Home Bibles ତୀତସଙ୍କ ପ୍ରତି ପତ୍ର 1:7 · ଓଡ଼ିଆ ବାଇବେଲ
ତୀତସଙ୍କ ପ୍ରତି ପତ୍ର 1:7 · ଓଡ଼ିଆ ବାଇବେଲ

ଏହି ପ୍ରାଚୀନମାନଙ୍କର କାମ ହେଉଛି ପରମେଶ୍ବରଙ୍କ କାମର ଯତ୍ନ ନବୋ, ଅତଏବ ସେ ନିର୍ଦ୍ ଦୋଷ ହବୋ କଥା। ସେ ଗର୍ବୀ, ସ୍ବାର୍ଥୀ ଓ ଶୀଘ୍ର କୋରଧୀ ହାଇେ ନ ଥିବେ। ସେ ଅତ୍ଯଧିକ ମଦ୍ଯ ପାନ କରୁ ନ ଥିବେ। ସେ କଳହ ପ୍ରିୟ ହାଇେ ନ ଥିବେ। ଅନ୍ୟମାନଙ୍କୁ ଠକି ଧନୀ ହବୋ ପାଇଁ ସର୍ବଦା ଚେଷ୍ଟା କରୁ ନ ଥିବେ।

Cross references

ଆଦି ପୁସ୍ତକ 49:6

ସମାନେେ ଗୁପ୍ତ ରେ ମନ୍ଦ ଯୋଜନା କରନ୍ତି। ହେ ମାରେ ପ୍ରାଣ ସମାନଙ୍କେର ଗୁପ୍ତମନ୍ତ୍ରଣା ରେ ପ୍ରବେଶ କର ନାହିଁ। ସମାନଙ୍କେ ସଭା ରେ ମିଳିତ ହୁଅ ନାହିଁ, କାରଣ ସମାନେେ କୋର୍ଧିତ ଥିଲା ବେଳେ ମନୁଷ୍ଯମାନଙ୍କୁ ହତ୍ଯା ଏବଂ ସମାନଙ୍କେ ଆନନ୍ଦ ପାଇଁ ବଳଦଗୁଡ଼ିକୁ ହତ୍ଯା କଲେ।

ଲେବୀୟ ପୁସ୍ତକ 10:9

ତୁମ୍ଭେ କିମ୍ବା ତୁମ୍ଭର ପୁତ୍ରଗଣ ଯେତବେେଳେ ସମାଗମ ତମ୍ବୁ ରେ ପ୍ରବେଶ କରିବେ ତୁମ୍ଭମାନେେ ଦ୍ରାକ୍ଷାରସ କିମ୍ବା ମଦ୍ଯପାନ କରିବ ନାହିଁ। ଯଦି ତାହା ତୁମ୍ଭମାନେେ କର ତବେେ ତୁମ୍ଭମାନେେ ମରିବ। ଏହି ବ୍ଯବସ୍ଥା ପୁରୁଷାନୁକ୍ରମେ ଅନନ୍ତକାଳ ପର୍ୟ୍ଯନ୍ତ ପାଳିତ ହବେ।

ହିତୋପଦେଶ 14:17

ଜଣେ ୟିଏ ହଠାତ୍ କୋରଧିତ ହୁଏ, ମୂର୍ଖାମୀର କାର୍ୟ୍ଯ କରେ, କିନ୍ତୁ ଜଣେ ବ୍ଯକ୍ତି ୟିଏ ମନ୍ଦ ଯୋଜନା କରେ ସେ ଘୃଣିତ ହୁଏ।

ହିତୋପଦେଶ 15:18

କ୍ରୋଧୀ ଲୋକ ବିବାଦ ଆରମ୍ଭ କରେ କିନ୍ତୁ ଜଣେ ର୍ଧୈୟ୍ଯ ମଣିଷ ଯାହାର ଗୋଟିଏ ବିବାଦକୁ ସମାଧାନ କରେ।

ହିତୋପଦେଶ 16:32

ଯେ କୋରଧ ରେ ଧୀର, ସେ ବୀର ଅପେକ୍ଷା ଶ୍ ରେଷ୍ଠ। ପୁଣି ଯେ ଆପଣା ଆତ୍ମା ଉପ ରେ କତ୍ତୃର୍ତ୍ବ କରେ, ସେ ନଗର ବିଜଯୀଠାରୁ ଭଲ।

