Home Bibles ରୂତର ବିବରଣ 4:5 · ଓଡ଼ିଆ ବାଇବେଲ
ରୂତର ବିବରଣ 4:5 · ଓଡ଼ିଆ ବାଇବେଲ

ଏହାପରେ ବୋୟଜ କହିଲା, ଯବେେ ତୁମ୍ଭେ ନୟମୀଠାରକ୍ସ୍ଟ ଏହି ଜମି କିଣିଛ, ତବେେ ତୁମ୍ଭେ ମୃତ ଲୋକର ସ୍ତ୍ରୀ ମାୟୋବୀଯ ଋତକକ୍ସ୍ଟ ହିଁ ପାଇବ। ମୃତ ଲୋକର ଭୂମିର ବଂଶଧର ପାଇବା ପାଇଁ ତୁମ୍ଭେ ତାକକ୍ସ୍ଟ ବିବାହ କରିବା ଉଚିତ୍। ଏହିପରି ଭାବରେ ସହେି ଜମି ମୃତ ଲୋକର ନାମ ରେ ରହିୟିବ।

Cross references

ଆଦି ପୁସ୍ତକ 38:8

ଏହାପରେ ଯିହୁଦା ଏରର ଭାଇ ଓନନକୁ କହିଲେ, ତୁମ୍ଭେ ତୁମ୍ଭର ଭାଇର ସ୍ତ୍ରୀ ସହିତ ସହବାସ କର । ଯଦି ସେ ପିଲା ଜନ୍ମ କରେ, ସହେି ପୁତ୍ର ତୁମ୍ଭ ଭାଇର ସନ୍ତାନ ବୋଲି ଜଣାୟିବ।

ଦିତୀୟ ବିବରଣ 25:5

ଯଦି ଦକ୍ସ୍ଟଇଭାଇ ଏକତ୍ର ବାସ କରୁଥାନ୍ତି, ଯଦି ସମାନଙ୍କେ ମଧ୍ଯରକ୍ସ୍ଟ ଜଣେ ମ ରେ ଓ ତାହାର ସନ୍ତାନ ନ ଥାଏ, ତବେେ ସହେି ମୃତ ଲୋକର ସ୍ତ୍ରୀ ବାହାରର କୌଣସି ଲୋକକୁ ବିବାହ କରିବ ନାହିଁ। ତା'ର ଅନ୍ୟ ଭାଇଜଣକ ତାକକ୍ସ୍ଟ ବିବାହ କରି ରହିବ ଓ ତାହା ସହିତ ସହବାସ କରିବ।

ରୂତର ବିବରଣ 3:12

ଏହା ସତ୍ଯ ଯେ, ମୁ ତୁମ୍ଭର ନିକଟ ସଐର୍କୀଯ। କିନ୍ତୁ ଏହିପରି ଆଉ ଜଣେ ଲୋକ ଅଛନ୍ତି ୟିଏକି ମାଠାେରକ୍ସ୍ଟ ତୁମ୍ଭର ଆହକ୍ସ୍ଟରି ନିକଟତମ ସଐର୍କୀଯ।

ରୂତର ବିବରଣ 3:13

ଆଜି ରାତି ଏହିଠା ରେ ରକ୍ସ୍ଟହ। ଆସନ୍ତା କାଲି ସକାଳେ ମୁ ଦେଖିବି ଯେ, ସେ ତୁମ୍ଭକୁ ବିବାହ କରିବାକୁ ଇଚ୍ଛା କରୁଛି କି ନା, ଯଦି ସେ ରାଜି ହକ୍ସ୍ଟଅନ୍ତି ତବେେ ଉତ୍ତମ କଥା। ଯବେେ ସେ ବିବାହ କରିବାକୁ ମନା କରନ୍ତି, ସଦାପ୍ରଭୁଙ୍କର ନାମ ରେ ପ୍ରତିଜ୍ଞା କରୁଅଛି, ମୁ ତୁମ୍ଭକୁ ବିବାହ କରିବି ଏବଂ ଏଲିମଲକରେ ଭୂମି ଫରୋଇ ଆଣିବି। ତେଣୁ ସକାଳ ପର୍ୟ୍ଯନ୍ତ ଏହିଠା ରେ ଶଯନ କର।

ମାଥିଉଲିଖିତ ସୁସମାଚାର 22:24

ସମାନେେ କହିଲେ, ହେ ଗୁରୁ, ମାଶାେ ଆମ୍ଭକୁ କହିଛନ୍ତି ଯଦି କୌଣସି ଲୋକ ସନ୍ତାନ ନଥାଇ ମରିଯାଏ, ତବେେ ତାର ଭାଇ ତାର ସ୍ତ୍ରୀକୁ ନିଶ୍ଚୟ ବିବାହ କରିବ, ଅତଏବ ନିଜ ମୃତ ଭାଇ ପାଇଁ ସମାନେେ ସନ୍ତାନ ଜନ୍ମ କରିବେ।

ଲୂକଲିଖିତ ସୁସମାଚାର 20:28

ଗୁରୁ! ମାଶାେ ଆମ୍ଭ ପାଇଁ ଲେଖିଥିଲେ ଯେ ଯଦି ଜଣେ ବିବାହିତ ପୁରୁଷ କୌଣସି ସନ୍ତାନସନ୍ତତି ନଥାଇ ମରିଯାଏ, ତବେେ ତାର ଭାଇ ନିଶ୍ଚୟ ସହେି ମୃତ ଭାଇର ପତ୍ନୀକୁ ବିବାହ କରିବ। ତାହାହେଲେ ସେ ତା ମୃତ ଭାଇ ପାଇଁ ସହେି ସ୍ତ୍ରୀଠାରୁ ସନ୍ତାନସନ୍ତତି ଉତ୍ପନ୍ନ କରି ପାରିବ।

Interlinear

Choose Theme