ମାଥିଉଲିଖିତ ସୁସମାଚାର 25:26 · ଓଡ଼ିଆ ବାଇବେଲ
ତା ମାଲିକ ତାକୁ କହିଲେ, 'ତୁମ୍ଭେ ଜଣେ ଅଳସୁଆ ଓ ଦୁଷ୍ଟ ଚ଼ାକର। ତୁମ୍ଭେ ଜାଣିଛ ଯେ ମୁଁ ଯେଉଁଠି ରୋପଣ କରି ନଥାଏ ସଠାେରେ ମଧ୍ଯ ଫସଲ କାଟେ ଓ ଯେଉଁଠି ବୀଜ ବୁଣି ନଥାଏ, ସଠାେରେ ଶସ୍ଯ ଏକାଠି କରେ।
Cross references
ଆୟୁବ ପୁସ୍ତକ 15:5
କାରଣ ତୁମ୍ଭର କଥା ତୁମ୍ଭର ପାପକୁ ହିଁ ସ୍ବୀକାର କରୁଛି। ଆୟୁବ ତୁମ୍ଭେ ତୁମ୍ଭର ପାପକୁ ଲୁଚାଇବାକୁ ଚେଷ୍ଟା କରୁଛ, ଚତୁରତା ପୂର୍ଣ୍ଣ ବାକ୍ଯ ମଧିଅରେ।
ମାଥିଉଲିଖିତ ସୁସମାଚାର 18:32
ତାପରେ ମାଲିକ ପ୍ରଥମ ଚ଼ାକରକୁ ଡ଼ାକି କହିଲେ, ' ରେ ଦୁଷ୍ଟ ଚ଼ାକର! ତୁ ମାଠାରୁେ ବହୁତ ଅଧିକ ଧନ ଋଣ କରିଥିଲୁ। କିନ୍ତୁ ତୁ ମାେତେ ଦୟା ଭିକ୍ଷା କରିଥିଲୁ। ଏଣୁ ତୋର ସମସ୍ତ ଋଣ ମୁଁ ଛାଡ଼ କରିଦଲେି।