ହିତୋପଦେଶ 31:4

ହେ ଲମୁଯଲେ, ରାଜାମାନଙ୍କର ଦ୍ରାକ୍ଷାରସ ପାନ କରିବା ଉଚିତ୍ ନୁହେଁ। ଦ୍ରାକ୍ଷାରସ ପାନ କରିବା ଶାସକମାନଙ୍କ ପାଇଁ ଏହା ଉଚିତ୍ ନୁହେଁ।

ଉପଦେଶକ 7:9

ଶୀଘ୍ର କୋରଧିତ ହୁଅ ନାହିଁ। କାରଣ ମୂର୍ଖମାନଙ୍କ ହୃଦଯ ହରେ କୋରଧ ବାସ କରେ।

ଯିଶାଇୟ 28:7

ମାତ୍ର ବର୍ତ୍ତମାନ ସହେି ପ୍ରାଚୀନ ବ୍ଯକ୍ତିଗଣ ଦ୍ରାକ୍ଷାରସ ରେ ଭ୍ରାନ୍ତ ହାଇେଛନ୍ତି ଓ ସୁରାପାନ ରେ ବିପଥଗାମୀ ହାଇେଛନ୍ତି। ଯାଜକ ଓ ଭବିଷ୍ଯଦ୍ବକ୍ତା ସୁରାପାନ ଦ୍ବାରା ବିଭ୍ରାନ୍ତ ହାଇେଛନ୍ତି। ଦ୍ରାକ୍ଷାରସ ସମାନଙ୍କେୁ ଗ୍ରାସ କରିଅଛି ଓ ସମାନେେ ସୁରାପାନ ଦ୍ବାରା ବିପଥରେ ୟାଇଛନ୍ତି। ସମାନେେ ଦର୍ଶନ ରେ ଭ୍ରାନ୍ତ ହୁଅନ୍ତି ଓ ବିଚାର ରେ ଝୁଣ୍ଟି ପଡ଼ନ୍ତି।

ଯିଶାଇୟ 56:10

ତାହାର ପ୍ରହରିଗଣ ଅନ୍ଧ, ସେ ସମସ୍ତ ଜ୍ଞାନହୀନ, ସମାନେେ ନିର୍ବାକ ଶ୍ବାନ, ସମାନେେ ଭୁକିପାରନ୍ତି ନାହିଁ। ସମାନେେ ସ୍ବପ୍ନଦର୍ଶୀ, ନିଦ୍ରାଡ଼ ଓ ଶାଇେ ରହିବାକୁ ଭଲ ପାଆନ୍ତି।

ଯିହିଜିକଲ 44:21

କୌଣସି ଯାଜକ ଭିତର ପ୍ରାଙ୍ଗଣ ରେ ପ୍ରବେଶ କରିବା ସମୟରେ ଦ୍ରାକ୍ଷାରସ ପାନ କରିବେ ନାହିଁ।

ମାଥିଉଲିଖିତ ସୁସମାଚାର 24:45

କିଏ ବିଶ୍ବାସ ଯୋଗ୍ଯ ଓ ବିଜ୍ଞ ଚ଼ାକର? ୟିଏ ଅନ୍ୟ ଚ଼ାକରମାନଙ୍କୁ ଠିକ୍ ସମୟରେ ସମାନଙ୍କେର ଖାଦ୍ୟ ଦବେ, ମାଲିକ ସହେିଭଳି ଚ଼ାକରକୁ ବିଶ୍ବାସ କରିଥାନ୍ତି। କିଏ ସେ ଚ଼ାକର, ସହେି କାମ କରିବା ପାଇଁ, ସେ କେଉଁ ଚ଼ାକରକୁ ବିଶ୍ବାସ କରିବେ?

