Home Bibles ତୀତସଙ୍କ ପ୍ରତି ପତ୍ର 3:13 · ଓଡ଼ିଆ ବାଇବେଲ
ତୀତସଙ୍କ ପ୍ରତି ପତ୍ର 3:13 · ଓଡ଼ିଆ ବାଇବେଲ

ଓକିଲ ଜୀନା ଓ ଆପଲ୍ଲ ସଠାରୁେ ଆସୁଛନ୍ତି। ସମାନଙ୍କେ ଆସିବା ଯାତ୍ରା ପାଇଁ ତୁମ୍ଭେ ଯଥାସାଧ୍ଯ ସାହାୟ୍ଯ କର। ତୁମ୍ଭେ ସତର୍କ ହୁଅ ଯେ ସମାନଙ୍କେର କୌଣସି ଅଭାବ ନ ଘଟୁ।

Cross references

ମାଥିଉଲିଖିତ ସୁସମାଚାର 22:35

ଜଣେ ଫାରୂଶୀ ମାଶାଙ୍କେ ବ୍ଯବସ୍ଥା ବିଷୟ ରେ ଦକ୍ଷ ଥିଲା। ସେ ଯୀଶୁଙ୍କୁ ପରୀକ୍ଷା ରେ ପକାଇବା ପାଇଁ ମନସ୍ଥ କରି ତାହାଙ୍କୁ ଗୋଟିଏ ପ୍ରଶ୍ନ ପଚ଼ାରିଲା।

ଲୂକଲିଖିତ ସୁସମାଚାର 7:30

କିନ୍ତୁ ଫାରୂଶୀ ଓ ଧର୍ମଶାସ୍ତ୍ରୀମାନେ ସମାନଙ୍କେ ପାଇଁ ପରମେଶ୍ବରଙ୍କ ଦତ୍ତ ଯୋଜନାକୁ ଅସ୍ବୀକାର କଲେ ଓ ଯୋହନଙ୍କ ଦ୍ବାରା ବାପ୍ତିସ୍ମା ଗ୍ରହଣ କଲେ ନାହିଁ।

ଲୂକଲିଖିତ ସୁସମାଚାର 10:25

ତା'ପରେ ଜଣେ ଧର୍ମଶାସ୍ତ୍ରୀ ଠିଆ ହେଲେ। ସେ ଯୀଶୁଙ୍କୁ ପରୀକ୍ଷା କରିବା ପାଇଁ ତାହାଙ୍କୁ ପଚାରିଲେ, ଗୁରୁ, ଅନନ୍ତ ଜୀବନ ଲାଭ କରିବା ପାଇଁ ମୁଁ କ'ଣ କରିବି?

ଲୂକଲିଖିତ ସୁସମାଚାର 11:45

ଜଣେ ଧର୍ମଶାସ୍ତ୍ରୀ ଯୀଶୁଙ୍କୁ କହିଲେ, ଗୁରୁ, ଆପଣ ଯେତବେେଳେ ଫାରୂଶୀମାନଙ୍କ ବିଷୟ ରେ ଏହିଭଳି କଥା କହୁଛନ୍ତି, ସେତବେେଳେ ଆମ୍ଭ ଦଳକୁ ମଧ୍ଯ ଅପମାନ ଦେଉଛନ୍ତି।

ଲୂକଲିଖିତ ସୁସମାଚାର 11:52

ହେ ଧର୍ମଶାସ୍ତ୍ରୀଗଣ! ତୁମ୍ଭମାନଙ୍କୁ ଧିକ୍, କାରଣ ତୁମ୍ଭମାନେେ ଈଶ୍ବର ଜ୍ଞାନର ଚାବିକାଠି ଲୁଚଇେ ଦଲେ। ନିଜ ଐଶ୍ବରିକ ଜ୍ଞାନ ଶିଖିଲ ନାହିଁ କି, ଯେଉଁମାନେ ଶିଖିବାକୁ ଚାହୁଁଥିଲେ, ସମାନଙ୍କେୁ ମଧ୍ଯ ଶିଖିବାକୁ ଦଲନୋହିଁ।

ଲୂକଲିଖିତ ସୁସମାଚାର 14:3

ଯୀଶୁ ଫାରୂଶୀ ଓ ଧର୍ମଶାସ୍ତ୍ରୀମାନଙ୍କୁ ପଚାରିଲେ, ବାଶ୍ରାମବାର ରେ ଭଲ କରିଦବୋ ଠିକ୍ ନା ଭୁଲ?

