Home Bibles ରୂତର ବିବରଣ 3:6 · ଓଡ଼ିଆ ବାଇବେଲ
ରୂତର ବିବରଣ 3:6 · ଓଡ଼ିଆ ବାଇବେଲ

ଏଣୁ ଋତ ସହେି ଖଳାକକ୍ସ୍ଟ ୟାଇ ନିଜର ଶାଶୂର କଥା ଅନକ୍ସ୍ଟସା ରେ କାର୍ୟ୍ଯମାନ କଲା।

Cross references

ଯାତ୍ରା ପୁସ୍ତକ 20:12

ତୁମ୍ଭେ ଆପଣା ପିତା ଓ ମାତାଙ୍କୁ ସମ୍ମାନ କର। ଏହିପରି କର ୟଦ୍ବାରା ସଦାପ୍ରଭୁ ତୁମ୍ଭର ପରମେଶ୍ବର ତୁମ୍ଭକୁ ଯେଉଁ ଦେଶ ଦବେେ ସହେି ଦେଶ ରେ ତୁମ୍ଭର ଦୀର୍ଘ ପରମାଯୁ ହବେ।

ଏଷ୍ଟର ବିବରଣ 2:10

ମାତ୍ର ଏଷ୍ଟର ଆପଣା ବଂଶ କି କୁଟୁମ୍ବର ପରିଚଯ କାହାକୁ ଦଲୋନାହିଁ କାରଣ ମର୍ଦ୍ଦଖଯ ତାହା ନ ଜଣାଇବାକୁ ଆଜ୍ଞା କରିଥିଲା।

ହିତୋପଦେଶ 1:8

ହେ ମାରେ ପୁତ୍ର, ତୁମ୍ଭର ପିତାଙ୍କର ଉପଦେଶ ଶୁଣ, ଯେତବେେଳେ ସେ ତୁମ୍ଭକୁ ଶୃଙ୍ଖଳିତ କରନ୍ତି ଏବଂ ତୁମ୍ଭ ମାତାଙ୍କର ଉପଦେଶ ପରିତ୍ଯାଗ କର ନାହିଁ।

ଯୋହନଲିଖିତ ସୁସମାଚାର 2:5

ଯୀଶୁଙ୍କର ମାଆ ସବେକମାନଙ୍କୁ କହିଲେ, ଯୀଶୁ ଯେପରି କହନ୍ତି, ତୁମ୍ଭମାନେେ ସପରେି କର।

ଯୋହନଲିଖିତ ସୁସମାଚାର 15:14

ତୁମ୍ଭେ ଯଦି ମାେ କହିବା ଅନୁଯାଯୀ କାମ କର, ତବେେ ତୁମ୍ଭମାନେେ ମାରେ ବନ୍ଧୁ।

Interlinear

Choose Theme