ହେ ଲମୁଯଲେ, ରାଜାମାନଙ୍କର ଦ୍ରାକ୍ଷାରସ ପାନ କରିବା ଉଚିତ୍ ନୁହେଁ। ଦ୍ରାକ୍ଷାରସ ପାନ କରିବା ଶାସକମାନଙ୍କ ପାଇଁ ଏହା ଉଚିତ୍ ନୁହେଁ।
Cross references
ତୁମ୍ଭେ କିମ୍ବା ତୁମ୍ଭର ପୁତ୍ରଗଣ ଯେତବେେଳେ ସମାଗମ ତମ୍ବୁ ରେ ପ୍ରବେଶ କରିବେ ତୁମ୍ଭମାନେେ ଦ୍ରାକ୍ଷାରସ କିମ୍ବା ମଦ୍ଯପାନ କରିବ ନାହିଁ। ଯଦି ତାହା ତୁମ୍ଭମାନେେ କର ତବେେ ତୁମ୍ଭମାନେେ ମରିବ। ଏହି ବ୍ଯବସ୍ଥା ପୁରୁଷାନୁକ୍ରମେ ଅନନ୍ତକାଳ ପର୍ୟ୍ଯନ୍ତ ପାଳିତ ହବେ।
ରାଜା ଏଲାଙ୍କର ରଥ ସମୂହର ଅର୍ଦ୍ଧକରେ ଅଧ୍ଯକ୍ଷ ସିମ୍ରି ନାମକ ରାଜାଙ୍କର ଜଣେ ଅଧିକାରୀ ଥିଲେ, ଏଲାଙ୍କ ବିରୁଦ୍ଧ ରେ ଚକ୍ରାନ୍ତ କଲେ। ସହେି ସମୟରେ ଏଲା ଅର୍ସାର ଗୃହ ରେ ମଦ୍ଯପାନ କରି ମାତାଲ ହାଇଗେଲା। ଅର୍ସା ତିର୍ସା ପ୍ରାସାଦର ଦାଯିତ୍ବ ରେ ଥିଲା।
ରାଜା ବିନହଦଦ୍ ଅନ୍ୟ ରାଜାମାନଙ୍କ ସହିତ ପାନ କରୁଥିବା ସମୟରେ ଦୂତମାନେ ଏ ସମ୍ବାଦ ଦେଲେ। ରାଜା ତାଙ୍କର ଲୋକମାନଙ୍କୁ ପ୍ରସ୍ତୁତ ହବୋକୁ ଆଦେଶ ଦେଲେ। ତେଣୁ ସମାନେେ ପ୍ରସ୍ତୁତ ହାଇେ ନଗର ବିରୁଦ୍ଧ ରେ ଆକ୍ରମଣ କରିବାକୁ ବାହାରିଲେ।
ମଧ୍ଯାହ୍ନ ରେ ଯେତବେେଳେ ରାଜା ବିନ୍ହଦଦ୍ ଓ ବତିଶ ଜଣ ଅନ୍ୟ ରାଜା ନିଜ ଶିବିର ରେ ପାନ କରୁଥିଲେ ଓ ମତ୍ତ ହାଇେଥିଲେ, ସହେି ସମୟରେ ଆହାବ୍ ଆକ୍ରମଣ ଆରମ୍ଭ କରି ଦେଲେ।
ସପ୍ତମ ଦିନ ରେ ଯେତବେେଳେ ରାଜା ଦ୍ରାକ୍ଷାରସ ଯୋଗୁଁ ଅତ୍ଯଧିକ ମାତାଲ ହେଲେ, ସେ ମହୂମନ୍, ବିସ୍ଥା ହର୍ବୋଣା, ବିଗଥା, ଅବଗଥ, ସେଥର ଓ କର୍କସଙ୍କୁ ଆଦେଶ ଦେଲେ। ଏହି ସାତଜଣ ନଫୁସକ ଯେଉଁମାନେ ରାଜା ଅକ୍ଷଶ୍ବରେଶଙ୍କ ସବୋ କଲେ।
ଆଉ ଧାବକଗଣ ରାଜାଜ୍ଞା ପାଇ ଶୀଘ୍ର ବାହାରି ଗଲେ, ପୁଣି ସହେି ଆଜ୍ଞା ଶୂଶନ୍ ରାଜଧାନୀ ରେ ପ୍ରକାଶିତ ହେଲା, ତହୁଁ ରାଜା ଓ ହାମନ୍ ପାନ କରିବାକୁ ବସିଲେ, ମାତ୍ର ଶୂଶନ ନଗର ଉଦ୍ବିଗ୍ନ ହେଲା।
ଦ୍ରାକ୍ଷାରସ ଓ ମଦ୍ଯ ଲୋକମାନଙ୍କୁ ନିଯନ୍ତ୍ରଣ କରି ବାହାରକୁ ନଇୟୋଏ। ଯେ କହେି ସେଥି ରେ ଭ୍ରାନ୍ତ ହୁଏ, ସେ ଜ୍ଞାନୀ ହାଇପୋରିବ ନାହିଁ।
ତୁମ୍ଭେ ସମୁଦ୍ର ମଧିଅରେ ଶଯନକାରୀ ଅବା ଜାହାଜର ମାସ୍ତୁଲ ଉପ ରେ ଶଯନକାରୀ ଲୋକତୁଲ୍ଯ ହବେ।
