ଼ିଆ ବାଇବେଲ

ତୁମ୍ଭମାନେେ ଜଙ୍ଗଲୀ ଜୀତଗଛର କଟାଯାଇଥିବା ଶାଖା। ତୁମ୍ଭମାନେେ ଭଲ ଜୀତଗଛ ସହିତ ସଂୟୁକ୍ତ ହାଇେଛ। କିନ୍ତୁ ଏହା ସ୍ବାଭାବିକ। ଅତଏବ, ସହେି ଯିହୂଦୀମାନେ ପ୍ରକୃତ ରେ ନିଜର ବୃକ୍ଷ ସହିତ ପୁନର୍ବାର ସଂୟୁକ୍ତ ହାଇପୋରିବେ।

Cross references

ରୋମୀୟଙ୍କ ପ୍ରତି ପତ୍ର 11:17

ଧରି ନିଅ ଗୋଟିଏ ଜୀତ ବୃକ୍ଷର ଶାଖାଗୁଡିକ ଭାଙ୍ଗି ଯାଇଛି। ଗୋଟିଏ ଅନ୍ୟ ଜଗଂଲୀ ଜୀତଗଛର ଶାଖାଗୁଡିକ ଆଣି ପ୍ରଥମ ଗଛ ସହିତ ସଂୟୁକ୍ତ କରା ହେଲା। ତୁମ୍ଭେ ଅଣଯିହୂଦୀମାନେ ସହେି ଜଙ୍ଗଲୀ ଜୀତଗଛଭଳି। ତୁମ୍ଭମାନେେ ସହେି ପ୍ରଥମ ଗଛମାନଙ୍କଠାରୁ ଶକ୍ତି ଓ ଜୀବନ ପ୍ରାପ୍ତ କରୁଛ।

ରୋମୀୟଙ୍କ ପ୍ରତି ପତ୍ର 11:30

ଆଗରୁ ତୁମ୍ଭମାନେେ ପରମେସ୍ବରଙ୍କୁ ଅବଜ୍ଞା କରୁଥିଲ। କିନ୍ତୁ ବର୍ତ୍ତମାନ ଯିହୂଦୀମାନଙ୍କର ଅବଜ୍ଞାର ଫଳସ୍ବରୂପ, ତୁମ୍ଭମାନେେ ଅନୁଗ୍ରହ ପ୍ରାପ୍ତ କରିଛ।

Interlinear

Interlinear data is unavailable for this verse.

Choose Theme