Home Bibles ପରମଗୀତ 3:7 · ଓଡ଼ିଆ ବାଇବେଲ
ପରମଗୀତ 3:7 · ଓଡ଼ିଆ ବାଇବେଲ

ଦେଖ, ତାହା ଶଲୋମନଙ୍କର ଘାଡ଼ୋ ଗାଡ଼ି। ସଠାେ ରେ ଷାଠିଏ ଜଣ ଇଶ୍ରାୟେଲୀୟ ରଥକୁ ଘରେି ଅଛନ୍ତି।

Cross references

ପ୍ରଥମ ଶାମୁୟେଲ 8:16

ରାଜା ତୁମ୍ଭର ପୁରୁଷ ଓ ନାରୀ ଗ୍ଭକରମାନଙ୍କୁ ନଇେଯିବେ। ସେ ତୁମ୍ଭର ଉତ୍ତମ ଗୋରୁଗାଈ ଓ ଗଧମାନଙ୍କୁ ନଇେଯିବେ ଏବଂ ସମାନଙ୍କେୁ ନିଜ କାର୍ୟ୍ଯ ରେ ବିନି ଯୋଗ କରିବେ।

ପ୍ରଥମ ଶାମୁୟେଲ 14:52

ଶାଉଲ ସାହାସୀ ଥିଲେ, ସେ ପଲେଷ୍ଟୀୟ ସହ ଘୋର ୟକ୍ସ୍ଟଦ୍ଧ କରିଥିଲେ। ସେ ଯେ କୌଣସି ସମୟରେ ସାହାସୀ ଓ ୟୋଦ୍ଧା କି କୌଣସି ବିକ୍ରମଶାଳୀ ପୁରୁଷ ଦେଖିଲେ, ତାହାକକ୍ସ୍ଟ ଆପଣାର ସନୋ ବାହିନୀ ରେ ସାମିଲ କରୁଥିଲେ ଓ ସକ୍ସ୍ଟରକ୍ଷା ଦେଉଥିଲେ।

ପ୍ରଥମ ଶାମୁୟେଲ 28:2

ଦାଉଦ ଅଖୀଶଙ୍କକ୍ସ୍ଟ କହିଲେ, ତା ହେଲ ଆପଣଙ୍କ ଦାସ କ'ଣ କରିବ ଆପଣ ଜାଣିବେ।

ପ୍ରଥମ ରାଜାବଳୀ 9:22

ମାତ୍ର ଇଶ୍ରାୟେଲ ସନ୍ତାନଗଣଙ୍କ ମଧ୍ଯରୁ ଶଲୋମନ କାହାରିକୁ ଦାସ କଲେ ନାହିଁ। ସମାନେେ ଯୋଦ୍ଧା, ରାଜଭୃତ୍ଯ, ଅଧିପତି ସନୋପତି, ରଥା ରୋହୀ ଓ ଅଶ୍ବାରୋହୀମାନଙ୍କ ଅଧ୍ଯକ୍ଷ ଥିଲେ।

ପ୍ରଥମ ରାଜାବଳୀ 14:27

ତେଣୁ ରିହବିଯାମ ସୁବର୍ଣ୍ଣ ଢାଲ ବଦଳ ରେ ପିତ୍ତଳ ଢାଲ ନିର୍ମାଣ କରିବାକୁ ରାଜଗୃହର ଦ୍ବାରପାଳ ପ୍ରହରିବର୍ଗର ଅଧ୍ଯକ୍ଷମାନଙ୍କୁ ଆଦେଶ ଦେଲେ।

ଦିତୀୟ ରାଜାବଳୀ 6:17

ତା'ପରେ ଇଲୀଶାୟ ପ୍ରାର୍ଥନା କରି କହିଲେ, ହେ ସଦାପ୍ରଭୁ, ମୁଁ ବିନଯ କରୁଛି, ମାରେ ସବେକର ଆଖି ଖାଲିେ ଦିଅ, ଯେପରି ସେ ଦେଖିପାରିବ।

ନିହିମିୟା 4:13

ଏଣୁ ମୁଁ ପ୍ରାଚୀର ପଛଆଡେ ନୀଚସ୍ଥ ମଲୋ ସ୍ଥାନ ରେ ଲୋକମାନଙ୍କୁ ସମାନଙ୍କେ ପରିବାର ଅନୁସାରେ ସମାନଙ୍କେୁ ଖଡ୍ଗ ଓ ବର୍ଚ୍ଛା ଓ ଧନୁ ସହିତ ନିୟୁକ୍ତ କଲି।

ପରମଗୀତ 1:16

ଦେଖ, ହେ ମାରେ ପ୍ରିଯତମା, ତୁମ୍ଭେ ସୁନ୍ଦରୀ ଅଟ, ହଁ ତୁମ୍ଭେ ମନୋଲୋଭା ଏବଂ ଆମ୍ଭମାନଙ୍କର ଶୟ୍ଯା ତାଜା ସବୁଜ ଘାସ ଅଟେ।

ପରମଗୀତ 3:9

ଶଲୋମନ ରାଜା ଆପଣା ପାଇଁ ଲିବା ନୋନ୍ର କାଠର ଏକ ପାଲିଙ୍କି ନିର୍ମାଣ କଲେ।

ଏବ୍ରୀ 1:14

ସମସ୍ତ ସ୍ବର୍ଗଦୂତ ଆତ୍ମା ଅଟନ୍ତି। ସମାନେେ ପରମେଶ୍ବରଙ୍କ ସବୋ କରନ୍ତି ଏବଂ ଯେଉଁମାନେ ପରିତ୍ରାଣ ପାଇଛନ୍ତି ସମାନଙ୍କେୁ ସାହାୟ୍ଯ କରନ୍ତି।

Interlinear

Choose Theme