ଯଦି ତା'ପରେ ମଧ୍ଯ ସେ ପୁନଃ ତର୍କବିତର୍କ କରେ, ତା' ସହିତ ସମ୍ପର୍କ ରଖ ନାହିଁ। ତୁମ୍ଭେ ଜାଣି ରଖ ଯେ ସଭେଳି ଲୋକ ମନ୍ଦ ଓ ପାପୀ। ତାହାର ପାପ ପ୍ରମାଣିତ କରେ ଯେ ସେ ହେଉଛି ଦୋଷୀ।
Cross references
ତା ମାଲିକ ତାକୁ କହିଲେ, 'ତୁମ୍ଭେ ଜଣେ ଅଳସୁଆ ଓ ଦୁଷ୍ଟ ଚ଼ାକର। ତୁମ୍ଭେ ଜାଣିଛ ଯେ ମୁଁ ଯେଉଁଠି ରୋପଣ କରି ନଥାଏ ସଠାେରେ ମଧ୍ଯ ଫସଲ କାଟେ ଓ ଯେଉଁଠି ବୀଜ ବୁଣି ନଥାଏ, ସଠାେରେ ଶସ୍ଯ ଏକାଠି କରେ।
କିନ୍ତୁ ଫାରୂଶୀ ଓ ଧର୍ମଶାସ୍ତ୍ରୀମାନେ ସମାନଙ୍କେ ପାଇଁ ପରମେଶ୍ବରଙ୍କ ଦତ୍ତ ଯୋଜନାକୁ ଅସ୍ବୀକାର କଲେ ଓ ଯୋହନଙ୍କ ଦ୍ବାରା ବାପ୍ତିସ୍ମା ଗ୍ରହଣ କଲେ ନାହିଁ।
ତା'ପରେ ରାଜା ସହେି ଚାକରକୁ କହିଲେ, 'ତୁମ୍ଭେ ଜଣେ ଦୁଷ୍ଟ ଚାକର। ତୁମ୍ଭେ ମାେ ପ୍ରତି ବ୍ଯବହାର କରିଥିବା ଭାଷା ରେ ମୁଁ ତୁମ୍ଭରି ବିଚାର କରିବି। ତୁମ୍ଭେ କହିଛ ଯେ, ମୁଁ ଜଣେ କଠାେର ବ୍ଯକ୍ତି। ପୁଣି କହିଛ ଯେ ମୁଁ ଅର୍ଜ୍ବନ ନକରି ଟଙ୍କା ନିଏ ଓ ଉତ୍ପନ୍ନ ନକରି ମଧ୍ଯ ଖାଦ୍ୟଶସ୍ଯ ସଂଗ୍ରହ କରେ।'
ପରମେଶ୍ବରଙ୍କ ପୁତ୍ରଙ୍କଠା ରେ ବିଶ୍ବାସ ରଖୁଥିବା ଲୋକ କବେେ ବିଚାରିତ ହୁଏ ନାହିଁ। କିନ୍ତୁ ତାହାଙ୍କଠା ରେ ବିଶ୍ବାସ ନ କରୁଥିବା ଲୋକ ବିଚାରିତ ହାଇେସାରିଛି। କାରଣ ସେ ପରମେଶ୍ବରଙ୍କର ଏକମାତ୍ର ପୁତ୍ରଙ୍କୁ ବିଶ୍ବାସ କଲାନାହିଁ।
କିନ୍ତୁ ପାଉଲ ଓ ବର୍ଣ୍ଣବ୍ବା ସାହସର ସହିତ କହିଲେ, ପରମେଶ୍ବରଙ୍କର ସୁସମାଚ଼ାର ତୁମ୍ଭମାନଙ୍କ ନିକଟରେ ପ୍ରଥମେ କୁହାୟିବା ଆବଶ୍ଯକ ଥିଲା। କିନ୍ତୁ ତୁମ୍ଭମାନେେ ତାହା ଅସ୍ବୀକାର କରିବାରୁ ତୁମ୍ଭମାନେେ ଅନନ୍ତ ଜୀବନ ପାଇଁ ନିଜକୁ ଯୋଗ୍ଯ ଭାବି ନ ଥିବାରୁ ଆମ୍ଭମାନେେ ଅନ୍ୟଜାତୀୟମାନଙ୍କ ପାଖକୁ ୟିବା।
