Home Bibles ରୋମୀୟଙ୍କ ପ୍ରତି ପତ୍ର 7:8 · ଓଡ଼ିଆ ବାଇବେଲ
ରୋମୀୟଙ୍କ ପ୍ରତି ପତ୍ର 7:8 · ଓଡ଼ିଆ ବାଇବେଲ

ଏହି ଆଦେଶ ଅନୁସାରେ ମାେ ଭିତ ରେ ସମସ୍ତ ପ୍ରକାରର ଭୁଲ ବସ୍ତୁ ପ୍ରତି ପାପ ଇଚ୍ଛା ଜାଗ୍ରତ କରାଇଲା। ସେଥିପାଇଁ ଉକ୍ତ ଆଦେଶ ହତେୁ ପାପ ମାେ ପାଖକୁ ଆସିଲା। କିନ୍ତୁ ବ୍ଯବସ୍ଥା ବିନା ପାପର କୌଣସି ଶକ୍ତି ନାହିଁ।

Cross references

ଯୋହନଲିଖିତ ସୁସମାଚାର 15:22

ମୁଁ ଯଦି ଆସି ନଥାନ୍ତି ଓ ଏଜଗତର ଲୋକମାନଙ୍କୁ କହିନଥାନ୍ତି, ତବେେ ସମାନେେ ପାପରେ ଦୋଷୀ ବୋଲି ବିବଚେିତ ହୁଅନ୍ତେ ନାହିଁ। କିନ୍ତୁ ମୁଁ ବର୍ତ୍ତମାନ ସମାନଙ୍କେୁ କହିଛି। ତେଣୁ ତାହାଙ୍କ ପାପ ପାଇଁ ସମାନଙ୍କେ ପାଖ ରେ କୌଣସି ଆଳ ନାହିଁ।

ଯୋହନଲିଖିତ ସୁସମାଚାର 15:24

ଯଦି ମୁଁ ସହେି କାର୍ୟ୍ଯ କରିନଥାନ୍ତି, ତବେେ ସମାନେେ ପାପଦ୍ବାରା ଦୋଷୀ ସାବ୍ଯସ୍ତ ହାଇନେଥାଆନ୍ତେ। କିନ୍ତୁ ସମାନେେ ମାରେ ସହେି ଆଶ୍ଚର୍ୟ୍ଯ କାର୍ୟ୍ଯ କରିବା ଦେଖିଛନ୍ତି। ତଥାପି ସମାନେେ ମାେତେ ଓ ପରମପିତାଙ୍କୁ ଘୃଣା କରନ୍ତି।

ରୋମୀୟଙ୍କ ପ୍ରତି ପତ୍ର 4:15

କାରଣ ବ୍ଯବସ୍ଥା ପାଳନ ନକରିବା ଦ୍ବାରା ବ୍ଯବସ୍ଥା ପରମେଶ୍ବରଙ୍କର କୋରଧ ଆଣିଥାଏ। କିନ୍ତୁ ଯଦି ବ୍ଯବସ୍ଥା ନଥାନ୍ତା, ତା' ହେଲେ ଅବାଧ୍ଯ ହବୋର ପ୍ରଶ୍ନ ଉଠିବ ନାହିଁ।

ରୋମୀୟଙ୍କ ପ୍ରତି ପତ୍ର 5:20

ଲୋକମାନେ ଅଧିକ ପାପ କରିବା ପାଇଁ ବ୍ଯବସ୍ଥା ଆସିଲା, କିନ୍ତୁ ଯେତବେେଳେ ଲୋକେ ଅଧିକ ପାପ କଲେ, ପରମେଶ୍ବର ସମାନଙ୍କେୁ ପ୍ରଚୁର ମାତ୍ରା ରେ ତାହାଙ୍କ ଅନୁଗ୍ରହ ପ୍ରଦାନ କଲେ।

ରୋମୀୟଙ୍କ ପ୍ରତି ପତ୍ର 7:11

ଏହି ଆଜ୍ଞାକୁ ବ୍ଯବହାର କରି ପାପ ମାେତେ ମୂର୍ଖ ପ୍ରମାଣିତ କରିବା ପାଇଁ ସୁଯୋଗ ପାଇଲା। ମାେତେ ଆତ୍ମିକ ଭାବରେ ମୃତ କରାଇବା ରେ ପାପ ଏହି ଆଜ୍ଞାକୁ ବ୍ଯବହାର କଲା।

ରୋମୀୟଙ୍କ ପ୍ରତି ପତ୍ର 7:13

ଏହାର କଣ ଏହି ଅର୍ଥ ଯେ ଯାହା ଭଲ, ତାହାହିଁ ମାେ ପାଇଁ ମୃତ୍ଯୁ ଆଣିଲା? କିନ୍ତୁ ଯାହା ଭଲ ପାପ ତାହାକୁ ହିଁ ବ୍ଯବହାର କରି ମାେ ପାଇଁ ମୃତ୍ଯୁ ଆଣିଲା। ଏହା ହେଲା, ଯେପରି ମୁଁ ଜାଣି ପାରିବି ପାପ କ'ଣ ? ପାପ ହେଉଛି ଅତିଶୟ ମନ୍ଦ, ଏହା ଜଣାଇବା ପାଇଁ ଏପରି ଘଟିଲା ଓ ଆଜ୍ଞାର ବ୍ଯବହାର ମଧ୍ଯ ଏହାହିଁ ଦଖାଇବୋ ପାଇଁ ହେଲା।

ରୋମୀୟଙ୍କ ପ୍ରତି ପତ୍ର 7:17

କିନ୍ତୁ ମୁଁ, ପକୃତ ରେ ଏହି ମନ୍ଦ କମ କରି ନ ଥାଏ। ମାେ ଭିତ ରେ ଥିବା ପାପର ସ୍ବଭାବ ଏହି ସବୁ କାମ କରେ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 15:56

ମୃତ୍ଯୁର ଆଘାତ କରିବା ହେଉଛି ପାପ। ପାପର ବଳ ହେଉଛି ବ୍ଯବସ୍ଥା।

ଯାକୁବଙ୍କ ପତ୍ 1:14

ପ୍ରେତ୍ୟକକ ବ୍ଯକ୍ତି ତା'ର ନିଜର ମନ୍ଦ ପ୍ରବୃତ୍ତି ଯୋଗୁ ପରୀକ୍ଷିତ ହୁଏ। ତାହାର ମନ୍ଦ ଇଚ୍ଛା ତାହାକୁ ଭସାଇ ନିଏ ଓ ବାନ୍ଧି ରେଖ।

Interlinear

Choose Theme