ଲୂକଲିଖିତ ସୁସମାଚାର 12:42

ଏହା ଶୁଣି ଯୀଶୁ କହିଲେ, ବିଶ୍ବାସୀ ଓ ବୁଦ୍ଧିମାନ ସବେକ କିଏ? ମାଲିକ ଅନ୍ୟ ସବେକ ମାନଙ୍କୁ ସମାନଙ୍କେର ଖାଦ୍ୟ ଠିକ୍ ସମୟରେ ଦବୋ ପାଇଁ ଜଣେ ଚାକରକୁ ଦାଯିତ୍ବ ଦଇେଥାନ୍ତି, ଯାହାକୁ ଏ କାମ କରିବା ପାଇଁ ମାଲିକ ବିଶ୍ବାସ କରିବସେ ସେ ସବେକ କିଏ?

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 4:1

ଆମ୍ଭ ବିଷୟ ରେ ଲୋକମାନଙ୍କର ଭାବିବା ଦରକାର ଯେ, ଆମ୍ଭେ ଖ୍ରୀଷ୍ଟଙ୍କର ସବେକ। ପରମେଶ୍ବର ନିଜର ଗୋପନୀୟ ସତ୍ଯଗୁଡ଼ିକୁ ଆମ୍ଭ ନିକଟରେ ଭରସା ରଖି ଜଣାଇ ଅଛନ୍ତି।

ଏଫିସୀୟଙ୍କ ପ୍ରତି ପତ୍ର 5:18

ମଦ ପିଇ ମାତାଲ ହୁଅ ନାହିଁ। କାରଣ ତାହା ଆତ୍ମିକ ଭାବେ ତୁମ୍ଭର ସଂପୂର୍ଣ୍ଣ ବିନାଶ ଘଟାଇବ ବରଂ ଆତ୍ମା ରେ ପରିପୂର୍ଣ୍ଣ ହୁଅ।

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 1:1

ଯୀଶୁ ଖ୍ରୀଷ୍ଟଙ୍କ ସବେକ ପାଉଲ ଓ ତୀମଥି, ଫିଲିପ୍ପୀର ଖ୍ରୀଷ୍ଟଯୀଶୁଙ୍କ ସମସ୍ତ ପବିତ୍ର ଲୋକମାନଙ୍କୁ ଓ ତୁମ୍ଭମାନଙ୍କର ପ୍ରାଚୀନ286 ଏବଂ ବିଶଷେ ସବେକମାନଙ୍କୁ ପତ୍ର।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 3:1

ମୁଁ ଯାହା କହୁଛି ତାହା ସତ୍ଯ : ଯଦି କହେି ଅଧ୍ଯକ୍ଷ293 ହବୋ ପାଇଁ ଚେଷ୍ଟା କରେ, ତବେେ ସେ ଭଲ କାର୍ୟ୍ଯ ଚାହୁଁଛନ୍ତି।

ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 2:24

ପ୍ରଭୁଙ୍କର ସବେକ ୟୁକ୍ତି କରିବା ଉଚିତ ନୁହେଁ। ସେ ସବୁ ଲୋକଙ୍କ ପ୍ରତି ଦୟାଳୁ ହବୋ ଉଚିତ। ସେ ଜଣେ ଭଲ ଶିକ୍ଷକ ହବୋ ଉଚିତ। ସେ ସହନଶୀଳ ହେଉ।

ତୀତସଙ୍କ ପ୍ରତି ପତ୍ର 1:5

ମୁଁ ତୁମ୍ଭକୁ କ୍ରୀତୀଠା ରେ ଏବେ ସୁଦ୍ଧା ଯେଉଁ କାମ ବାକି ରହି ଯାଇଛି, ସଗେୁଡ଼ିକୁ ସମ୍ପୂର୍ଣ୍ଣ କରିବା ପାଇଁ ଛାଡ଼ି ଆସିଥିଲି। ମୁଁ ସଠାେରେ ତୁମ୍ଭକୁ ଏଥିପାଇଁ ମଧ୍ଯ ଛାଡ଼ି ଆସିଥିଲି ଯେ ତୁମ୍ଭେ ପ୍ରେତ୍ୟକକ ନଗର ରେ ପ୍ରାଚୀନ ହବୋ ଲୋକମାନଙ୍କୁ ବାଛି ପାରିବ।