ଆମ୍ଭେ ଶୁଣିଲୁ ଯେ ଆମ୍ଭ ଭିତରୁ କେତକେ ଲୋକ ଆମ୍ଭଠାରୁ ଆଦେଶ ନପାଇ ତୁମ୍ଭମାନଙ୍କୁ ସମାନଙ୍କେ କଥା ଦ୍ବାରା ଅସୁବିଧା ରେ ପକାଇଛନ୍ତି ଓ ତୁମ୍ଭମାନଙ୍କୁ ବ୍ଯତିବ୍ଯସ୍ତ କରୁଛନ୍ତି।
ବ୍ଯବସ୍ଥା ରେ ଯେଉଁ କଥାଗୁଡ଼ିକ କୁହା ଯାଇଛି, ତାହା ବ୍ଯବସ୍ଥାଧିନ ରହିଥିବା ଲୋକଙ୍କ ପାଇଁ ପ୍ରୟୋଜନ। ଏହି ବ୍ଯବସ୍ଥାଗୁଡ଼ିକ ସମସ୍ତ ଯିହୂଦୀ ଲୋକଙ୍କୁ ଆଳ ଦଖାଇବୋରୁ ଅଟକାଏ ଏବଂ ସମଗ୍ର ସଂସାରର ଲୋକମାନଙ୍କୁ ପରମେଶ୍ବରଙ୍କ ନ୍ଯାୟବିଚ଼ାରକୁ ଆଣେ।
ବିଶ୍ବାସ ଜାରି ରଖ। ଯାହା ଠିକ୍ ବୋଲି ଭାବୁଛ, ତାହା କର। କେତେ ଲୋକ ଏହା କରି ନାହାଁନ୍ତି। ତେଣୁ ସମାନଙ୍କେର ବିଶ୍ବାସ ନଷ୍ଟ ହାଇେଛି।
ଉକ୍ତ କଥାଗୁଡ଼ିକୁ ଲୋକମାନଙ୍କୁ ସର୍ବଦା କୁହ। ପରମେଶ୍ବରଙ୍କ ଆଗ ରେ ସତର୍କ କରିଦିଅ ଯେ, ସମାନେେ ଅଯଥା ବାଦାନୁବାଦ କରନ୍ତୁ ନାହିଁ। ୟୁକ୍ତିତର୍କ କରିବା ଦ୍ବାରା କାହାରିକୁ ଲାଭ ହୁଏ ନାହିଁ। ଯେଉଁମାନେ ଏହା ଶୁଣନ୍ତି, ସମାନଙ୍କେୁ ତାହା ନଷ୍ଟ କରିଦିଏ।
ଜଣେ ପ୍ରାଚୀନ ସମାନଙ୍କେର ଭୁଲ ବିଷୟ ରେ ତାହାଙ୍କୁ ଅବଗତ କରାଇବାକୁ ସକ୍ଷମ ଥିବେ ଓ ସମାନଙ୍କେୁ ଏପରି ଅବାନ୍ତର କଥା କହିବାରୁ ବନ୍ଦ କରାଇପାରୁଥିବେ। ସହେି ଲୋକମାନେ କୁଶିକ୍ଷାର ଉପଦେଶ ଦଇେ ସମ୍ପୂର୍ଣ୍ଣ ପରିବାରଗୁଡ଼ିକୁ ନଷ୍ଟ କରୁଛନ୍ତି। ସମାନେେ କବଳେ ଲୋକମାନଙ୍କୁ ଠକିବା ପାଇଁ ଏଭଳି ଶିକ୍ଷା ଦିଅନ୍ତି କାରଣ ସମାନେେ ଧନ ଅର୍ଜନ କରିବାକୁ ଇଚ୍ଛା କରନ୍ତି।
ସତ୍ଯକୁ ଜାଣିଲା ପରେ ମଧ୍ଯ ଯଦି ଆମ୍ଭେ ପାପକାମ କରି ଚାଲିବା ପାଇଁ ଇଚ୍ଛା କରିବା, ତା' ହେଲେ ସିଦ୍ଧାନ୍ତ ନେଉ, ପାପ ହରଣ କରିବା ପାଇଁ ଆଉ କୌଣସି ବଳିଦାନ ନାହିଁ।