ରେରିତମାନଙ୍କ କାର୍ଯ୍ୟର ବିବରଣ 18:24

ଆପଲ୍ଲ ନାମକ ଜଣେ ଯିହୂଦୀୟ ସଠାେରେ ଥିଲେ। ତାହାଙ୍କର ଜନ୍ମସ୍ଥାନ ଆଲେକ୍ଜାଣ୍ଡ୍ରିଯା। ସେ ଏଫିସ ନଗରକୁ ଆସିଲେ ସେ ଜଣେ ଅତି ଭଲ ବକ୍ତାଥିଲେ। ଧର୍ମଶାସ୍ତ୍ର ରେ ତାହାଙ୍କର ବହୁତ ଭଲ ଜ୍ଞାନ ଥିଲା।

ରେରିତମାନଙ୍କ କାର୍ଯ୍ୟର ବିବରଣ 21:5

ସମୟ ପୁରିଗଲା ପରେ ଆମ୍ଭେ ସଠାରୁେ ବିଦାୟ ନଲେୁ। ସେତବେେଳେ ସମାନେେ ସମସ୍ତେ ସ୍ତ୍ରୀ, ପିଲାମାନଙ୍କ ସହିତ ନଗର ବାହାର ପର୍ୟ୍ଯନ୍ତ ଆମ୍ଭ ସହିତ ଆସିଲେ। ଆମ୍ଭେ ସମସ୍ତେ ସମୁଦ୍ର କୂଳ ରେ ଆଣ୍ଠୁମାଡି ପାର୍ଥନା କଲୁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 28:10

ସମାନେେ ଆମ୍ଭକୁ ବହୁତ ଉପହାର ସହିତ ସମ୍ମାନ ଦେଲେ। ଆମ୍ଭେ ସଠାେରେ ତିନି ମାସ ପର୍ୟ୍ଯନ୍ତ ରହିଲୁ। ଆମ୍ଭେ ଜଳଯାତ୍ରା ରେ ବାହାରିବା ସମୟରେ ସମାନେେ ଆମ୍ଭକୁ ଆବଶ୍ଯକୀୟ ଜିନିଷମାନ ମଧ୍ଯ ଦେଲେ।

ରୋମୀୟଙ୍କ ପ୍ରତି ପତ୍ର 15:24

ଅତଏବ ମୁଁ ଯେତବେେଳେ ସ୍ପନକେୁ ୟିବି, ସେତବେେଳେ ତୁମ୍ଭମାନଙ୍କୁ ଦଖାେ କରିବି। ଆଶା କରେ ଯେ ସ୍ପନକେୁ ୟିବାବାଟରେ ମୁଁ ତୁମ୍ଭମାନଙ୍କୁ ଦଖାେ କରିବି ସଠାେରେ ରହିବି ଓ ଆନନ୍ଦ ଉପ ଭୋଗ କରିବି। ତୁମ୍ଭମାନେେ ମାେତେ ମାରେ ଯାତ୍ରା ରେ ମଧ୍ଯ ସାହାୟ୍ଯ କରି ପାରିବ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 16:11

ଅତଏବ ତୀମଥିଙ୍କୁ କହେି ଯେପରି ଗ୍ରହଣ କରିବାକୁ ମନା ନ କରେ। ସେ ଯେପରି ମାେ ପାକରେ ଆସି ପହଁଞ୍ଚିବେ ଏଥିପାଇଁ ତାହାଙ୍କୁ ଶାନ୍ତି ପୂର୍ବକ ୟିବା ରେ ସାହାୟ୍ଯ କର। ମୁଁ ଅନ୍ୟ ଭାଇମାନଙ୍କ ସହିତ ତାହାଙ୍କ ଫରେିବା ବାଟକୁ ଚାହିଁ ବସିଛି।

ଯୋହନଙ୍କ ତୃତୀୟ ପତ୍ର 1:6

ସହେି ଭାଇମାନେ, ତୁମ୍ଭର ପ୍ ରମେ ସମ୍ବନ୍ଧ ରେ ମଣ୍ଡଳୀକୁ କହିଛନ୍ତି। ଦୟାକରି ତୁମ୍ଭେ ସମାନଙ୍କେୁ ସମାନଙ୍କେର ଯାତ୍ରା ରେ ସାହାୟ୍ଯ କର। ତୁମ୍ଭେ ସମାନଙ୍କେୁ ଏପରି ସାହାୟ୍ଯ କର, ଯେପରି ତାହା ପରମେଶ୍ବରଙ୍କୁ ସନ୍ତୁଷ୍ଟ କରିବ।

Interlinear

Choose Theme