Cross references
ଏହାପରେ ଋତ ତାଙ୍କୁ ପ୍ରମାଣ କଲା। ସେ ବୋୟଜଙ୍କକ୍ସ୍ଟ ପଗ୍ଭରିଲା, ମୁ ଆଶ୍ଚର୍ୟ୍ଯ ହେଉଛି, ତୁମ୍ଭେ ତ ମାେତେ ଆଗରକ୍ସ୍ଟ କବେବେି ଦେଖି ନାହିଁ। ମୁ ବିଦେଶୀନୀ ହେଲବେି ତୁମ୍ଭେ ମାେ' ପ୍ରତି ଦୟା ଦଖାଇେ ଅଛ।
ତେଣୁ ନୟମୀ ତାଙ୍କର ପୁତ୍ରବଧୂକୁ କହିଲା, ସେ ସଦାପ୍ରଭୁଙ୍କ ଦ୍ବାରା ଆଶୀର୍ବାଦ ପ୍ରାଲ୍ଗ ହକ୍ସ୍ଟଅନ୍ତକ୍ସ୍ଟ, ୟିଏକି ମୃତ ଓ ଜୀବିତ ଓ ମୃତମାନଙ୍କଠାରକ୍ସ୍ଟ ତାଙ୍କର କରୁଣା ଦୂ ରଇେ ନାହାନ୍ତି। ଏହାପରେ ନୟମୀ ତାକକ୍ସ୍ଟ କହିଲା, ସେ ହେଉଛନ୍ତି ଆମର ନିକଟ ସଐର୍କୀଯ ଏବଂ ଆମ୍ଭମାନଙ୍କର ରକ୍ଷାକର୍ତ୍ତା ମଧ୍ଯରକ୍ସ୍ଟ ଜଣେ ଅଟନ୍ତି।
ଏହା ସତ୍ଯ ଯେ, ମୁ ତୁମ୍ଭର ନିକଟ ସଐର୍କୀଯ। କିନ୍ତୁ ଏହିପରି ଆଉ ଜଣେ ଲୋକ ଅଛନ୍ତି ୟିଏକି ମାଠାେରକ୍ସ୍ଟ ତୁମ୍ଭର ଆହକ୍ସ୍ଟରି ନିକଟତମ ସଐର୍କୀଯ।
ଏଠା ରେ ଥିବା ଲୋକମାନଙ୍କ ସମ୍ମକ୍ସ୍ଟଖ ରେ ଓ ମାରେ ଲୋକମାନଙ୍କର ପ୍ରାଚୀନମାନଙ୍କ ସମ୍ମକ୍ସ୍ଟଖ ରେ ମୁ ତୁମ୍ଭକୁ କହିବା ପାଇଁ ନିଷ୍ପତ୍ତି କରିଛି। ଯଦି ତୁମ୍ଭେ ଏହାକକ୍ସ୍ଟ କିଣିବାକକ୍ସ୍ଟ ଗ୍ଭହଁ, ତବେେ ଏହାକକ୍ସ୍ଟ କିଣ! ଯଦି ଏହା ତୁମ୍ଭେ କିଣିବାକକ୍ସ୍ଟ ନଗ୍ଭହଁ, ତବେେ ମାେତେ କକ୍ସ୍ଟହ ଓ ମୁ ଏହାକକ୍ସ୍ଟ କିଣିବି କାରଣ ଯେ ହତେକ୍ସ୍ଟ ତୁମ୍ଭେ ଜାଣ, ତୁମ୍ଭେ ପରେ ମୁ ଯଥାର୍ଥ ଲୋକ ଯାହାର ଏହି ଜାଗାକକ୍ସ୍ଟ କିଣିବା ପାଇଁ ଅଧିକାର ଅଛି। ଯଦି ତୁମ୍ଭେ କିଣିବାକକ୍ସ୍ଟ ଗ୍ଭହଁ ନାହିଁ, ତବେେ ମୁ ଏହାକକ୍ସ୍ଟ କିଣିବି।
ରକ୍ଷାକର୍ତ୍ତା କହିଲା, ମୁ ଏହାକକ୍ସ୍ଟ କ୍ରଯ କରିପାରିବି ନାହିଁ। ଯଦିଓ ଏହା ମାରେଅଧିକାର ଅଟେ, ମୁ ଏହାକକ୍ସ୍ଟ ପାରିବି ନାହିଁ। ଯଦି ମୁ ଏହା କରେ, ମୁ ମାରେ ଜମି ହକ୍ସ୍ଟଏତ ହରାଇପା ରେ। ସେଥିପାଇଁ ତୁମ୍ଭେ ତାହା କିଣିପାର।
ଅବୀଗଲ୍ ନତମସ୍ତକ ହାଇେ ଠିଆ ହେଲ, ସେ କହିଲେ, ମୁ ହେଉଛି ତୁମ୍ଭର ଦାସୀ, ମାରେ ପ୍ରଭକ୍ସ୍ଟଙ୍କ ଦାସମାନଙ୍କ ପାଦ ଧୋଇବା ପାଇଁ ଗ୍ଭ ହେଁ।
ଏବଂ ମୁଁ ଯେତବେେଳେ ତୁମ୍ଭକୁ ଅନାଇଲି, ସେତବେେଳେ ଦେଖିଲି ତୁମ୍ଭେ ପ୍ ରମେ କରିବା ପାଇଁ ରାଜି ହାଇୟୋଇଥିଲ। ତେଣୁ ମୁଁ ତୁମ୍ଭ ଶରୀର ଉପ ରେ ମାରେ ବସ୍ତ୍ର ଆବୃତ କଲି। ମୁଁ ଶପଥ କରି ତୁମ୍ଭ ସଙ୍ଗେ ନିଯମ ସ୍ଥିର କଲି ଏବଂ ତୁମ୍ଭେ ମାରେ ହେଲ।' ଏହା ସଦାପ୍ରଭୁ ମାରେ ପ୍ରଭୁ କହନ୍ତି
ଯେଉଁ ଲୋକ ନିଜକୁ ମହାନ ଭାବେ, ତାକୁ ହୀନ କରି ଦିଆୟିବ। ଯେଉଁ ଲୋକ ନିଜକୁ ହୀନ ଭାବେ, ତାହାକୁ ମହାନ୍ କରାୟିବ।