Home Bibles ☰ Books ଲୂକଲିଖିତ ସୁସମାଚାର 10:25 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 10:25 · ଓଡ଼ିଆ ବାଇବେଲ

ତା'ପରେ ଜଣେ ଧର୍ମଶାସ୍ତ୍ରୀ ଠିଆ ହେଲେ। ସେ ଯୀଶୁଙ୍କୁ ପରୀକ୍ଷା କରିବା ପାଇଁ ତାହାଙ୍କୁ ପଚାରିଲେ, ଗୁରୁ, ଅନନ୍ତ ଜୀବନ ଲାଭ କରିବା ପାଇଁ ମୁଁ କ'ଣ କରିବି?

Cross references

ମାଥିଉଲିଖିତ ସୁସମାଚାର 19:16

ଜଣେ ଲୋକ ଆସି ଯୀଶୁଙ୍କୁ ପଚ଼ରିଲେ, ଗୁରୁ, ଅନନ୍ତ-ଜୀବନ ଲାଭ କରିବା ପାଇଁ ମୁଁ କେଉଁ ଭଲ କାମ କରିବା ଉଚିତ?

ମାଥିଉଲିଖିତ ସୁସମାଚାର 22:34

ଫାରୂଶୀମାନେ ଶୁଣିଲେ ଯେ ଯୀଶୁଙ୍କ ଉତ୍ତର ରେ ସାଦ୍ଦୁକୀମାନେ ଚୁପ୍ ହାଇଗେଲେ। ତା'ପରେ ସମାନେେ ସମସ୍ତେ ଏକାଠି ହେଲେ।

ମାର୍କଲିଖିତ ସୁସମାଚାର 10:3

ଯୀଶୁ କହିଲେ, ମାଶାେ ତୁମ୍ଭମାନଙ୍କୁ କ'ଣ ଆଜ୍ଞା ଦଇେଛନ୍ତି?

ଲୂକଲିଖିତ ସୁସମାଚାର 7:30

କିନ୍ତୁ ଫାରୂଶୀ ଓ ଧର୍ମଶାସ୍ତ୍ରୀମାନେ ସମାନଙ୍କେ ପାଇଁ ପରମେଶ୍ବରଙ୍କ ଦତ୍ତ ଯୋଜନାକୁ ଅସ୍ବୀକାର କଲେ ଓ ଯୋହନଙ୍କ ଦ୍ବାରା ବାପ୍ତିସ୍ମା ଗ୍ରହଣ କଲେ ନାହିଁ।

ଲୂକଲିଖିତ ସୁସମାଚାର 11:45

ଜଣେ ଧର୍ମଶାସ୍ତ୍ରୀ ଯୀଶୁଙ୍କୁ କହିଲେ, ଗୁରୁ, ଆପଣ ଯେତବେେଳେ ଫାରୂଶୀମାନଙ୍କ ବିଷୟ ରେ ଏହିଭଳି କଥା କହୁଛନ୍ତି, ସେତବେେଳେ ଆମ୍ଭ ଦଳକୁ ମଧ୍ଯ ଅପମାନ ଦେଉଛନ୍ତି।

ଲୂକଲିଖିତ ସୁସମାଚାର 18:18

ଜଣେ ଯିହୂଦୀ ନେତା ଯୀଶୁଙ୍କୁ ପଚାରିଲେ, ହେ ଉତ୍ତମ ଗୁରୁ! ଅନନ୍ତଜୀବନ ଲାଭ କରିବା ପାଇଁ ମୁଁ କ'ଣ କରିବା ଉଚିତ?

ରେରିତମାନଙ୍କ କାର୍ଯ୍ୟର ବିବରଣ 16:30

ତା'ପରେ ସେ ସମାନଙ୍କେୁ ବାହାରକୁ ଆଣି ପଚ଼ାରିଲେ, ମହାଶୟମାନେ, ପରିତ୍ରାଣ ପାଇବା ପାଇଁ ମାରେ କ'ଣ କରିବା ଆବଶ୍ଯକ?

ଗାଲାତୀୟଙ୍କ ପ୍ରତି ପତ୍ର 3:18

ଯଦି ଉତ୍ତରାଧିକାର ବ୍ଯବସ୍ଥା ଆଧାରିତ ଅଟେ, ତବେେ ତାହା 'ପ୍ରତିଶୃତି ଆଧାରିତ ହାଇେ ପାରିବ ନାହିଁ। କିନ୍ତୁ ପରମେଶ୍ବର ଆପଣା ପ୍ରତିଶୃତି ମାଧ୍ଯମ ରେ ମୁକ୍ତ ଭାବରେ ଅବ୍ରହାମଙ୍କୁ ତାଙ୍କର ଆଶୀର୍ବାଦ ପ୍ରଦାନ କରିଥିଲେ।

Interlinear

Choose Theme