Home Bibles ରୂତର ବିବରଣ 4:6 · ଓଡ଼ିଆ ବାଇବେଲ
ରୂତର ବିବରଣ 4:6 · ଓଡ଼ିଆ ବାଇବେଲ

ରକ୍ଷାକର୍ତ୍ତା କହିଲା, ମୁ ଏହାକକ୍ସ୍ଟ କ୍ରଯ କରିପାରିବି ନାହିଁ। ଯଦିଓ ଏହା ମାରେଅଧିକାର ଅଟେ, ମୁ ଏହାକକ୍ସ୍ଟ ପାରିବି ନାହିଁ। ଯଦି ମୁ ଏହା କରେ, ମୁ ମାରେ ଜମି ହକ୍ସ୍ଟଏତ ହରାଇପା ରେ। ସେଥିପାଇଁ ତୁମ୍ଭେ ତାହା କିଣିପାର।

Cross references

ଆଦି ପୁସ୍ତକ 38:8

ଏହାପରେ ଯିହୁଦା ଏରର ଭାଇ ଓନନକୁ କହିଲେ, ତୁମ୍ଭେ ତୁମ୍ଭର ଭାଇର ସ୍ତ୍ରୀ ସହିତ ସହବାସ କର । ଯଦି ସେ ପିଲା ଜନ୍ମ କରେ, ସହେି ପୁତ୍ର ତୁମ୍ଭ ଭାଇର ସନ୍ତାନ ବୋଲି ଜଣାୟିବ।

ଲେବୀୟ ପୁସ୍ତକ 25:25

ଯଦି ତୁମ୍ଭର ଭ୍ରାତା ଅତି ଦରିଦ୍ର ହାଇେ ନିଜର ଭୂମି ବିକ୍ରଯ କରେ ତବେେ ତାହାର ମୁକ୍ତିକର୍ତ୍ତା ନିକଟ ସଂପର୍କୀଯ ଆସି ନିଜର ଭ୍ରାତାର ବିକ୍ରୀତ ଭୂମି ମୁକ୍ତ କରିନବେ।

ଦିତୀୟ ବିବରଣ 25:8

ତବେେ ତାହାର ନଗରସ୍ଥ ପ୍ରାଚୀନମାନେ ତାହାକକ୍ସ୍ଟ ଡାକି କହିବେ। ତହିଁରେ ଯବେେ ସେ ଛିଡା ହାଇେ କ ହେ ଯେ, 'ତାହାକକ୍ସ୍ଟ ଗ୍ରହଣ କରିବାକୁ ଆମ୍ଭର ଇଛା ନାହିଁ।'

ଦିତୀୟ ବିବରଣ 25:9

ତବେେ ତାହାର ଭାତୃ ସ୍ତ୍ରୀ ପ୍ରାଚୀନମାନଙ୍କ ସାକ୍ଷାତ ରେ ତାହାର ନିକଟକକ୍ସ୍ଟ ଆସି ତାହାର ପାଦରକ୍ସ୍ଟ ପାଦକ୍ସ୍ଟକା କାଢି ତାହା ମକ୍ସ୍ଟହଁ ରେ ଛପେ ପକାଇବ। ପକ୍ସ୍ଟଣି ପ୍ରତକ୍ସ୍ଟ୍ଯତ୍ତର କରି କହିବ, ' ଯେ କୌଣସି ଲୋକ ଆପଣା ଭାଇର ଘର ନ ତୋଳେ ତାହା ପ୍ରତି ଏହି ରୂପେ କରାୟିବ।'

ରୂତର ବିବରଣ 2:20

ତେଣୁ ନୟମୀ ତାଙ୍କର ପୁତ୍ରବଧୂକୁ କହିଲା, ସେ ସଦାପ୍ରଭୁଙ୍କ ଦ୍ବାରା ଆଶୀର୍ବାଦ ପ୍ରାଲ୍ଗ ହକ୍ସ୍ଟଅନ୍ତକ୍ସ୍ଟ, ୟିଏକି ମୃତ ଓ ଜୀବିତ ଓ ମୃତମାନଙ୍କଠାରକ୍ସ୍ଟ ତାଙ୍କର କରୁଣା ଦୂ ରଇେ ନାହାନ୍ତି। ଏହାପରେ ନୟମୀ ତାକକ୍ସ୍ଟ କହିଲା, ସେ ହେଉଛନ୍ତି ଆମର ନିକଟ ସଐର୍କୀଯ ଏବଂ ଆମ୍ଭମାନଙ୍କର ରକ୍ଷାକର୍ତ୍ତା ମଧ୍ଯରକ୍ସ୍ଟ ଜଣେ ଅଟନ୍ତି।

ରୂତର ବିବରଣ 3:9

ବୋୟଜ ପଗ୍ଭରିଲା, ଆପଣ କିଏ?ା

ରୂତର ବିବରଣ 3:13

ଆଜି ରାତି ଏହିଠା ରେ ରକ୍ସ୍ଟହ। ଆସନ୍ତା କାଲି ସକାଳେ ମୁ ଦେଖିବି ଯେ, ସେ ତୁମ୍ଭକୁ ବିବାହ କରିବାକୁ ଇଚ୍ଛା କରୁଛି କି ନା, ଯଦି ସେ ରାଜି ହକ୍ସ୍ଟଅନ୍ତି ତବେେ ଉତ୍ତମ କଥା। ଯବେେ ସେ ବିବାହ କରିବାକୁ ମନା କରନ୍ତି, ସଦାପ୍ରଭୁଙ୍କର ନାମ ରେ ପ୍ରତିଜ୍ଞା କରୁଅଛି, ମୁ ତୁମ୍ଭକୁ ବିବାହ କରିବି ଏବଂ ଏଲିମଲକରେ ଭୂମି ଫରୋଇ ଆଣିବି। ତେଣୁ ସକାଳ ପର୍ୟ୍ଯନ୍ତ ଏହିଠା ରେ ଶଯନ କର।

Interlinear

Choose Theme