ହେ ଦେଶ ଯଦି ତୁମ୍ଭର ରାଜା କୁଳୀନ ପରିବାରରୁ ଆସନ୍ତି ଓ ତୁମ୍ଭର ଅଧିପତିଗଣ ଯବେେ ମତ୍ତତା ନିମନ୍ତେ ନୁହେଁ ମାତ୍ର ବଳ ନିମନ୍ତେ ପାନ କରନ୍ତି ଓ ଉପୟୁକ୍ତ ସମୟରେ ଭୋଜନ କରନ୍ତି, ତବେେ ତୁମ୍ଭେ ଧନ୍ଯ।
ସସମାଲନ ଦ୍ରାକ୍ଷାରସ ପାନ କରିବାସର ପ୍ରସିଦ୍ଧ ଓ ମଦ୍ଯ ମିଶ୍ରିତ କରିବାସର ଦକ୍ଷ।
ମାତ୍ର ବର୍ତ୍ତମାନ ସହେି ପ୍ରାଚୀନ ବ୍ଯକ୍ତିଗଣ ଦ୍ରାକ୍ଷାରସ ରେ ଭ୍ରାନ୍ତ ହାଇେଛନ୍ତି ଓ ସୁରାପାନ ରେ ବିପଥଗାମୀ ହାଇେଛନ୍ତି। ଯାଜକ ଓ ଭବିଷ୍ଯଦ୍ବକ୍ତା ସୁରାପାନ ଦ୍ବାରା ବିଭ୍ରାନ୍ତ ହାଇେଛନ୍ତି। ଦ୍ରାକ୍ଷାରସ ସମାନଙ୍କେୁ ଗ୍ରାସ କରିଅଛି ଓ ସମାନେେ ସୁରାପାନ ଦ୍ବାରା ବିପଥରେ ୟାଇଛନ୍ତି। ସମାନେେ ଦର୍ଶନ ରେ ଭ୍ରାନ୍ତ ହୁଅନ୍ତି ଓ ବିଚାର ରେ ଝୁଣ୍ଟି ପଡ଼ନ୍ତି।
ବେଲ୍ଶତ୍ସର ଦ୍ରାକ୍ଷାରସ ପାନ କରୁଥିବା ବେଳେ ତାଙ୍କର ପିତା ନବୂଖଦ୍ନିତ୍ସର। ୟିରୁଶାଲମସ୍ଥ ମନ୍ଦିରରୁ ଅପହରଣ କରି ଆଣିଥିବା ସୁନା ଓ ରୂପା ରେ ପାତ୍ରଗୁଡିକୁ ଆଣିବାକୁ ତାଙ୍କ ଲୋକମାନଙ୍କୁ ଆଦେଶ କଲେ। ସେ ଗ୍ଭହୁଁଥିଲେ ସେଥି ରେ ସେ, ତାଙ୍କର ଅମାତ୍ଯଗଣ, ତାଙ୍କର ପତ୍ନିଗଣ ଓ ଉପପତ୍ନୀଗଣ ଯେପରି ପାନ କରିବେ।
ୟୌନ ଭୋଗ ପାପ, ଅତ୍ଯଧିକ ଦ୍ରାକ୍ଷାରସ ପାନ ଗୋଟିଏ ବ୍ଯକ୍ତିର ସ୍ବାଧୀନ ଚିନ୍ତା କରିବାର ଧ୍ବଂସ କରେ।
ସମାନଙ୍କେର ମନ୍ଦ କାର୍ୟ୍ଯ ସମାନଙ୍କେର ରାଜାଙ୍କୁ ଖୁସୀ କରେ। ସମାନଙ୍କେର ମିଥ୍ଯା ସମାନଙ୍କେର ନେତାଙ୍କୁ ଆନନ୍ଦ ପ୍ରଦାନ କରେ।
ପରମେଶ୍ବର କହିଲେ, ଧନ ଗୋଟିଏ ବଳବାନ୍ ବ୍ଯକ୍ତିକୁ ପ୍ରତାରଣା କରିପାରିବ। ସେ କବେେ ସଫଳ ହାଇପୋରିବ ନାହିଁ। କବର ପରି ସେ ସର୍ବଦା ଅଧିକରୁ ଅଧିକ ପାଇବାକୁ ଇଚ୍ଛା କରିବ। କିନ୍ତୁ ମୃତ୍ଯୁ ପରି ସେ କବେେ ସନ୍ତୁଷ୍ଟ ହବେନାହିଁ। ସେ ଅନ୍ୟସବୁ ଦେଶକୁ ପରାସ୍ତ କରି ଗ୍ଭଲିବ। ସେ ସହେି ଲୋକମାନଙ୍କୁ ବନ୍ଦୀ କରି ଗ୍ଭଲିବ।
କିଛି ଦିନ ପରେ େ ହରୋଦଙ୍କ ଜନ୍ମ ଦିନ ରେ ଯୋହନଙ୍କ ମୃତ୍ଯୁ ଘଟାଇବା ପାଇଁ ହରେୋଦିଆକୁ ଗୋଟିଏ ସୁଯୋଗ ମିଳିଗଲା। ତାହାଙ୍କର ଉଚ୍ଚ ଅଧିକାରୀ, ସନୋପତିଗଣ ଏବଂ ଗାଲିଲୀର ବିଶିଷ୍ଟ ବ୍ଯକ୍ତିମାନଙ୍କୁ େ ହରୋଦ ରାତ୍ରି ସମୟରେ ଭୋଜି ଦେଉଥାନ୍ତି।