Home Bibles ☰ Books ରେରିତମାନଙ୍କ କାର୍ଯ୍ୟର ବିବରଣ 2:13 · ଓଡ଼ିଆ ବାଇବେଲ
ରେରିତମାନଙ୍କ କାର୍ଯ୍ୟର ବିବରଣ 2:13 · ଓଡ଼ିଆ ବାଇବେଲ

କିନ୍ତୁ ଅନ୍ୟ ଲୋକମାନେ ପ୍ ରରେିତମାନଙ୍କୁ ଉପହାସ କରି କହିଲେ, ଏମାନେ ସମସ୍ତେ ମଦପିଇ ମାତାଲ ହାଇେଛନ୍ତି।

Cross references

ପ୍ରଥମ ଶାମୁୟେଲ 1:14

ଏଲି ହାନ୍ନାଙ୍କକ୍ସ୍ଟ କହିଲେ, ତୁମ୍ଭେ ଆଉ କେତକୋଳ ମାତାଲ ହେଉଥିବ? ଦ୍ରାକ୍ଷାରସରକ୍ସ୍ଟ ଦକ୍ସ୍ଟ ରଇେ ରକ୍ସ୍ଟହ।

ଆୟୁବ ପୁସ୍ତକ 32:19

ମୁଁ ନୂଆ ଭରା ପାଇଥିବା ଗୋଟିଏ ମଦ ବୋତଲ, ଯାହା ଏପର୍ୟ୍ଯନ୍ତ ଖାେଲା ୟାଇ ନାହିଁ। ମୁଁ ଏକ ନୂଆ ମଦ୍ଯ ଭାଣ୍ଡ ପରି ଯାହା ଫାଟିୟିବା ପାଇଁ ପ୍ରସ୍ତୁତ।

ପରମଗୀତ 7:9

ତୁମ୍ଭର ଚୁମ୍ବନ ସର୍ବୋତ୍ତମ, ଦ୍ରାକ୍ଷାରସ ତୁଲ୍ଯ, ସହେି ଦ୍ରାକ୍ଷାରସ ମାେ ପ୍ରିଯତମାଙ୍କ ଗଳ ଦେଶ ରେ ଧୀର ଭାବରେ ଗଳିୟାଏ ଏବଂ ମାରେ ଓଷ୍ଠ ଓ ଦାନ୍ତ ଦଇେ ଧୀ ରେ ଧୀ ରେ ବହିୟାଏ।

ଯିଶାଇୟ 25:6

ସେତବେେଳେ ସର୍ବଶକ୍ତିମାନ ସଦାପ୍ରଭୁ ପର୍ବତ ଉପ ରେ ତାଙ୍କ ଲୋକମାନଙ୍କ ପାଇଁ ଉତ୍ତମ ଖାଦ୍ୟର ଏକ ଭୋଜି ଦବେେ। ସହେି ଭୋଜି ରେ ଉତ୍ତମ ଖାଦ୍ୟର ବିଭିନ୍ନ ପ୍ରକାର, ପାନୀଯ ଦ୍ରାକ୍ଷାରସ କୋମଳ ସ୍ବାଦୟୁକ୍ତ ମାସଂ ଏବଂ ଅନ୍ଯାନ୍ଯ ସ୍ବତନ୍ତ୍ର ଦ୍ରବ୍ଯ।

ଯିଖରିୟ 9:15

ସର୍ବଶକ୍ତିମାନ୍ ସଦାପ୍ରଭୁ ସମାନଙ୍କେୁ ସୁରକ୍ଷା ଦବେେ। ସମାନେେ ଧ୍ବଂସ ହବେେ, ସମାନେେ ସମାନଙ୍କେର ଶତୃମାନଙ୍କୁ ବାଟୁଳି ଦ୍ବାରା ପରାସ୍ତ କରିବେ। ସମାନେେ ଦ୍ରାକ୍ଷାରସ ପାନ କରିବେ ଓ ଦୁର୍ଦ୍ଦାନ୍ତ ହବେେ, ସମାନେେ ୟଜ୍ଞବଦେୀର କଣ ରେ ଥିବା ପାତ୍ର ଯେପରି ସହେିପରି ପୂର୍ଣ୍ଣ ହବେେ।

ଯିଖରିୟ 9:17

ପ୍ରେତ୍ୟକକ ଜିନିଷ ଉତ୍ତମ ଓ ସୁନ୍ଦର ହବେ। ଶସ୍ଯ ଏବଂ ନୂତନ ଦ୍ରାକ୍ଷାରସ ୟୁବକ ୟୁବତୀଙ୍କର ବଳ ବଢାଇବ।

ଯିଖରିୟ 10:7

ଇଫ୍ରଯିମର ଲୋକମାନେ ଦ୍ରାକ୍ଷାରସ ପାନ କରିଥିବା ସୈନ୍ଯଟି ପରି ଖୁସି ହବେେ। ସମାନଙ୍କେର ପିଲାମାନେ ଦେଖିବେ ଓ ଆନନ୍ଦ କରିବେ। ସମାନଙ୍କେର ହୃଦଯ ସଦାପ୍ରଭୁଙ୍କଠା ରେ ଉଲ୍ଲସିତ ହବେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 2:15

ତୁମ୍ଭମାନେେ ଯାହା ଅନୁମାନ କରୁଛ ଯେ, ଏମାନେ ମାତାଲ, ତାହା ନୁହେଁ, କାରଣ ବର୍ତ୍ତମାନ ତ ସକାଳ ନ'ଟା ବାଜିଛି।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 14:23

ଯଦି ସମସ୍ତ ମଣ୍ଡଳୀ ସମବତେ ହୁଅନ୍ତି ଓ ସମସ୍ତେ ଅନ୍ୟଭାଷା ରେ କଥା କହନ୍ତି, ପୁଣି ସାଧାରଣ ଓ ଅବିଶ୍ବାସୀ ଲୋକମାନେ ଆସନ୍ତି, ସମାନେେ ଯଦି ବୁଝି ନ ପାରନ୍ତି, ତାହାହେଲେ ସମାନେେ ତୁମ୍ଭକୁ ପାଗଳ କହିବେ।

ଏଫିସୀୟଙ୍କ ପ୍ରତି ପତ୍ର 5:18

ମଦ ପିଇ ମାତାଲ ହୁଅ ନାହିଁ। କାରଣ ତାହା ଆତ୍ମିକ ଭାବେ ତୁମ୍ଭର ସଂପୂର୍ଣ୍ଣ ବିନାଶ ଘଟାଇବ ବରଂ ଆତ୍ମା ରେ ପରିପୂର୍ଣ୍ଣ ହୁଅ।

Interlinear

Choose Theme