ଇଫ୍ରଯିମର ଲୋକମାନେ ଦ୍ରାକ୍ଷାରସ ପାନ କରିଥିବା ସୈନ୍ଯଟି ପରି ଖୁସି ହବେେ। ସମାନଙ୍କେର ପିଲାମାନେ ଦେଖିବେ ଓ ଆନନ୍ଦ କରିବେ। ସମାନଙ୍କେର ହୃଦଯ ସଦାପ୍ରଭୁଙ୍କଠା ରେ ଉଲ୍ଲସିତ ହବେ।
Cross references
ମୁଁ ତାଙ୍କୁ ମନୋନୀତ କରିଛି। ମୁଁ ଏପରି କଲି, ସେଥିପାଇଁ ସେ ତାଙ୍କର ପିଲାମାନଙ୍କୁ ଓ ବଂଶଧରଙ୍କୁ ନିର୍ଦ୍ଦେଶ ଦବେେ, ଯେଉଁପରି ଭାବରେ ମୁଁ ସମାନଙ୍କେୁ ଜୀବନଧାରଣ କରିବାକୁ ଏବଂ ଯାହା ନ୍ଯାଯ ଓ ଯଥାର୍ଥ ତାହା କରିବାକୁ ଚା ହେଁ। ତା'ପରେ ମୁଁ ସଦାପ୍ରଭୁ, ଯାହା ମୁଁ ପ୍ରତିଜ୍ଞା କଲି ତାହା ମୁଁ କରିବି।
ଦାସମାନେ ଯୋଷଫଙ୍କେ ଟବେୁଲରୁ ଖାଦ୍ୟ ଆଣି ଅନ୍ୟ ଭାଇମାନଙ୍କୁ ପରଷୁଥାନ୍ତି। କିନ୍ତୁ ଦାସମାନେ ଅନ୍ୟ ଭାଇ ଅପେକ୍ଷା ବିନ୍ଯାମୀନକୁ ଅଧିକ ପାଞ୍ଚଥର ପରଷୁଥାନ୍ତି। ସମାନେେ ସମସ୍ତେ ଖାଇ ପିଇ ଆନନ୍ଦ କଲେ।
ହାନ୍ନା ପ୍ରାର୍ଥନା କରି କହିଲା, ମାରେ ଅନ୍ତଃକରଣ ସଦାପ୍ରଭୁଙ୍କଠା ରେ ମହାଉଲ୍ଲାସ କରୁଅଛି। ପରମେଶ୍ବରଙ୍କଠା ରେ ମୁ ମାରେ ବହକ୍ସ୍ଟତ ଶକ୍ତି ଅନକ୍ସ୍ଟଭବ କରୁଛି। ମୁ ମାରେ ଶତୃମାନଙ୍କୁ ଉପହାସ କରୁଛି। ଯେ ହତେକ୍ସ୍ଟ ତୁମ୍ଭେ ମାେତେ ରକ୍ଷା କରିଥିବାରକ୍ସ୍ଟ ମୁ ବହକ୍ସ୍ଟତ ଖକ୍ସ୍ଟସି।
ହେ ସଦାପ୍ରଭୁ ତୁମ୍ଭେ ମୋତେ ସାହାଯ୍ୟ କରିବ ବୋଲି, ମୁଁ ତୁମ୍ଭ ଉପରେ ଭରସା ରଖିଛି। ତୁମ୍ଭେ ମୋତେ ଉଦ୍ଧାର କରି ମୋତେ ଖୁସୀ କରାଅ।
ସଦାପ୍ରଭୁ ହିଁ ମାରେ ବଳ। ସେ ମାରେ ଢ଼ାଲ ସଦୃଶ। ମୁଁ ତାଙ୍କଠାରେ ବିଶ୍ବାସ କରେ କାରଣ ସେ ମାେତେ ରକ୍ଷା କଲେ। ମୁଁ ଅତି ଖୁସି। ମୁଁ ଆଜି ପ୍ରଶଂସାର ଗୀତ ଗାଇବି।