ତୀତସଙ୍କ ପ୍ରତି ପତ୍ର 2:3

ଅତୀତ ରେ ଆମ୍ଭେ ମଧ୍ଯ ମୂର୍ଖ ଥିଲୁ। ଆମ୍ଭେ ଆଜ୍ଞାପାଳନ କରୁ ନ ଥିଲୁ, ଭୁଲ କାମ କରୁଥିଲୁ, ଆମ୍ଭେ ସମସ୍ତ ପ୍ରକାର ଶାରୀରିକ କାମନା ଓ ଭୋଗର ଦାସ ଥିଲୁ। ଆମ୍ଭେ ଇର୍ଷାଳୁ ଓ ଦ୍ବଷେପୂର୍ଣ୍ଣ ଜୀବନ ଯାପନ କରୁଥିଲୁ। ଲୋକେ ଆମ୍ଭକୁ ଘୃଣା କରୁଥିଲେ ଓ ଆମ୍ଭେ ପରସ୍ପରକୁ ଘୃଣା କରୁଥିଲୁ।

ଯାକୁବଙ୍କ ପତ୍ 1:19

ମାେ ପ୍ରିୟ ଭାଇ ଓ ଭଉଣୀମାନେ, କହିବା ଅପେକ୍ଷା ଶୁଣିବା ରେ ବେଶି ଇଚ୍ଛୁକ ହୁଅ। ସଜହଜ ରେ ରାଗି ଯାଅ ନାହିଁ।

ପିତରଙ୍କ ପ୍ରଥମ ପତ୍ 4:10

ତୁମ୍ଭ ମଧ୍ଯରୁ ପ୍ରେତ୍ୟକକେ ଗୋଟିଏ ଗୋଟିଏ ଆଧ୍ଯାତ୍ମିକ ଦାନ ପରମେଶ୍ବରଙ୍କଠାରୁ ପାଇଛ। ପରମେଶ୍ବର ଅନକେ ପ୍ରକା ରେ ତାହାଙ୍କର ଅନୁଗ୍ରହ ତୁମ୍ଭକୁ ଦଖାଇେଛନ୍ତି। ତୁମ୍ଭେ ତାହାଙ୍କର ଦାନଗୁଡ଼ିକୁ ଦାଯିତ୍ବପୂର୍ଣ୍ଣ ସହିତ ପରମେଶ୍ବରଙ୍କ ସବେକ ଭଳି ବ୍ଯବହାର କର। ଅତଏବ ଭଲ ସବେକ ହାଇେ ପରସ୍ପରର ସବୋ ରେ ସଗେୁଡ଼ିକୁ ଲଗାଅ।

ପିତରଙ୍କ ପ୍ରଥମ ପତ୍ 5:2

ମୁଁ ତୁମ୍ଭକୁ ଅନୁ ରୋଧ କରେ ଯେ, ପରମେଶ୍ବରଙ୍କ ଯେଉଁ ମଷଗେଣର ଦାଯିତ୍ବ ରେ ତୁମ୍ଭେ ରହିଛ, ସହେି ମଷେ ସମୂହର ତୁମ୍ଭେ ଯତ୍ନ ନବୋ ଉଚିତ। ସମାନେେ ପରମେଶ୍ବରଙ୍କ ମଷେପଲ। ତୁମ୍ଭେ ବାଧ୍ଯବାଧକତା ରେ ନୁହେଁ, ମାତ୍ର ସ୍ବଇଚ୍ଛା ରେ ପ୍ରତିପାଳନ କର। ପରମେଶ୍ବର ତାହାହିଁ ଚାହାଁନ୍ତି। ତୁମ୍ଭେ ସବୋ କରିବା ରେ ଆନନ୍ଦ ପାଉଛ ବୋଲି ସପରେି କର, ଧନ ଲୋଭ ରେ ତାହା କର ନାହିଁ।

ପିତରଙ୍କ ଦିତୀୟ ପତ୍ର 2:10

ଯେଉଁମାନେ ନିଜର ପାପପୂର୍ଣ୍ଣ ପ୍ରକୃତିଗୁଡ଼ିକର ଇଚ୍ଛା ପୂରଣ ପାଇଁ ମନ୍ଦକାର୍ୟ୍ଯ କରିବ ଜୀବିତ ରହିଛନ୍ତି ଓ ପ୍ରଭୁଙ୍କର କତ୍ତୃର୍ତ୍ବକୁ ଅବମାନନା କରନ୍ତି, ସମାନେେ ଏଭଳି ଦଣ୍ଡର ଯୋଗ୍ଯ।

Interlinear

Choose Theme