ଏଣୁ ମୁଁ ପ୍ରାଚୀର ପଛଆଡେ ନୀଚସ୍ଥ ମଲୋ ସ୍ଥାନ ରେ ଲୋକମାନଙ୍କୁ ସମାନଙ୍କେ ପରିବାର ଅନୁସାରେ ସମାନଙ୍କେୁ ଖଡ୍ଗ ଓ ବର୍ଚ୍ଛା ଓ ଧନୁ ସହିତ ନିୟୁକ୍ତ କଲି।
Cross references
ଯାକୁବ ରାତି ରେ ସହେି ସ୍ଥାନ ରେ ରହିଲା, ତା'ର ଭାଇ ଏଷୌକୁ କିଛି ଉପହାର ଦବୋପାଇଁ ଯାକୁବ ପ୍ରସ୍ତୁତ ହେଲା।
ହିଜକିଯ ଜାଣିଥିଲେ ଯେ, ସନ୍ ହରେୀବ୍ ୟିରୁଶାଲମକୁ ଆକ୍ରମଣ କରିବା ନିମନ୍ତେ ଆସିଛନ୍ତି।
ଯେଉଁମାନେ ପ୍ରାଚୀର ଗଢିଲେ ଓ ଯେଉଁମାନେ ଭାର ବୋହିଲେ, ପ୍ରେତ୍ୟକକ ଜଣ ଏକ ହସ୍ତ ରେ କର୍ମ କଲେ ଓ ଅନ୍ୟ ହସ୍ତ ରେ ଅସ୍ତ୍ର ଧରିଲେ।
ଏଥି ରେ ମୁଁ ସମାନଙ୍କେ ନିକଟକୁ ଦୂତଗଣ ପଠାଇ କହିଲି, ମୁଁ ଏକ ଗୁରୁତ୍ବପୂର୍ଣ୍ଣ କର୍ମ କରୁଅଛି। ଏଥିପାଇଁ ମୁଁ ଆସି ପାରିବି ନାହିଁ। ତୁମ୍ଭ ପାଖକୁ ଆସିବାକୁ ଓ ସାକ୍ଷାତ କରିବାକୁ ମୁଁ ସହେି କାର୍ୟ୍ଯ ବନ୍ଦ କରିପାରିବି ନାହିଁ।
ଦରକାର ବେଳେ ଋଣ ଦବୋ ଏବଂ ଉଧାର ହବୋ, ଏହା ଗୋଟିଏ ଲୋକର ଭଲ ଗୁଣ। କୌଣସି ବ୍ଯକ୍ତି ନିଜର ବ୍ଯାପାରରେ ଧାର୍ମିକତା ଅବଲମ୍ବନ କରିବା ମଙ୍ଗଳ ଅଟେ।
ଦେଖ, ତାହା ଶଲୋମନଙ୍କର ଘାଡ଼ୋ ଗାଡ଼ି। ସଠାେ ରେ ଷାଠିଏ ଜଣ ଇଶ୍ରାୟେଲୀୟ ରଥକୁ ଘରେି ଅଛନ୍ତି।
ସାବଧାନ, ଗଧିଆମାନଙ୍କ ଭିତ ରେ ମଷେମାନଙ୍କୁ ଛାଡିବା ଭଳି ମୁଁ ତୁମ୍ଭମାନଙ୍କୁ ବାହାରକୁ ପଠାଉଛି। ତୁମ୍ଭେ ସାପ ଭଳି ଚତୁର ହୁଅ। କପୋତ ଭଳି ନିରୀହ ହୁଅ।
ଭାଇ ଓ ଭଉଣୀମାନେ, ବୁଦ୍ଧି ରେ ପିଲାମାନଙ୍କ ପରି ହୁଅନାହିଁ ବରଂ ମନ୍ଦ ବିଷୟ ରେ ଶିଶୁ ପରି ହୁଅ ଓ ବୁଦ୍ଧି ରେ ପୂର୍ଣ୍ଣ ବୟସ୍କ ହୁଅ।
ପରମେଶ୍ବରଙ୍କର ଆତ୍ମରକ୍ଷଣ ଅସ୍ତ୍ର ପିନ୍ଧ। ଏହା ପିନ୍ଧିବା ଦ୍ବାରା ତୁମ୍ଭେ ଶୟତାନର ମନ୍ଦ ଚତୁରତା ବିରୁଦ୍ଧ ରେ ସଂଘର୍ଷ କରି ପାରିବ।