ତେଣୁ ରିହବିଯାମ ସୁବର୍ଣ୍ଣ ଢାଲ ବଦଳ ରେ ପିତ୍ତଳ ଢାଲ ନିର୍ମାଣ କରିବାକୁ ରାଜଗୃହର ଦ୍ବାରପାଳ ପ୍ରହରିବର୍ଗର ଅଧ୍ଯକ୍ଷମାନଙ୍କୁ ଆଦେଶ ଦେଲେ।
Cross references
ଶାମକ୍ସ୍ଟଯଲେ କହିଲେ, ତକ୍ସ୍ଟମ୍ଭ ଉପରେ ୟିଏ ରାଜତ୍ବ କରିବ, ସେ ତୁମ୍ଭକୁ ଏ ପ୍ରକାର କରିବ। ସେ ତକ୍ସ୍ଟମ୍ଭ ପକ୍ସ୍ଟତ୍ରମାନଙ୍କୁ ତା'ର ସବୋ କରିବା ପାଇଁ ଓ ସୈନ୍ଯବାହୀନିର ସବୋ କରିବା ପାଇଁ ବାଧ୍ଯ କରିବ। ସମାନେେ ୟକ୍ସ୍ଟଦ୍ଧ ରେ ସନୋବାହିନୀର ୟୋଦ୍ଧା ଓ ରଥା ରୋହୀ ହବେ। ତକ୍ସ୍ଟମ୍ଭ ପକ୍ସ୍ଟତ୍ରମାନେ ରାଜାଙ୍କର ରଥ ଆଗେ ଆଗେ ଦୌଡିବେ।
ରାଜା ତାଙ୍କ ନିକଟରେ ଥିବା ଦହେ ରକ୍ଷୀକକ୍ସ୍ଟ ଆଦେଶ ଦେଲେ, ୟାଅ, ପ୍ରଭକ୍ସ୍ଟଙ୍କର ଯାଜକମାନଙ୍କୁ ହତ୍ଯା କର। ଏହିପରି କର କାରଣ ସମାନେେ ସମସ୍ତେ ଦାଉଦଙ୍କର ସପକ୍ଷ ରେ ଅଛନ୍ତି। ସମାନେେ ଜାଣିଲେ ଦାଉଦ ଏଠାରକ୍ସ୍ଟ ପଳାଯନ କରିଛି, କିନ୍ତୁ ସମାନେେ ମାେତେ ଜଣାଇଲେ ନାହିଁ।
ଏହାପରେ ଅବଶାଲୋମ ଗୋଟିଏ ରଥ ଓ ଅଶ୍ବମାନ ପାଇଲା। ଆଉ ସେ ଯେତବେେଳେ ଘୋଡାଗାଡି ଆରୋହଣ କଲା, ପଗ୍ଭଶ ଜଣ ଲୋକ ତା' ସମ୍ମକ୍ସ୍ଟଖକକ୍ସ୍ଟ ଦୌଡି ଆସିଲେ।
ସହେି ସମୟରେ ୟାରବିଯାମଙ୍କ ପୁତ୍ର ଅବିଯ ଅତିଶଯ ପୀଡିତ ହେଲେ।
ଇତ୍ଯବସ ରେ ସଦାପ୍ରଭୁ ଅହିଯକୁ କହିଲେ, ଏହାକୁ ଦେଖ, ୟାରବିଯାମର ପତ୍ନୀ ନିଜର ପୁତ୍ର ଭାଗ୍ଯ ବିଷଯ ରେ ପଗ୍ଭରିବାକୁ ତୁମ୍ଭ ନିକଟକୁ ଆସୁଅଛି, କାରଣ ସେ ବହୁତ ପୀଡିତ ଅଛି।
ସଦାପ୍ରଭୁଙ୍କ ଶକ୍ତି ଏଲିଯଙ୍କ ଉପରେ ପଡିଲା। ସେ ନିଜର କଟି ବସ୍ତ୍ରକୁ ଶକ୍ତ ଭାବରେ ବାନ୍ଧି ୟିଷ୍ରିଯଲରେ ପ୍ରବେଶ ସ୍ଥାନ ପର୍ୟ୍ଯନ୍ତ ଆହାବ୍ଙ୍କ ଆଗେ ଆଗେ ଦୌଡିଗଲେ।
ଏହାପରେ ସପ୍ତମ ବର୍ଷ ରେ ଯିହାୟୋଦାରଦା ଲୋକ ପଠାଇ କରୀଯମାନଙ୍କର ଓ ପ୍ରହରିବର୍ଗର ଅଧ୍ଯକ୍ଷମାନଙ୍କୁ ଅଣାଇ ସମାନଙ୍କେୁ ଏକତ୍ରିତ କରି ସଦାପ୍ରଭୁଙ୍କ ମନ୍ଦିରକୁ ଆପଣା ନିକଟକୁ ନଲୋ, ଆଉ ସେ ସମାନଙ୍କେ ସହିତ ଏକ ଚୁକ୍ତି କରାଇଲା ଓ ସଦାପ୍ରଭୁଙ୍କ ମନ୍ଦିର ରେ ସମାନଙ୍କେୁ ଶପଥ କରାଇ ରାଜପୁତ୍ର ୟୋଯାଶକୁ ଦଖାଇେଲା।
ପୁଣି ସେ ଯାଜକ ସନୋପତିମାନଙ୍କୁ, କରୀଯମାନଙ୍କୁ, ପ୍ରହରୀମାନଙ୍କୁ ଓ ସମସ୍ତ ଲୋକମାନଙ୍କୁ ଧରି ସଦାପ୍ରଭୁଙ୍କ ମନ୍ଦିରରୁ ରାଜଗୃହକୁ ଚାଲି ରେ। ସମାନେେ ପ୍ରହରୀବର୍ଗର ଦ୍ବାର ଦଇେ ରାଜଗୃହକୁ ଆସିଲେ। ତା'ପରେ ୟୋଯାଶ ସିଂହାସନ ଉପରେ ଉପବିଷ୍ଟ ହେଲେ।
ଦେଖ, ସୁବର୍ଣ୍ଣ କିପରି ମଳିନ ହାଇେଅଛି। ଅତ୍ଯନ୍ତ ନିର୍ମଳ ସୁବର୍ଣ୍ଣ କିପରି ବିକୃତ ହାଇେଅଛି। ପବିତ୍ର ସ୍ଥାନର ରତ୍ନସବୁ ରାଜ ରାସ୍ତା ରେ ବିକ୍ଷିପ୍ତ ହାଇେ ପଡ଼ିଅଛି।