ରୂତର ବିବରଣ 3:5 · ଓଡ଼ିଆ ବାଇବେଲ
ଏହାପରେ ଋତ ଉତ୍ତର ଦଲୋ, ତୁମ୍ଭେ ଯାହା କହିଲ, ମୁ ତାହା ନିଶ୍ଚିତ କରିବି।
Cross references
ଏଫିସୀୟଙ୍କ ପ୍ରତି ପତ୍ର 6:1
ହେ ସନ୍ତାନଗଣ ! ପ୍ରଭୁଙ୍କ ଇଚ୍ଛାନୁସା ରେ ମାତା ପିତାଙ୍କ କଥାର ବାଧ୍ଯ ହୁଅ। କାରଣ ଏହି ପ୍ରକାର କରିବା ତୁମ୍ଭମାନଙ୍କର ଉଚିତ୍।
କଲସୀୟଙ୍କ ପ୍ରତି ପତ୍ର 3:20
ସନ୍ତାନଗଣ ! ପ୍ରେତ୍ୟକକ କଥା ରେ ମାତା-ପିତାଙ୍କ ଆଜ୍ଞା ପାଳନ କର। ଏହା ପ୍ରଭୁଙ୍କୁ ପ୍ରସନ୍ନ କରେ।