ତୁମ୍ଭେ କରିପାରୁଥିବା ଆଶ୍ଚର୍ୟ୍ଯ କର୍ମସବୁ ତୁମ୍ଭର ଦାସମାନଙ୍କୁ ଦେଖିବାକୁ ଦିଅ ଏବଂ ସମାନଙ୍କେ ସନ୍ତାନଗଣଙ୍କୁ ତୁମ୍ଭର ମହିମା ଦଖାେଅ।
ଆମ୍ଭମାନେେ ତୁମ୍ଭର ଦାସ ଅଟୁ ଏବଂ ଆମ୍ଭର ସନ୍ତାନମାନେ ଏଠାରେ ନିରାପଦରେ ବାସ କରିବେ। ଏବଂ ସମାନଙ୍କେର ବଂଶଧରମାନେ ତୁମ୍ଭର ସୁରକ୍ଷାରେ ସୁରକ୍ଷିତ ରହିବେ।
ହୃଦଯ ଚିତ୍ତ ଆନନ୍ଦକାରୀ ଦ୍ରାକ୍ଷାରସ ଦିଅ, ଆମ୍ଭମାନଙ୍କର ମୁହଁ ଚିକ୍କଣକାରୀ ତୈଳ ଓ ମନୁଷ୍ଯକୁ ଶକ୍ତିଶାଳୀ କରୁଥିବା ଖାଦ୍ୟ ଦିଅ।
ମୃତକଳ୍ପ ଲୋକକୁ ଦ୍ରାକ୍ଷାରସ ଦିଅ ଓ ତିକ୍ତମନା ଲୋକକୁ ଦ୍ରାକ୍ଷାରସ ଦିଅ।
ସେତବେେଳେ ଲୋକେ ଏହି କଥା କହିବେ, ଏହି ଆମର ପରମେଶ୍ବର ଯାହାଙ୍କୁ ଆମ୍ଭମାନେେ ବହୁତ ସମୟ ଧରି ଅପେକ୍ଷା କରିଅଛୁଁ। ସେ ଆମ୍ଭମାନଙ୍କୁ ଉଦ୍ଧାର କରିବାକୁ ଆସିଛନ୍ତି। ତାହାଙ୍କ ଦୃଢ଼ ପରିତ୍ରାଣ ରେ ଆମ୍ଭମାନେେ ଆନନ୍ଦ ଉଲ୍ଲାସ କରିବୁ, ଯେତବେେଳେ ସେ ଆମ୍ଭକୁ ରକ୍ଷା କରନ୍ତି।'
ମୁଁ ଯେପରି କରୁଅଛି ସହେିପରି ଜୀବିତ ଲୋକେ ତୁମ୍ଭର ପ୍ରଶଂସା କରିବେ। ଜଣେ ପିତା ତା'ର ସନ୍ତାନଗଣଙ୍କୁ ତୁମ୍ଭର ସତ୍ଯତା ଜ୍ଞାନ ବିଶ୍ବାସ କରାଇବେ।
ପୁଣି ତୁମ୍ଭମାନେେ ଏହା ଦେଖିବ ଓ ତୁମ୍ଭମାନଙ୍କର ହୃଦଯ ଆନନ୍ଦିତ ହବେ। ଆଉ ତୁମ୍ଭମାନଙ୍କ ଅସ୍ଥି ନୂତନ ତୃଣ ସଦୃଶ ସତଜେ ହବେ। ସଦାପ୍ରଭୁଙ୍କର ହସ୍ତ ତାହାଙ୍କ ଦାସମାନଙ୍କ ଉପ ରେ ପ୍ରକାଶିତ ହବେ। ଆଉ ମଧ୍ଯ ସେ ନିଜ ଶତ୍ରୁମାନଙ୍କ ଉପ ରେ କୁପିତ ହବେେ।